ଟମାଟୋ ଫ୍ଲୁ ହାଇଆଲର୍ଟ
କର୍ଣ୍ଣାଟକରେ ଟମାଟୋ ଫ୍ଲୁ ଆତଙ୍କ । ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖାଦେଇଛି । ପୂର୍ବରୁ ତାମିଲନାଡୁ ଏବଂ କେରଳରେ ଏହି ରୋଗ ଦେଖା ଦେଇଥିଲା । ଏହି ସଙ୍କ୍ରାମକ ରୋଗ ବ୍ୟାପୁଥିବାରୁ କର୍ଣ୍ଣାଟକରେ...
ଦେଶଦ୍ରୋହ ମାମଲାରେ ବନ୍ଦୀଙ୍କୁ ମିଳିବ ମୁକ୍ତି
ଦେଶଦ୍ରୋହ ମାମଲା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ମାମଲାର ଚୂଡାନ୍ତ ଫଇସଲା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି । ଆଇପିସିର ଧାରା 124 ଏ ଉପରେ କୋର୍ଟ ରହିତାଦେଶ ଲାଗୁ କରିବା ସହ...
ଦୁର୍ବଳ ହେଲା ଭୀଷଣ ବାତ୍ୟା
ସମୁଦ୍ର ଭିତରେ ଦୁର୍ବଳ ହେଉଛି ଭୀଷଣ ସାମୁଦ୍ରିକ ବାତ୍ୟା ଅସାନି । ଆଜି ସକାଳେ ଏହା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇସାରିଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ...
ଦୃଶ୍ୟମାନ ହେଲା ଅସାନିର ଆଖି
ଦୃଶ୍ୟମାନ ହୋଇଛି ବାତ୍ୟା ଅସାନିର ଆଖି । ଆଜି ସକାଳ ୯ଟାରେ ମଛଲୀପାଟନମ ଡପ୍ଲର ରାଡାରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି । ଗତ ୬ ଘଣ୍ଟା ଧରି ଦଶ କିଲୋମିଟର ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ...
ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ବ୍ରଜରାଜନଗର ପାଇଁ ଶେଷରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କିଶୋର ପଟେଲଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କିଶୋର ପଟେଲ ହେଉଛନ୍ତି ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ । କିଶୋର ପଟେଲଙ୍କ ପ୍ରାର୍ଥୀତ୍ବ ଘୋଷଣା ପରେ ବ୍ରଜରାଜନଗର...
ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ଅନୁମତି ଦେଇନି ଏଏସଆଇ
ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବଡ ଧକ୍କା । ପ୍ରକଳ୍ପ ପାଇଁ ଅନୁମତି ଦିଆଯାଇନାହିଁ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଏଏସଆଇ । ଏଏସଆଇର ଏହି ସତ୍ୟପାଠ ପରେ ପ୍ରକଳ୍ପର ବିଶ୍ବସନୀୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି...
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ
ସବୁ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ୍ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ହେଉଛନ୍ତି ଅଳକା ମହାନ୍ତି...
୧୩ ବର୍ଷ ପରେ ପ୍ରକାଶ ପାଇଲା ରାୟ
୨୦୦୯ ମସିହାର ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ ମାଡ ମାମଲାରେ ରାୟ ପ୍ରକାଶ ପାଇଛି । । ୨ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ । ଦୋଷୀ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟଙ୍କୁ ସଜା...
କାଲିଠୁ ବାତ୍ୟା ‘ଅସାନି’ର ପ୍ରଭାବ
କାଲିଠାରୁ ଭୀଷଣ ବାତ୍ୟା ଅସାନିର ପ୍ରଭାବ ରହିବ । ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୦ରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୧୧ରେ ଗଞ୍ଜାମ,...
ତା ପାଇଁ ଲୋଡା ନାହିଁ ଅନେକ ଶଦ୍ଦ, ମା’ନାଁରେ ହିଁ ସେ ପରିିଚିତ
ଝୁଣ୍ଟିପଡିଲେ କି ଛିଙ୍କିଦେଲେ ଆତ୍ମାରୁ ବାହାରେ ଗୋଟିଏ ଶଦ୍ଦ
ତା ପାଇଁ ଲୋଡା ନାହିଁ ଅନେକ ଶଦ୍ଦ
...

















