ବାଲେଶ୍ବର ପାଖାପାଖି ଲ୍ୟାଣ୍ଡଫଲ୍ କରିବ ୟାସ୍
ବାତ୍ୟା ୟାସ୍ ଯେତିକି ଉପକୂଳ ମୁହାଁ ହେଉଛି, ସେତିକି ଠୋସ୍ ସୂଚନା ଦେଉଛି ପାଣିପାଗ ବିଭାଗ I ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ. ଆର. ବିଶ୍ବାସ ଦେଇଥିବା ସୂଚନା ଅନୁଯାୟୀ, ବାତ୍ୟା ୟାସ୍ ବାଲେଶ୍ବର ପାଖାପାଖି ଲ୍ୟାଣ୍ଡଫଲ୍ କରିବ...
800 ଓଡ୍ରାଫ କର୍ମଚାରୀ, 52 ଏନଡିଆରଫ ଟିମ୍ ପ୍ରସ୍ତୁତ
ବାତ୍ୟା ୟଶ୍ ପାରାଦୀପ ଓ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ମୁକାବିଲା ପାଇଁ ପୁରା ଦମରେ ଚାଲିଛି ପ୍ରସ୍ତୁତି । ପାରାଦୀପ ଠାରୁ ବାତ୍ୟା ପ୍ରାୟ 540 କିଲୋମିଟର ଦୂରରେ ଏବଂ ବାଲେଶ୍ବର ଉପକୂଳ ଠାରୁ...
କୋଭିଡ ନିୟମକୁ ଫୁ ! ବିନା ମାସ୍କରେ ନାଚିଲେ ତହସିଲଦାର
କୋଭିଡ ପାଇଁ ସରକାରଙ୍କ କେତେ ଆଇନକାନୁନ । ବାହାଘରକୁ କେତେ ଲୋକ ଆସିପାରିବେ, କେମିତି ପ୍ୟାକେଟ ଖାଇବେ, ମାସ୍କ ଓ ସାମାଜିକ ଦୂରତା ନିୟମ ମାନିବେ, ଏମିତି ଅନେକ କଥା । କୋଉଠି ଟିକେ ଢିଲା ହୋଇଗଲେ ସାଙ୍ଗେ ସାଙ୍ଗେ...
ଆଜି 12 ହଜାର ଟପିଲା ପଜିଟିଭଙ୍କ ସଂଖ୍ୟା, 28 ମୃତ
ରାଜ୍ୟରେ ଲକ୍ ଡାଉନ ଓ ସଟଡାଉନ ବଳବତ୍ତର ରହିଥିଲେ ହେଁ କରୋନା ଥମିବାର ନାଁ ଧରୁନି । ଆଜି ରାଜ୍ୟରେ 12,852 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 28 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।...
ବାତ୍ୟା ମୁକାବିଲା ପାଇଁ ପୁରା ସଜାଗ ସରକାର
ବାତ୍ୟା ୟାସ୍ ଆସନ୍ତାକାଲି ଅବପାତ ରୂପ ନେବ । 24 ତାରିଖରେ ଅବପାତ କ୍ରମଶଃ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ 25 ତାରିଖ ବେଳକୁ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ଘଣ୍ଟାକୁ 40 ରୁ 50...
ପେଡିଆଟ୍ରିକ କୋଭିଡ ଉଇଙ୍ଗ ଗଠନ ପାଇଁ ନିର୍ଦ୍ଦେଶ
କରୋନାରେ ବହୁ ଶିଶୁ ଆକ୍ରାନ୍ତ ହେଉଥିବାରୁ ପ୍ରତି ହସପିଟାଲରେ ପେଡିଆଟ୍ରିକ କୋଭିଡ ଉଇଙ୍ଗ ଗଠନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି ସ୍ବାସ୍ଥ୍ୟ ବିଭାଗ ସଚିବ ସବୁ ଜିଲ୍ଲାପାଳମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେବା ସହ ଶିଶୁମାନଙ୍କର...
ୱେବସାଇଟରେ ମିଳିବ କରୋନା ଟେଷ୍ଟ ରିପୋର୍ଟ
ଏଣିକି ୱେବ ସାଇଟରେ ଉପଲବ୍ଧ ହେବ କରୋନା ଟେଷ୍ଟ ରିପୋର୍ଟ । ରାଜ୍ୟ ସରକାରଙ୍କ କୋଭିଡ ଡାସବୋର୍ଡରୁ ଏହି ରିପୋର୍ଟ ମିଳିପାରିବ । ନୋ ୟୋର ଟେଷ୍ଟ ରିପୋର୍ଟ କୁ ଯାଇ ନିଜର ଟେଷ୍ଟ ରିପୋର୍ଟ ଡାଉନଲୋଡ କରିପାରିବେ ।...
ଗାଁରେ ମାଡିଗଲାଣି କରୋନା
ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ । କିନ୍ତୁ ଲକ୍ଷଣ ପଜିଟିଭ୍ । ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବେଲପଡା ଗାଁରେ କରୋନା ଏମିତି ଭାବେ ଡରାଉଛି ଲୋକଙ୍କୁ । ଗାଁ ର ଅଧାରୁ ଅଧିକ ଲୋକଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଯାଉଛି...
କୋଟିଆ ସମେତ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ହେଲା
କୋଟିଆ ସମେତ ଆନ୍ଧ୍ରପ୍ରଦେଶରେ ହୋଇଥିବା ପ଼୍ଚାୟତ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଥିବା ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା ହାଇକୋର୍ଟ ଦର୍ଶାଇଛନ୍ତି । ଜିଲ୍ଲା ପରିଷଦ ନିର୍ବାଚନକୁ ମଧ୍ୟ ହାଇକୋର୍ଟ ଅସିଦ୍ଧ ଘୋଷଣା...
ବ୍ଲାକ୍ ଫଙ୍ଗସ ପରେ ଏବେ ହ୍ୱାଇଟ୍ ଫଙ୍ଗସକୁ ନେଇ ଚିନ୍ତା
ଏବେ ସଙ୍କଟରେ ପୁରା ଦେଶ । ଗୋଟିଏ ବିପଦ ନଯାଉଣୁ ମାଡି ଆସୁଛି ଅନେକ ବିପଦ । ଏଇ ଯେମିତି କରୋନାରେ ଏବେ ଲୋକମାନେ କଲବଲ ହେଉଛନ୍ତି । କରୋନା ନଯାଉଣୁ ବ୍ଲାକ ଫଙ୍ଗସ ଲୋକଙ୍କୁ ଆତଙ୍କିତ କରିଛି ।...



















