ଖାଇଦେଲେ କୋଟିଏ ୮୧ ଲକ୍ଷ
ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଏଲଆଇସି ଏଜେଣ୍ଟ ଚଳୂ କରିଦେଇଥିଲେ କୋଟିଏ ୮୧ ଲକ୍ଷ ଟଙ୍କା । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଜୀବନ ବୀମା କରି ଟଙ୍କା ଠକି ନେବାପରେ ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା କଣାସ...
ଏବେ ବି ଚାଲିଛି ଚାଟିଂ
ଏବେ ବି ରୁପସି କରୁଛନ୍ତି ଚାଟିଂ । ଇଏ ସେଇ ରହସ୍ୟମୟୀ ରୁପସୀ । ଯିଏକି ପାକିସ୍ତାନରୁ ନିଜର ୪ଟି ଫେସବୁକ ଆକାଉଣ୍ଟ ଅପରେଟ୍ କରୁଥିଲେ । ଏବଂ ଚାନ୍ଦିପୁର ସ୍ଥିତ ଡିଆରଡିଓର ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା...
ରସାୟନ ବିଜ୍ଞାନରେ ନୋବେଲ
ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ । ଆସିମେଟ୍ରିକ ଅର୍ଗାନୋକାଟାଲିସସ ପାଇଁ ନୋବେଲ...
ଲଖିମପୁର ଖେରିକୁ ଯିବା ପାଇଁ ମିଳିଲା ଅନୁମତି
ଲଖିମପୁର ଖେରିକୁ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ତିନିଜଣଙ୍କୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର । ଚାଷୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କାର୍ ମଡାଇ ମାରିଦେବା...
ଆପାଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଗଲା
ଭୁବନେଶ୍ୱରକୁ ପୁଣି ଫେରିଲା କଣ୍ଟେନମେଣ୍ଟ । ସଙ୍କ୍ରମଣ ବଢିବାରୁ ପୁଣି ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ । ଫରେଷ୍ଟ ପାର୍କ ଅଞ୍ଚଳର ଏକ ଆପାଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାଟମେଣ୍ଟ କଣ୍ଟେନମେଣ୍ଟ ଘୋଷଣା...
ପଦାର୍ଥ ବିଜ୍ଞାନ ପାଇଁ ନୋବେଲ
୨୦୨୧ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ଜଣ ପଦାର୍ଥ ବି ବିଜ୍ଞାନୀଙ୍କୁ ଏହି ନୋବେଲ ମିଳିବ । ଆମେରିକାର ପଦାର୍ଥ ବିଜ୍ଞାନୀ ସ୍ୟୁକୁରୋ ମାନାବେ , ଜର୍ମାନୀର କ୍ଲାଉସ ହସଲମାନ୍ନ ଏବଂ ଇଟାଲୀର...
ପ୍ରିୟଙ୍କା ଗାନ୍ଧି ଗିରଫ
କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ । ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ଗିରଫ କଲା । ପ୍ରିୟଙ୍କାଙ୍କୁ ଗିରଫ ନେଇ କଂଗ୍ରେସ ନେତା ପି. ଚିତାମ୍ବରମଙ୍କ ସୂଚନା । ଭୋର ସାଢେ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି...
ଶପଥ ନେଲେ ରୁଦ୍ର
ଶପଥ ନେଲେ ରୁଦ୍ର ମହାରଥୀ। ବିଧାୟକ ଭାବେ ବିଧାନସଭାରେ ଶପଥ ନେଇଛନ୍ତି ରୁଦ୍ର । ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ରୁଦ୍ର ମହାରଥୀ । ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଦ୍ର ମହାରଥୀଙ୍କୁ ଶପଥ...
ବିଏମସି କାର୍ଯ୍ୟାଳୟ ଘେରାଉ କଲେ ବିଭିନ୍ନ ସଂଘ
ଆଗକୁ ଶୀତ ଋତୁ ଆସୁଥିବାରୁ ରାଜଧାନୀରେ ବିଏମସିର କୋଭିଡ କଟକଣା । ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି । ଏଣିକି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ରହିଛି । କାର୍ଯ୍ୟକ୍ରମ ଆୟୋଜକ...
ପୋଖତଙ୍କୁ ହରାଇଲେ ନବାଗତ ରୁଦ୍ର ପ୍ରତାପ
ନିର୍ବାଚନ ଜିତିଲେ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ରୁଦ୍ର ପ୍ରତାପ । ଖାଲି ଜିତିଲେନି, ବାପାଙ୍କଠୁ ବି ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ପ୍ରତିଦ୍ବନ୍ଦୀଙ୍କୁ । ବାପାଙ୍କ ଶ୍ରାଦ୍ଧ ବାର୍ଷ୍କିକୀରେ ବାପାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟ ଲାଭ କରି ବାପାଙ୍କୁ...














