31.1 C
Bhubaneswar
Sunday, November 1, 2026
-Advertisement-

ଆସୁଛି ପଶ୍ଚିମା ଝଡ, 3 ରୁ ବର୍ଷା !

ଆସୁଛି ପଶ୍ଚିମା ଝଡ । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ 3 ତାରିଖରୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍ କରି ପଶ୍ଚିମା ଝଡ ସଂପର୍କରେ ସତର୍କ କରାଇ...

ବିବାଦୀୟ ସର୍କୁଲାର ପ୍ରତ୍ୟାହାର କଲେ ଏସବିଆଇ

ଶେଷରେ ଗର୍ଭବତୀ ମହିଳା କର୍ମଚାରୀଙ୍କ ପାଇଁ ବିବାଦୀୟ ନିୟମାବଳୀକୁ ପ୍ରତ୍ୟାହାର କରି ନେଇଛି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ । କାର୍ଯ୍ୟରେ ଯୋଗଦେବା ପରଠାରୁ ତିନିମାସ ଗର୍ଭବତୀ ଥିବା ମହିଳା କର୍ମଚାରୀମାନଙ୍କୁ ସାମୟିକ ଭାବେ ଅଯୋଗ୍ୟ ଘୋଷଣା କରିଥିଲା ଏସବିଆଇ ।...

ଏବର୍ଷ ବି ହେବନି ଖଣ୍ଡଗିରି ମେଳା

କରୋନା ପାଇଁ ଏବର୍ଷ ବି ବନ୍ଦ ହେବ ଖଣ୍ଡଗିରି ମେଳା । ଜନସମାଗମ ଉପରେ ରୋକ୍ ଲଗାଇବା ପାଇଁ ଖଣ୍ଡଗିରି ମେଳା ବନ୍ଦ ରଖିବାକୁ ବିଏମସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବିଏମସି ଅତିରିକ୍ତ କମିଶନର ଦେଇଥିବା ସୂଚନା ଅନୁଯାୟୀ,...

ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଗୁଜରାଟର ଗାନ୍ଧିଧାମରୁ ପୁରୀ ଆସୁଥିବା ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ଆଜି ଅଗ୍ନିକାଣ୍ଡ ଘଟିଛି । ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଟ୍ରେନର ପାଣ୍ଟ୍ରିକାରରେ ପ୍ରଥମେ ନିଆଣ ଲାଗିଯାଇଥିଲା । ଦିନ 10.30ରେ ଏହି ଦୁର୍ଘଟଣା ଘଟିଥିଲେ ହେଁ ତତ୍କାଳ ଟ୍ରେନ...

ଖୋଲିବ ଶ୍ରୀମନ୍ଦିର

ଫେବୃଆରୀ 1ରୁ ଖୋଲିବ ଶ୍ରୀମନ୍ଦିର | ଛତିଶାନିଯୋଗ ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା | ସର୍ବସାଧାରଣ କୋଭିଡ କଟକଣା ଭିତରେ କରିପାରିବେ ଦର୍ଶନ |

ଘରୋଇ ହସପିଟାଲରେ ମିଳିବ କୋଭାକ୍ସିନ, କୋଭିସିଲ୍ଡ

ଘରୋଇ ହସପିଟାଲ ଓ କ୍ଲିନିକରେ ମିଳିବ କୋଭିଡ ପ୍ରତିଷେଧକ ଟୀକା । କୋଭିସିଲ୍ଡ ଓ କୋଭାକ୍ସିନ ଟୀକା ଘରୋଇ କ୍ଲିନିକ ଓ ହସପିଟାଲରେ ଉପଲବ୍ଧ କରିବା ପାଇଁ ଡିସିଜିଆଇ ଅନୁମତି ଦେଇଛନ୍ତି । କେବଳ ବୟସ୍କ ବ୍ୟକ୍ତିମାନଙ୍କୁ ସେମାନେ ଏହି...

ବେପାର ପାଇଁ ଡିଲ୍ କରି ପ୍ରାର୍ଥୀ ଦେଲାନି କଂଗ୍ରେସ

ଯିଏ ବେପାର କରୁଛି, ସିଏ ଡିଲ୍ କରୁଛି । ସବୁ ଡିଲ୍ ସଂପର୍କରେ ତଥ୍ୟ ରହିଛି । ଠିକଣା ସମୟରେ ଡିଲ୍ ତଥ୍ୟ ଉନ୍ମୋଚନ କରିବେ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ପଞ୍ଚାୟତ ନିର୍ବାଚନରେ...

ଦେଶବ୍ୟାପୀ 73ତମ ସାଧାରଣତନ୍ତ୍ର ଦିବସ ପାଳିତ

ସମଗ୍ର ଦେଶରେ 73 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ନୂଆଦିଲ୍ଲୀ ରାଜପଥରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ତିନି ସେନା...

୭ ଓଡିଆଙ୍କୁ ପଦ୍ମ ସମ୍ମାନ

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର । ଓଡିଶାର ୭ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ବିଶିଷ୍ଟ ଓଡିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ପାରା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା...

କୋଟିଆରେ ହେବ ନିର୍ବାଚନ

ପଟାଙ୍ଗୀ ଜୋନ୍‌- ୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ହେବ ନିର୍ବାଚନ । ମୈଦାନକୁ ଓହ୍ଲାଇବେ ଦୁଇ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ସ୍ୱାଧୀନ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ଲଢିବେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...