ସମସ୍ତଙ୍କୁ କ୍ଲିନଚିଟ୍, ବିଦ୍ୟାଙ୍କ ବିରୋଧରେ ମାମଲା ରୁଜୁ
ଯାହା ଆଶା କରାଯାଉଥିଲା, ସେଇଆ ହେଲା ।
ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଅପରାଧୀ କେହି ନାହାଁନ୍ତି । ସମସ୍ତଙ୍କୁ କ୍ଲିନଚିଟ୍ ଦେଇଦେଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟୁ ପାଇଁ ଡିଏଫଓ ସଂଗ୍ରାମ ବେହେରା କି ପତ୍ନୀ ବିଦ୍ୟାଭାରତୀ ଦୋଷୀ...
ଜେଲ୍ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଆଗୁଆ ଜାମିନ ଆବେଦନ ଖାରଜ କରିଦେଲେ କୋର୍ଟ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଜତକୁ ପଠାଇଦେଲେ ।
ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିଥିବା ମାମଲାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ।...
ଟାଟା ସନ୍ସ କିଣିନେଲା ଏୟାର ଇଣ୍ଡିଆ
ଶେଷରେ ବିକ୍ରି ହୋଇଗଲା ଏୟାର ଇଣ୍ଡିଆ ।
ନିଲାମୀ ପ୍ରକ୍ରିୟାରେ 18 ହଜାର କୋଟି ଟଙ୍କାରେ ଟାଟା ସନ୍ସ କିଣିନେଲା ଏୟାର ଇଣ୍ଡିଆକୁ । 68 ବର୍ଷ ପରେ ଏୟାର ଇଣ୍ଡିଆର ମାଲିକାନା ପୁଣି ଟାଟା ହାତକୁ ଫେରିଛି । 1932...
ଦୁଇ ସାମ୍ବାଦିକ ପାଇବେ ନୋବେଲ୍ ଶାନ୍ତି ପୁରସ୍କାର
2021 ପାଇଁ ଦୁଇଜଣ ସାମ୍ବାଦିକଙ୍କୁ ମିଳିବ ନୋବେଲ୍ ଶାନ୍ତି ପୁରସ୍କାର । ସାମ୍ବାଦିକ ମାରିଆ ରେସା ଓ ଡିମିଟ୍ରି ମୁରାଟୋଭ ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ବାକ୍ ସ୍ବାଧିନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ...
ସୁପ୍ରିମକୋର୍ଟ ଖପ୍ପା .. ଏଯାଏଁ ଗିରଫ ହୋଇନାହାଁନ୍ତି ମନ୍ତ୍ରୀଙ୍କ ପୁଅ
ଉତ୍ତରପ୍ରଦେଶ ଲଖିମପୁର ଖେରିରେ 8 ଜଣଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଅପରାଧୀଙ୍କୁ ଧରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି କୋର୍ଟ । ଘଟଣାର...
ସରକାରୀ କର୍ମଚାରୀଙ୍କୁ ପୂଜାଭେଟି, ବଢିଲା ମହଙ୍ଗା ଭତ୍ତା
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା
ଜୁଲାଇ 21ରୁ ମହଙ୍ଗା ଭତ୍ତାରେ 11%ବୃଦ୍ଧି ।
ଅକ୍ଟୋବର ଦରମାରେ ମିଳିବ ବର୍ଦ୍ଧିତ ଭତ୍ତା ।
ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍...
ଦେଶର ଏକ ନମ୍ବର ଧନୀ ତାଲିକାରେ ରହିଛନ୍ତି
ଲଗାତାର ୧୪ ବର୍ଷ ଧରି ଭାରତର ସବୁଠୁ ଧନୀ ବ୍ୟକ୍ତିି ହେଉଛନ୍ତି ଶିଳ୍ପପତୀ ମୁକେଶ ଅମ୍ବାନୀ । ରିଲିଆନ୍ସ ଇଣ୍ଡଷ୍ଟ୍ରିର ଅଧକ୍ଷ୍ୟ ମୁକେଶ ଅମ୍ବାନୀ ଭାରତର ଧନୀ ତାଲିକାର ଶୀର୍ଷରେ ଥିବାନେଇ ରିପୋର୍ଟ ପ୍ରକାଶ ପାଇଛି । ବିଶ୍ୱର ଧନୀ...
ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ପାଣି ଭିତରେ ହାତୀ ଡରିଗଲା । ଆଉ ଡରିକି ହାତୀର ହୃଦଘାତ ହେଲା ଏବଂ ହୃଦ୍ ଘାତରେ ମରିଗଲା । ମହାନଦୀ ମୁଣ୍ଡଳି ବ୍ୟାରେଜରେ ଦୀର୍ଘ ସମୟ ଧରି ପାଣି ଭିତରେ ଫସି ରହିଥିବା ହାତୀ ମରିଯିବା ପରେ ପୋଷ୍ଟମର୍ଟମ...
ଫାଇନ୍ ଗଣିଲେ ବିଜେଡି ବିଧାୟକ
ଶ୍ରୀମନ୍ଦିର ସାମ୍ନାକୁ ନିଜର ଗାଡି ନେଇ ଫାଇନ୍ ଗଣିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ବୁଧବାର ଦିନ ଦ୍ୱିପହରରେ ଶ୍ରୀନ୍ଦିର ସାମ୍ନାରେ ଲାଗିଥିଲା ଏକ କାର୍ । କାରକୁ ଦେଖି ସ୍ଥାନୀୟ ଲୋକେ ହୋ ହାଲ୍ଲା କରିଥିଲେ ।...
ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ଲଖିମପୁର ଖେରି ହିଂସାକାଣ୍ଡରେ ଆଠଜଣଙ୍କ ମୃତ୍ୟୁ ଘଟଣାରେ ଉତ୍ତର ପ୍ରଦେଶ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ କେତେଜଣଙ୍କୁ ଗିରଫ...















