ବଣ୍ଡାଘାଟିରେ ଭାଇରସ୍ !
ପ୍ରଥମ ଲହର ସଂକ୍ରମଣରେ କରୋନା ପାଇଁ ଯେଉଁ ଇଲାକା ଅପହଞ୍ଚ ଥିଲା, ଏଥରକ ସେସବୁ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସାରିଲାଣି କରୋନା । ଆଦିବାସୀ, ଜନଜାତି ବହୁଳ ଦୁର୍ଗମ ଅଞ୍ଚଳରେ କରୋନା ସଂକ୍ରମଣ ଏବେ ଚିନ୍ତାର କାରଣ ହେଲାଣି ।...
ଗାଁରେ ବଢୁଛି ସଙ୍କ୍ରମଣ
ଏବେ ଗାଁ ମୁହାଁ କିଲର କରୋନା । ଭୟଭିତ ଅବସ୍ଥାରେ ଗାଁ ଲୋକେ । କରୋନା ସଙ୍କ୍ରମିତ ହେଉଥିଲେ ବି ସତେଚନତା ଅଭାବରୁ ଟେଷ୍ଟିଂ ତ ଦୂରର କଥା ମେଡିକାଲ ବି ଯାଉନାହାଁନ୍ତି । ଏ ଚିତ୍ର କେନ୍ଦୁଝର...
ମମତାଙ୍କୁ ଝଟକା : ଦୁଇ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ
ପଶ୍ଚିମବଙ୍ଗର ଦୁଇମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ । ନାରଦା ଲାଞ୍ଚ ମାମଲାରେ ସିବିଆଇ ମନ୍ତ୍ରୀ ଫିରହାଦ ହାକିମ ଓ ସୁବ୍ରତ ମୁଖାର୍ଜିଙ୍କୁ ଗିରଫ କରିଛି । ତୃଣମୂଳ କଂଗ୍ରେସର ଆଉ ଦୁଇ ବରିଷ୍ଠ ନେତା ବିଧାୟକ ମଦନ ମିତ୍ର ଓ...
ତାଙ୍କର ଏହି ସବୁ ସଙ୍ଗୀତ ସୁପରହିଟ୍ ହୋଇଥିଲା
ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଅମରେନ୍ଦ୍ର । ତିନିଦିନ ହେଲା ଭେଣ୍ଟିଲେଟରରେ ରହି ଚିିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଦେଇ ସୂଚନା...
୫୦ ହଜାର ପାଇଁ ୧୧ ଦିନର ପୁଅକୁ ବିକିଥିଲା ବାପା, ମା’ର ଅଭିଯୋଗ ପରେ..
ରାଜଧାନୀରେ ଶିଶୁ ବିକ୍ରୀ ଅଭିଯୋଗରେ ଜଣେ ଗିରଫ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାଙ୍କୁ ଗିରଫ କରିଛି ପୋଲିସ । ନୟାଗଡରୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ତେବେ ୫୦ ହଜାର ଟଙ୍କାରେ ବିକ୍ରୀ କରିଥିବା...
ଲ୍ୟାଣ୍ଡଫଲ ପୂର୍ବରୁ ତାଣ୍ଡବ ରଚିଲାଣି ‘ତୌକତେ’
ଗୋଆ ଉପକୂଳରେ ତାଣ୍ଡବ ରଚୁଛି ବାତ୍ୟା ତୌକତେ । ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁଁ ବହୁ କ୍ଷୟକ୍ଷତି ଘଟୁଥିବା ଦେଖିବାକୁ ମିଳୁଛି । ରାସ୍ତା ଉପରେ ବଡବଡ ଗଛ ପଡିଥିବାବେଳେ ଗାଡି ମଟର ଭାଙ୍ଗିଯାଇଛି । କର୍ଣ୍ଣାଟକରେ ୭୫...
ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ୍
ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲକଡାଉନ ଅବଧି ବୃଦ୍ଧି ଘୋଷଣା କରିବା ସହ ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି । ଲକଡାଉନ ଯୋଗୁ ସଂକ୍ରମଣ ଏବେ ତଳମୁହାଁ ହେବାରେ ଲାଗିଛି...
ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍
ପ୍ରଥମ ଲହରକୁ ଟପିଗଲା କରୋନାର ଦ୍ୱିତୀୟ ଲହର । ଦ୍ୱିତୀୟ ଲହରରେ କରୋନା ତାଣ୍ଡବ ରଚୁଛି । ଅନେକ ଲୋକଙ୍କ ଜୀବନ ବି ଗଲାଣି । ବିଶେଷକରି ଗୁରୁତ୍ତର ରୋଗୀଙ୍କୁ ଆଇସିୟୁ କିମ୍ବା ଭେଣ୍ଟିଲେଟର ମିଳୁନଥିବା ଅଭିଯୋଗ ହେଉଛି ।...
ନୂଆ ରୂପରେ ସ୍ୱର୍ଗଦ୍ୱାର
ନୂଆରୂପରେ ସ୍ୱର୍ଗଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଆଜି ଉଦଘାଟନ କରିଛନ୍ତି । ଶବ ସଂସ୍କାର ପାଇଁ ଆସୁଥିବା ଲୋକଙ୍କ ପାଇଁ ନୂଆ ସ୍ୱର୍ଗଦ୍ୱାରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ୱର୍ଗଦ୍ୱାରରେ...
ରାଜ୍ୟରେ ବଢିପାରେ ଲକଡାଉନ୍!
ଆଜି ଅପରାହ୍ନରେ କଣ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସାଢେ ୪ଟାରେ ପ୍ରେସମିଟ୍ ରହିଛି । ସୁରେଶ ମହାପାତ୍ରଙ୍କ ସହିତ ଏନଏଚଏମ ନିର୍ଦ୍ଦେଶିକା ଏବଂ ବିଏମସି କମିଶନର ମଧ୍ୟ ଉପସ୍ଥିତ ରହିବେ । କରୋନା...



















