‘ଆଗାମୀ 25 ବର୍ଷ ପାଇଁ କାର୍ଯ୍ୟ କରୁଛନ୍ତି ସରକାର’
ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେସନ । ଅଧିବେସନ ଆରମ୍ଭରେ ସଂସଦର ସେଣ୍ଟ୍ରାଲ ହଲରେ ଉଭୟ କକ୍ଷକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦକୁ ଉଦବୋଧନ ଦେଇ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି, ଆଗାମୀ 25...
ଆସୁଛି ପଶ୍ଚିମା ଝଡ, 3 ରୁ ବର୍ଷା !
ଆସୁଛି ପଶ୍ଚିମା ଝଡ । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ 3 ତାରିଖରୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍ କରି ପଶ୍ଚିମା ଝଡ ସଂପର୍କରେ ସତର୍କ କରାଇ...
ବିବାଦୀୟ ସର୍କୁଲାର ପ୍ରତ୍ୟାହାର କଲେ ଏସବିଆଇ
ଶେଷରେ ଗର୍ଭବତୀ ମହିଳା କର୍ମଚାରୀଙ୍କ ପାଇଁ ବିବାଦୀୟ ନିୟମାବଳୀକୁ ପ୍ରତ୍ୟାହାର କରି ନେଇଛି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ । କାର୍ଯ୍ୟରେ ଯୋଗଦେବା ପରଠାରୁ ତିନିମାସ ଗର୍ଭବତୀ ଥିବା ମହିଳା କର୍ମଚାରୀମାନଙ୍କୁ ସାମୟିକ ଭାବେ ଅଯୋଗ୍ୟ ଘୋଷଣା କରିଥିଲା ଏସବିଆଇ ।...
ଏବର୍ଷ ବି ହେବନି ଖଣ୍ଡଗିରି ମେଳା
କରୋନା ପାଇଁ ଏବର୍ଷ ବି ବନ୍ଦ ହେବ ଖଣ୍ଡଗିରି ମେଳା । ଜନସମାଗମ ଉପରେ ରୋକ୍ ଲଗାଇବା ପାଇଁ ଖଣ୍ଡଗିରି ମେଳା ବନ୍ଦ ରଖିବାକୁ ବିଏମସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବିଏମସି ଅତିରିକ୍ତ କମିଶନର ଦେଇଥିବା ସୂଚନା ଅନୁଯାୟୀ,...
ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ଗୁଜରାଟର ଗାନ୍ଧିଧାମରୁ ପୁରୀ ଆସୁଥିବା ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ଆଜି ଅଗ୍ନିକାଣ୍ଡ ଘଟିଛି । ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଟ୍ରେନର ପାଣ୍ଟ୍ରିକାରରେ ପ୍ରଥମେ ନିଆଣ ଲାଗିଯାଇଥିଲା । ଦିନ 10.30ରେ ଏହି ଦୁର୍ଘଟଣା ଘଟିଥିଲେ ହେଁ ତତ୍କାଳ ଟ୍ରେନ...
ଖୋଲିବ ଶ୍ରୀମନ୍ଦିର
ଫେବୃଆରୀ 1ରୁ ଖୋଲିବ ଶ୍ରୀମନ୍ଦିର | ଛତିଶାନିଯୋଗ ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା | ସର୍ବସାଧାରଣ କୋଭିଡ କଟକଣା ଭିତରେ କରିପାରିବେ ଦର୍ଶନ |
ଘରୋଇ ହସପିଟାଲରେ ମିଳିବ କୋଭାକ୍ସିନ, କୋଭିସିଲ୍ଡ
ଘରୋଇ ହସପିଟାଲ ଓ କ୍ଲିନିକରେ ମିଳିବ କୋଭିଡ ପ୍ରତିଷେଧକ ଟୀକା । କୋଭିସିଲ୍ଡ ଓ କୋଭାକ୍ସିନ ଟୀକା ଘରୋଇ କ୍ଲିନିକ ଓ ହସପିଟାଲରେ ଉପଲବ୍ଧ କରିବା ପାଇଁ ଡିସିଜିଆଇ ଅନୁମତି ଦେଇଛନ୍ତି । କେବଳ ବୟସ୍କ ବ୍ୟକ୍ତିମାନଙ୍କୁ ସେମାନେ ଏହି...
ବେପାର ପାଇଁ ଡିଲ୍ କରି ପ୍ରାର୍ଥୀ ଦେଲାନି କଂଗ୍ରେସ
ଯିଏ ବେପାର କରୁଛି, ସିଏ ଡିଲ୍ କରୁଛି । ସବୁ ଡିଲ୍ ସଂପର୍କରେ ତଥ୍ୟ ରହିଛି । ଠିକଣା ସମୟରେ ଡିଲ୍ ତଥ୍ୟ ଉନ୍ମୋଚନ କରିବେ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ପଞ୍ଚାୟତ ନିର୍ବାଚନରେ...
ଦେଶବ୍ୟାପୀ 73ତମ ସାଧାରଣତନ୍ତ୍ର ଦିବସ ପାଳିତ
ସମଗ୍ର ଦେଶରେ 73 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ନୂଆଦିଲ୍ଲୀ ରାଜପଥରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ତିନି ସେନା...
୭ ଓଡିଆଙ୍କୁ ପଦ୍ମ ସମ୍ମାନ
ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର । ଓଡିଶାର ୭ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ବିଶିଷ୍ଟ ଓଡିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ପାରା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା...















