କାର୍ ଆଗରେ ଶୋଇ କି ଗୁହାରୀ କରୁଛି ବୁଢି ମାଉସୀ?
କାନ୍ଦି କାନ୍ଦି ଗଡି ଯାଉଛି ବୁଢୀ ମାଉସୀ । ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ଗୁହାରି କରୁଛି । ବୁଢୀ ମାଉସୀର ଏ ଗୁହାରୀ ଘର, ଜମି କି ଟଙ୍କା ପାଇଁ ନୁହେଁ, ଗୋଟିଏ ଗାଇ ପାଇଁ । ...
ଲିଫ୍ଟ ବାହାନାରେ ୭୫ ହଜାର ଲୁଟ୍
ରାଜଧାନୀରେ ମାତିଛନ୍ତି ଚୋର । ଗୋଟିଏ ପରେ ଗୋଟିଏ ଘଟଣା ଲୋକଙ୍କୁ ଯେତିକି ଆତଙ୍କିତ କରିଛି ସେତିକି ଭୟ ମଧ୍ୟ ବଢାଉଛି । ପୋଲିସ ପାଇଁ ସେତିକି ବଡ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି । କେନ୍ଦ୍ରାପଡା ରାଜକନିକାର ଜଣେ...
ପ୍ରତିମାସରେ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବହୁଚର୍ଚ୍ଚିତ ତପସ୍ବିନୀ ଓ ଡାକ୍ତର ସୁମିତ ବିବାଦରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ପ୍ରତିମାସ 10 ତାରିଖରେ ତପସ୍ବିନୀଙ୍କୁ ଭରଣପୋଷଣ ବାବଦରେ 17 ହଜାର ଟଙ୍କା ଦେବା ପାଇଁ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି ।...
ଛତିଶ ଘଣ୍ଟାର ଅପରେସନ
ରାଜଧାନୀର ବ୍ୟବସାୟୀ ରାମରୂପ ଅଗ୍ରଓ୍ୱାଲଙ୍କ ପୁଅ ଇଶାନ ଅଗ୍ରଓ୍ୱାଲ ଅପହରଣର 36 ଘଣ୍ଟା ପରେ ଉଦ୍ଧାର କରିଛି କମିଶନରେଟ ପୋଲିସ । ସିନେମା ଷ୍ଟାଇଲରେ ଇଶାନଙ୍କୁ ଦୁର୍ବୃତ୍ତମାନେ ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ କରିନେବା ପରେ ଫୋନ କରି ଇଶାନଙ୍କ...
10 ରେ ପ୍ରକାଶ ପାଇବ ଭୋଟର ତାଲିକା
ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା 10 ତାରିଖରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଭୋଟର ତାଲିକାରେ ସଂଶୋଧନ ପାଇଁ ଭୋଟରଙ୍କୁ ମିଳିବ 6 ଦିନ ସମୟ । ଅର୍ଥାତ ଫେବୃଆରୀ...
୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା
ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ସରକାର । ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ ନେଇ ଘୋଷଣା । ଏସସିଙ୍କ ପାଇଁ ୧୨୨, ...
IAS ବିନୋଦ କୁମାରଙ୍କୁ ବରଖାସ୍ତ
ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର ଚାକିରୀରୁ ବରଖାସ୍ତ ହୋଇଛନ୍ତି । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ଚାକରୀରୁ ବହିଷ୍କାର କରିଛନ୍ତି । ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା...
ସ୍କୁଲ ପିଲାଙ୍କ ପାଇଁ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ
ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ‘ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି ।
ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି ।
ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ...
ବଜେଟ୍ ପୂର୍ବରୁ ବଢିଲା ସେୟାର ବଜାର
ବଜେଟର ପ୍ରଭାବ ସେୟାର ବଜାର ଉପରେ ପଡିଛି । ବଜେଟ୍ ଆଗତ ହେବା ପୂର୍ବରୁ ସେୟାର ବଜାରର ମୂଲ୍ୟ ବଢିଛି । ସେନସେକ୍ସରେ ୬୫୦ ପଏଣ୍ଟ ବୃଦ୍ଧି ହୋଇଛି । ଆରମ୍ଭରୁ ସେନସେକ୍ସ ୫୮୨.୮୫ ପଏଣ୍ଟ ବଢିଛି...
2022-23ରେ 8 ରୁ 8.5 ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ
2022-23ରେ ଦେଶରେ 8 ରୁ 8.5 ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ଲୋକସଭାରେ ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈତିକ...
















