ଫିଫା ମହିଳା ବିଶ୍ୱକପ ଲୋଗୋ ଉନ୍ମୋଚିତ
୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ୩ଟି ମ୍ୟାଚ ଖେଳାଯିବ । ଆସନ୍ତା ଅକ୍ଟୋବର ୧୧ ତାରିଖରେ ବିଶ୍ୱକପର ପ୍ରଥମ ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଟିୟମରେ ଖେଳାଯିବ । ୧୧...
ଚାର୍ଲସ ହେବେ ବ୍ରିଟେନ୍ ରାଜା
ପରଲୋକରେ ମହାରାଣୀ ଏଲିଜାବେଥ୍ । ବ୍ରିଟେନ ମହାରାଣୀ ଏଲିଜାବେଥଙ୍କର ୯୬ ବର୍ଷ ବୟସରେ ପରଲୋକ ହୋଇଛି । ଆଜି ସ୍କଟଲାଣ୍ଡରୁ ଲଣ୍ଡନ ତାଙ୍କ ମର ଶରୀର ଆସିବ । ସ୍କଟଲାଣ୍ଡର ତାଙ୍କର ପରଲୋକ ଘଟିଥିବା ରାଜ ପରିବାର ପକ୍ଷରୁ...
ଏ ଅପମାନ କାହାର ?
ହିନ୍ଦୁ ଧର୍ମାବଲମ୍ବୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ । ଶ୍ରୀଜଗନ୍ନାଥପ୍ରେମୀଙ୍କୁ ଲଜ୍ଜା । ଯାହାଙ୍କୁ ଠାକୁର ବୋଲି କହି ପୂଜା କରୁଛନ୍ତି, ତାଙ୍କୁ ଅତି ଦୟନୀୟ ଭାବେ ଟ୍ରକରେ ବାନ୍ଧି ନେଉଥିବାର ଭିଡିଓ ସୋସିଆଲ ମିଡିଆକେ ଭାଇରାଲ...
ଭୁବନେଶ୍ବରରେ ନକଲି ଔଷଧ କାରବାର
ଭୁବନେଶ୍ବରରେ ନକଲି ଔଷଧ କାରବାର । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ ହେବା ପରେ ଆଜି ରାଜଧାନୀର ବିଭିନ୍ନ ଔଷଧ ଦୋକାନରେ ଚଢାଉ କରିଛି ସ୍କ୍ବାର୍ଡ । ନିର୍ଦ୍ଧିଷ୍ଟ ଭାବେ ଟେଲମା - 40 ଔଷଧର ଜାଲିଆତି ହୋଇଥିବା ଅଭିଯୋଗ...
ଅନଲାଇନରେ କରିହେବ ମନ୍ଦିର ଦର୍ଶନ
ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଏଣିକି ଅନଲାଇନ୍ରେ ହୋଇପାରିବ ଟିକେଟ୍ । ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର । ସ୍ୱତନ୍ତ୍ର ପୂଜା ଏବଂ ପ୍ରସାଦ ସେବନ ପାଇଁ ଏହି ପୋର୍ଟାଲ ଜରିଆରେ ଟିକେଟ କରିପାରିବେ ଦେଶ...
ଚଳିତବର୍ଷ ବି ଦୀପାବଳିରେ ଲାଗିଲା କଟକଣା, ଫୁଟିବନି ବାଣ
ଦିଲ୍ଲୀରେ ଚଳିତବର୍ଷ ବି ବିନା ବାଣରେ ଦୀପାବଳି ପାଳନ କରାଯିବ । ଦିଲ୍ଲୀ ସରକାର ବାଣ ବିକ୍ରୀ ଉପରେ କଟକଣା ଜାରି କରିଛନ୍ତି । ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗୋପାଳ...
ଆଜି କର୍ତ୍ତବ୍ୟପଥର ଲୋକାର୍ପଣ
ନୂଆଦିଲ୍ଲୀ ଇତିହାସରେ ଆଜି ଯୋଡିହେବ ଆଉ ଏକ ନୂଆ ଫର୍ଦ୍ଦ । କର୍ତ୍ତବ୍ୟପଥର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତୀକୁ ମଧ୍ୟ ମୋଦି ଅନାବରଣ କରିବେ । ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା...
‘ପଛ ସିଟରେ ବି ପିନ୍ଧ ସିଟ୍ ବେଲ୍ଟ’
ସଡକ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏବେ ସଡକ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି । ରବିବାର ସଡକ ଦୁର୍ଘଟଣାରେ ଆଖି ବୁଜିଥିଲେ ସାଇରସ ମିସ୍ତ୍ରୀ । ଗାଡିର ପଛରେ ବସିଥିଲେ ମଧ୍ୟ ସିଟ୍ ବେଲ୍ଟ ନବାନ୍ଧିବା...
ଛାତ୍ରୀଙ୍କୁ ୩ ଲକ୍ଷ ଟଙ୍କାରେ ବିକ୍ରି
୩ ଲକ୍ଷ ଟଙ୍କାରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବିକ୍ରି ଅଭିଯୋଗ । ଚାକିରୀ କରାଇଦେବାକୁ ଲୋଭ ଦେଖାଇ ଇଞ୍ଜିନିୟରିଂ ଯୁବତୀଙ୍କୁ ରାଜ୍ୟ ବାହାରେ ବିକିଦେଲା ଯୁବକ । ଯୁବତୀ ମେ ୪ତାରିଖରେ ଚାକିରୀ ଖୋଜିବାକୁ ଝାରସୁଗୁଡା...
ଆଜି ଘୂର୍ଣ୍ଣିବଳୟ, କାଲି ଲଘୁଚାପ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ପାଇଁ ଯାଉଛି । ଆସନ୍ତା କାଲି ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

















