27.2 C
Bhubaneswar
Thursday, August 6, 2026
-Advertisement-

ବାୟୋ ବବଲ୍ ଭିତରେ ତିଆରି ହେବ ରଥ

ପୁରୀ ରଥଖଳାରେ ରଥ ନିର୍ମାଣ ଚାଲିଥିବା ବେଳେ ଆଠଜଣ ସେବାୟତ କରୋନା ଆକ୍ରାନ୍ତ ହେବା ଚିନ୍ତା ବଢାଇ ଦେଇଛି । ପ୍ରଶାସନ ପକ୍ଷରୁ ରଥ ନିର୍ମାଣର ସମୀକ୍ଷା କରାଯାଇଛି । ତେବେ କିପରି ସୁରକ୍ଷା ବଳୟ ଭିତରେ ରଥ ନିର୍ମାଣ...

ମହାମାରୀ ବ୍ୟାପିବାର ପ୍ରମୁଖ ମାଧ୍ୟମ ଏରୋସଲ ଏବଂ ଡ୍ରପଲେଟ୍

କରୋନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏହି ମହାମାରୀ ବ୍ୟାପିବାର ପ୍ରମୂଖ ମାଧ୍ୟମ ହେଉଛି ଏରୋସଲ ଏବଂ ଡ୍ରପଲେଟ୍ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜରଙ୍କ କାର୍ଯ୍ୟାଳୟ। ଏହାର ସୂଚନା ଅନୁସାରେ, ସଙ୍କ୍ରମିତ...

ବାପାଙ୍କ ଏଗାରରେ ମଝିଆଁ ପୁଅ, ବାରଦିନରେ ବଡପୁଅର ବିୟୋଗ

ସମୟ କେତେ ନିଷ୍ଠୁର । କରୋନା ଆଣିଦେଇଛି ଏମିତି ଦାରୁଣ ଦୁଃଖ । ବାପାଙ୍କ ମୃତ୍ୟୁର ବାରଦିନ ଭିତରେ ଆଖିବୁଜି ଦେଇଛନ୍ତି ଦୁଇପୁଅ । ବିଶିଷ୍ଠ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଗତ 9 ତାରିଖରେ କୋଭିଡରେ ଆକ୍ରାନ୍ତ ହୋଇ...

ବାତ୍ୟା ‘ସିଭିୟର’ ଅବା ‘ଭେରି ସିଭିୟର୍’ ହେବ

ଆସନ୍ତା 22 ତାରିଖରେ ଆଣ୍ଡାମାନ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବ । ତେବେ ଏହି ବାତ୍ୟା କ୍ରମଶଃ 'ସିଭିୟର' ଅବା 'ଭେରି ସିଭିୟର' ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।...

ଓଡିଶା ମୁହାଁ ବାତ୍ୟା

ବଙ୍ଗୋପସାଗରରେ ଆସନ୍ତା 22 ତାରିଖରେ ଲଘୁଚାପ ସୃଷ୍ଟି ହେବ ଏବଂ ଏହା କ୍ରମଶଃ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା 24 / 25 ତାରିଖରେ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।...

ମହଙ୍ଗା ପଡିଲା କୁକୁର ମୁହଁକୁ ବିଲେଇ ଛୁଆ ଫିଙ୍ଗିବା

କୁକୁର ମୁହଁକୁ ବିଲେଇ ଛୁଆ ଫୋପାଡି ଗିରଫ ହେଲେ ବ୍ୟାଙ୍କ କର୍ମଚାରୀ । ଭୁବନେଶ୍ୱର ପ୍ରଶାନ୍ତିବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୁକୁର ମୁହଁକୁ ଏକ ବିଲେଇ ଛୁଆ ଫୋପାଡି ଦେଇଥିବାର ଭିଡିଓ ସୋସିଆଲ ଭାଇରାଲ ହୋଇଥିଲା ।...

ବଢିଲା ଲକ୍ ଡାଉନ ଅବଧି

ଜୁନ୍ 1 ତାରିଖ ଯାଏଁ ରାଜ୍ୟ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ମେ 19 ତାରିଖରେ ଲକଡାଉନ ଅବଧି ସରୁଥିବା ବେଳେ ରାଜ୍ୟ ସରକାର ଆଉ ଦୁଇସପ୍ତାହ ପାଇଁ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ରାଜ୍ୟରେ...

୨୩ରେ ବଙ୍ଗୋପସାଗରରେ ବାତ୍ୟା !

ଚଳିତ ସପ୍ତାହ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଗୋଟିଏ ବାତ୍ୟା ।ଏନେଇ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି ଭୁବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବାନ ରାଜୀବନ । ଆସନ୍ତା ମେ’ ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା...

ରାଜ୍ୟରେ କେବେ କମିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୦ ହଜାର ଉପରେ

ଆଜି ବି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି । ଦିନକରେ ରାଜ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୩୨୧ଆକ୍ରାନ୍ତ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୫୬୬ ଆକ୍ରାନ୍ତ । ସୁନ୍ଦରଗଡରୁ...

ଭର୍ଚ୍ୟୁଆଲରେ ସର୍ବଦଳୀୟ ବୈଠକ

କରୋନା ମୁକାବିଲା ପାଇଁ ସରକାର ଡାକିଲେ ସର୍ବଦଳୀଯ ବୈଠକ I ପୂର୍ବ ସୂଚନା ଅନୁଯାୟୀ ଅପରାହ୍ନ ସାଢେ ପାଞ୍ଚଟାରେ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ I ବାଚସ୍ପତି ସୂର୍ଯ଼୍ୟନାରାୟଣ ପାତ୍ର ଏହି ବୈଠକ ପରିଚାଳନା କରୁଥିବା ବେଳେ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...