ଢିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
ଜଗତସିଂହପୁର ଢିଙ୍କିଆ ବାବଦରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାଉଣ୍ଡ ଜିରୋର ଷ୍ଟାଟସ ରିପୋର୍ଟ ବା କଣ ସ୍ଥିତି ବର୍ତ୍ତମାନ ରହିଛି ଦେବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଢିଙ୍କିଆ ଓ...
ଯୋଗୀଙ୍କୁ ଟକ୍କର ଦେବେ ଚନ୍ଦ୍ରଶେଖର
ଯୋଗୀଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଲେ ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ । ଚନ୍ଦ୍ରଶେଖର ଆଜାଦ ନିଜେ ଗୋରଖପୁର ଆସନରୁ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି । ଯୋଗୀ ଆଦିତ୍ୟ ନାଥଙ୍କ ବିପକ୍ଷରେ ସେ ଲଢେଇ କରିବେ...
କ୍ୟାପିଟାଲ ହସ୍ପିଟାଲରୁ ଚିହ୍ନଟ ହେଲେଣି ୧୩୦ ଆକ୍ରାନ୍ତ
କ୍ୟାପିଟାଲ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହେଲେଣି ପାଖାପାଖି ୧୩୦ କର୍ମଚାରୀ । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀଧର ସାହୁ ଏନେଇ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୪୦ ଡାକ୍ତର , ୩୦ ଷ୍ଟାଫ୍ ନର୍ସ ଏବଂ...
ଭୁବନେଶ୍ବର ଏମ୍ସରେ 300ରୁ ଅଧିକ କର୍ମଚାରୀ କରୋନା ପଜିଟିଭ୍
ଭୁବନେଶ୍ବର ଏମ୍ସ ହସପିଟାଲରେ 300ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ହସପିଟାଲର ବହୁ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 70 ରୁ ଅଧିକ ଡାକ୍ତର, 60 ରୁ ଅଧିକ ନର୍ସିଂ କର୍ମଚାରୀ...
ଘୁଞ୍ଚିଲା ବିଧାନସଭା ନିର୍ବାଚନ
ନିର୍ବାଚନ କମିଶନ ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚେଇଛନ୍ତି । ଫେବୃଆରୀ 14 ତାରିଖ ବଦଳରେ ଫେବୃଆରୀ 20 ତାରିଖରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । ଗୁରୁ ରବିଦାସଙ୍କ ଜୟନ୍ତୀ ପାଇଁ ନିର୍ବାଚନ ଫେବୃଆରୀ 14 ତାରିଖକୁ ଘୁଞ୍ଚାଇବାକୁ...
ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜଙ୍କ ପରଲୋକ
ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜଙ୍କ ପରଲୋକ । ଗତକାଲି ରାତିରେ ସେ ତାଙ୍କ ଘରେ ନାତି ନାତୁଣୀଙ୍କ ସହ ଖେଳୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ହସପିଟାଲରେ ଭର୍ତ୍ତି କରିଥିଲେ...
ୟୁପି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା
ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଗୋରଖପୁରରୁ ପ୍ରାର୍ଥୀ ହୋଇ ଲଢିବେ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଥମ ପର୍ଯ୍ୟାୟରେ ୧୦୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୮ ଜଣଙ୍କର...
ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଙ୍କ୍ରମଣ
ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଙ୍କ୍ରମଣ ଆରମ୍ଭ ସୂଚନା । ଗୋଷ୍ଠୀ ସଙ୍କ୍ରମଣ ନେଇ ମିଳିଲା କ୍ଲିନିକାଲ ପ୍ରମାଣ । ଦିଲ୍ଲୀ ଆଇଏଲବିଏସ କ୍ଲିନିକାଲ ଭାଇରୋଲୋଜି ବିଭାଗର ସୂଚନା ।
ରାଜ୍ୟରେ ୧୧ ହଜାର ମୁହାଁ ସଙ୍କ୍ରମଣ
ରାଜ୍ୟରେ ଦୈନିକ ସଙ୍କ୍ରମଣ ଆଜି ବି ୧୦ ହଜାର ପାର୍ କରିଛି । ଆଜି ୧୦ ହଜାର ୮୫୬ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୨୧ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ...
କେଉଁ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋମ ଆଇସୋଲେସନ ଗାଇଡଲାଇନ୍ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣହୀନ ହୋମ ଆଇସୋଲେସନରେ ରହିପାରିବେ । ୬୦ରୁ ଉର୍ଦ୍ଧ୍ୱ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ ଆଇସୋଲେସନ ଜାରି କରାଯାଇଛି । ଡାକ୍ତରଙ୍କ...
















