27.6 C
Bhubaneswar
Monday, August 10, 2026
-Advertisement-

ସାଢେ ଚାରିକୋଟି ଓଡିଆଙ୍କ ଭଗବାନ କିଏ ?

ଓଡିଶାରେ ରହୁଥିବା ଚାଢେ ଚାରିକୋଟି ଲୋକଙ୍କ ଭଗବାନ କିଏ ? ଏଭଳି ପ୍ରଶ୍ନର ଉତ୍ତରରେ ଆପଣ କହିବେ, ବିଭିନ୍ନ ଧର୍ମାବଲମ୍ବୀଙ୍କ ପାଇଁ ସେମାନଙ୍କ ଭଗବାନ ଅଲଗା ଅଲଗା । ଅର୍ଥାତ ଭଗବାନଙ୍କୁ ସମସ୍ତେ ଭିନ୍ନ ଭିନ୍ନ ରୂପରେ ଉପାସନା କରିଥାନ୍ତି...

ମାହାଙ୍ଗା ଡବଲ ମର୍ଡର : ପିଚ୍ଛା ଛାଡୁନି ପାପ

ପିଚ୍ଛା ଛାଡୁନି ପାପ । ଯେତେ ଲୁଚେଇଲେ ବି ଲୁଚୁନି । ମାସ ମାସ ବିତିଗଲା ପରେ ବି ପାଉଁଶ ଭିତରୁ କୁହୁଳୁଛି ନିଆଁ । ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଜି ଜେଏମଏଫସି କୋର୍ଟ ମାହାଙ୍ଗା ପୋଲିସ ଉପରେ...

ଭୟଙ୍କର ବନ୍ୟା, 17 ମୃତ, ଶହେରୁ ଅଧିକ ନିଖୋଜ

ଆନ୍ଧ୍ରପ୍ରଦେଶରେ ଭୟଙ୍କର ବନ୍ୟା । ବନ୍ୟାରେ 17 ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଶହେରୁ ଅଧିକ ନିଖୋଜ ଥିବା ଜଣାପଡିଛି । ତିରୁପତି ସହରରେ ବହୁ ତୀର୍ଥଯାତ୍ରୀ ବନ୍ୟାରେ ଫସି ରହିଥିବା ଜଣାପଡିଛି । ସ୍ବର୍ଣ୍ଣମୁଖୀ ନଦୀର ଜଳଭଣ୍ଡାର ଉଛୁଳି...

ପ୍ରତ୍ୟାହୃତ ହେଲା ବିବାଦୀୟ ତିନି କୃଷି ଆଇନ

ଚାଷୀ ଆନ୍ଦୋଳନ ନିକଟରେ ହାର୍ ମାନିଲେ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନି କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଛନ୍ତି । ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କୃଷି ଆଇନ...

ସୀମା ଜଗିଛନ୍ତି ସରକାର, ଅରୁଣାଚଳ ପ୍ରଦେଶରେ କଲୋନୀ ବନେଇସାରିଲାଣି ଚାଇନା !

ସୀମା ଜଗିଛନ୍ତି ସରକାର । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ଯୁଦ୍ଧ ବିମାନ ମୁତୟନ କରିଛନ୍ତି ସରକାର । କୌଣସିମତେ ଚୀନକୁ ସୀମା ଭିତରକୁ ପ୍ରବେଶ କରାଇ ନଦେବା ପାଇଁ ମୋଦୀ ସରକାର ଖୁବ୍ ଜୋରରେ କହୁଛନ୍ତି । ଦେଶର ସାର୍ବଭୌମତ୍ବ ସୁରକ୍ଷା...

କୋଭିଡ ସଂକ୍ରମିତ ସୁରଭାଇଙ୍କ ବିତଣ୍ଡା ଯୁକ୍ତି

ବୋଲ ମାନୁନାହାଁନ୍ତି ସୁରଭାଇ । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କୋଭିଡ ଆକ୍ରାନ୍ତ ହେବା ପରେ ବି କୋଭିଡ ନିୟମ ମାନୁନାହାଁନ୍ତି । କୋଭିଡ ପଜିଟିଭ୍ ରିପୋର୍ଟ ଆସିବା ପରେ ବି ସେ...

ମମିତା ମେହେର ମାମଲାରେ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ । ଭାରତ ବିକାଶ ପରିଷଦ ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ...

ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କ ମୁଣ୍ଡରେ ଦୋଷ !

ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କ ମୁଣ୍ଡରେ ଦୋଷ ଲଦିଲେ ଦିଲ୍ଲୀବାସୀ । ଦିନକୁ ଦିନ ଦିଲ୍ଲୀ ଅଣନିଃଶ୍ବାସୀ ହୋଇପଡୁଥିବା ବେଳେ ଦିଲ୍ଲୀ ବାସିନ୍ଦା ଓ ପଞ୍ଚତାରକା ହୋଟେଲ ମାଲିକମାନେ ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରିଛନ୍ତି । ଦିଲ୍ଲୀ ଓ...

ହ୍ୱାଟସଆପ ଠକେଇରେ ନାଇଜେରିଆ ଗ୍ୟାଙ୍ଗ

ଫୋନକୁ କୌଣସି ଲିଙ୍କ୍ ନଆସି ବି ହ୍ୟାକ୍ ହୋଇଯାଇଥିଲା ଓକାକର ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ଫୋନ୍ । ହ୍ୟାକ୍ ପରେ ଟଙ୍କା ଲୁଟିଚାଲିଥିଲା ଲୁଟେରା । ବେଙ୍ଗାଲୁରୁରେ ରହି ଅପରାଧ ଘଟାଉଥିଲା...

ଆଉ ନାହାଁନ୍ତି ଉମେଶ ସ୍ୱାଇଁ

ଆଉ ନାହାଁନ୍ତି ଉମେଶ ଚନ୍ଦ୍ର ସ୍ୱାଇଁ । ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ । ହୃଦଘାତରେ ୭୬ ବର୍ଷ ବୟସରେ ପୂର୍ବତନ ବାଲିକୁଦା ବିଧାୟକଙ୍କର ଦେହାନ୍ତ ହୋଇଛି । ଜଗତସିଂହପୁର ବାଲିକୁଦାରୁ ୪ ଥର ବିଧାୟକ ଭାବେ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...