ଅଟକେଇ ପାରିଲେନି ସରକାର
ଶ୍ରୀମନ୍ଦିର ନିକଟରେ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ପରେ ପୁରୀରେ ପଦଯାତ୍ରା କରିବାକୁ ଚାହୁଁଥିଲା ବିଜେପି । ହେଲେ ଜିଲ୍ଲା ପ୍ରଶାସନ ପଦଯାତ୍ରାକୁ ଅନୁମତି ଦେଇ ନ ଥିଲା । ପ୍ରଶାସନର ଅନୁମତି ନ ଥିବା ସତ୍ତ୍ବେ ବିଜେପିର ଭୁବନେଶ୍ବର...
କିଏ ଧରିବେ କଂଗ୍ରେସ ମଙ୍ଗ ?
ବଦଳିବେ ପିସିସି ସଭାପତି । ନୂଆ ପିସିସି ସଭାପତି ପାଇଁ କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ପିସିସି ସଭାପତି ନିରଞ୍ଜନ...
ୟୁଜି, ପିଜି କ୍ଲାସ ବନ୍ଦ ରହିବ
ଆସନ୍ତାକାଲିଠାରୁ ମେ’ ୨ ଯାଏ କଲେଜ, ୟୁନଭର୍ସିଟି କ୍ଲାସ ବନ୍ଦ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି, ପିଜି କ୍ଲାସ ବନ୍ଦ ରହିବ । କାଲିଠାରୁ ୨ ତାରିଖ ଯାଏ ହେବନି କ୍ଲାସରୁମ୍ ପାଠପଢା । ତାତି...
ପିଲାଙ୍କ ପାଇଁ ତିନୋଟି ଟିକାକୁ ଅନୁମତି
ପିଲାଙ୍କ ପାଇଁ ତିନୋଟି କୋଭିଡ ଟିକାକୁ ଡିସିଜିଆଇର ଅନୁମତି । 5 ରୁ 12 ବର୍ଷର ପିଲା କୋର୍ବେଭାକ୍ସ ଏବଂ କୋଭାକ୍ସିନ ଟିକା ନେଇପାରିବେ । ଏଥିସହିତ 12 ବର୍ଷରୁ ଅଧିକ ବୟସର ପିଲାଙ୍କୁ ଜାଇକୋଭ ଡି ଟିକା ନେବାକୁ...
ମା’ ଶାରଳାଙ୍କ ପୀଠରେ ୫-ଟି ସଚିବ
ବଦଳିବ ଜଗତସିଂହପୁରର ପ୍ରସିଦ୍ଧ ମା’ ଝଙ୍କଡବାସିନୀ ଶାରଳାଙ୍କ ପୀଠର ଚିତ୍ର । ପୀଠର ସୌନ୍ଦର୍ଯ୍ୟକରଣ ସହ ଝଲସିଉଠିବେ ମା’ ଶାରଳା । ଶ୍ରଦ୍ଧାଳୁ ପାଇପାରିବେ ଅନେକ ସୁବିଧା । ମା ଶାରଳାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ, ଭି.କେ...
ଖରା ପାଇଁ ସ୍କୁଲ ଛୁଟି କଲେ ସରକାର
ଖରା ପାଇଁ ସ୍କୁଲ ଛୁଟି କଲେ ରାଜ୍ୟ ସରକାର I ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା 26 ରୁ 30 ତାରିଖ ଯାଏ ସାମୟିକ ସମୟ ପାଇଁ ସ୍କୁଲ ଛୁଟି କରିବାକୁ ଘୋଷଣା କରିଛନ୍ତି I...
‘ନାଁ ପାଣି ଦେଉଛନ୍ତି, ନାଁ ଟଏଲେଟ ଛାଡୁଛନ୍ତି’
ମହାରାଷ୍ଟ୍ରରେ ଜାରି ରହିଥିବା ହନୁମାନ ଚାଳିଶା ଏବଂ ଲାଉଡସ୍ପିକର ବିବାଦରେ ଏବେ ରାଣା ଦମ୍ପତି ଜେଲରେ ଅଛନ୍ତି । ସାଉଥ ଇଣ୍ଡିଆନ ଫିଲ୍ମର ଆକ୍ଟ୍ରେସ ତଥା ସାଂସଦ ନବନୀତ ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା...
ରାଜ୍ୟପାଳଙ୍କ ଠାରୁ କ୍ଷମତା ଛଡାଇ ଆଣିଲେ ରାଜ୍ୟ ସରକାର
ବିଶ୍ବବିଦ୍ୟାଳୟଗୁଡିକରେ କୁଳପତି ନିଯୁକ୍ତ କରିବାର କ୍ଷମତା ଆଉ ରାଜ୍ୟପାଳଙ୍କ ହାତରେ ରହିବ ନାହିଁ । ରାଜ୍ୟ ସରକାର ସିଧାସଳଖ କୁଳପତି ନିଯୁକ୍ତ କରିପାରିବେ । ଶିକ୍ଷା ନିୟମରେ ପରିବର୍ତ୍ତନ ଆଣିବା ପାଇଁ ତାମିଲନାଡୁ ବିଧାନସଭାରେ ଏ ସଂକ୍ରାନ୍ତୀୟ ବିଲ୍ ପାରିତ...
ତାତି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଗତ ତିନି ଦିନ ଭଳି ଆଜି ବି ରାଜଧାନୀରେ ମୁଣ୍ଡଫଟା ଖରା । ପ୍ରଚଣ୍ଡ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଆଜି ଦିନ ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯.୪ ଡିଗ୍ରୀ ରହିଛି । ସେହିପରି...
ଦିନ ୨ଟା୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ତାତି
ତାତିରେ ଜଳୁଛି ରାଜଧାନୀ ଭୁବନେଶ୍ୱର । ଦିନ ୨ଟା୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଛି ତାତି । ମିଳିବନି ତାତିରୁ ତ୍ରାହି । ଗ୍ରୀଷ୍ମ ପ୍ରବାହରେ ଆହୁରି କଲବଲ ହେବ ଜନଜୀବନ । ଓଡିଶା ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହ...
















