ଖୋର୍ଦ୍ଧାରେ ୪ ମୃତ, ସର୍ବାଧିକ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାର୍ କରିଛି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬ ୦୭୩ ଜଣ କରୋନା ଆକ୍ରାନ୍ତ । ସେହିପରି ୧୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ...
କରୋନାର ଦ୍ବିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଦାୟୀ
ଦେଶରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଦାୟୀ । ଖାଲି ଦାୟୀ ନୁହେଁ, କମିଶନଙ୍କ ବିରୋଧରେ ହତ୍ୟା ମାମଲା ଦାଏର କଲେ କିଛି ଭୁଲ୍ ହେବ ନାହିଁ । ଆଜି ଏମିତି କଟୁ ଭାଷାରେ ଦେଶର...
କରୋନାରେ ଆଖି ବୁଜିଲେ ପୂର୍ବତନ ସାଂସଦ
କରୋନାରେ କନ୍ଧମାଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି । ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କନ୍ଧମାଳର ସାଂସଦ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ମୃତ୍ୟୁ...
ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଛନ୍ତି କି?
ମେ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଟିକା କରଣ । ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ସରକାରୀ ହସ୍ପିଟାଲରେ ଦ୍ୱିତୀୟ ଡୋଜ୍ ବି ନେଇପାରିବେ । ପ୍ରଥମ ଡୋଜ୍ ନେଇ ପଜିଟିଭ୍...
ପ୍ଲାଟୋ ସ୍ଥିତିରେ କରୋନା
ରାଜ୍ୟରେ କରୋନା ପ୍ଲାଟୋ ସ୍ଥିତିରେ ରହିଛି । ଏହା କହିଛନ୍ତି ପ୍ରଫେସର ଡିଏମଇଟି ପ୍ରଫେସର ସିବିକେ ମହାନ୍ତି । ଗତ ପାଞ୍ଚଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ରହିଥିବାରୁ ଏହାକୁ ପ୍ଲାଟୋ ସ୍ଥିତି କୁହାଯାଉଛି ବୋଲି କହିଛନ୍ତି ।...
ବଢୁଛି ଟେଷ୍ଟିଂ, କମୁଛି ସଙ୍କ୍ରମଣ
ଗତକାଲି ସାଢେ ୬ ହଜାର ଉପରେ ସଙ୍କ୍ରମଣ ଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୬ ପଜିଟିଭ୍ । ସେହିପରି ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇଛି । ଗତକାଲି ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ୭...
ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ
ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି । ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ତେବେ ଶ୍ରୀମନ୍ଦିର ବନ୍ଦ ସମୟରେ ଶ୍ରୀଡୀଉଙ୍କ ନୀତିକାନ୍ତି ସ୍ବାଭାବିକ ଭାବେ ଚାଲୁ ରହିବ...
ଆଜି ୮ ମୃତ, ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ପୁଣି ୮ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱର, ବରଗଡ, ଭଦ୍ରକ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ...
ଟୁଇନସିଟିରେ ୬୮ ପଏଣ୍ଟରେ ଚେକିଂ
ଆସନ୍ତାକାଲିଠାରୁ ସଟଡାଉନ୍ ଆରମ୍ଭ । ଶନିବାର ଏବଂ ରବିବାର ଦୁଇଦିନ ସଟ୍ଡାଉନ୍ ରହିବ ସବୁ ସହରାଞ୍ଚଳ । କଟକରେ ୨୫ ଜାଗାରେ ଓ ଭୁବନେଶ୍ୱରରେ ୪୩ ଜାଗାରେ କାଲି ପୋଲିସ ଚେକିଂ କରିବ । କଟକରେ ୧୨ ପ୍ଲାଟୁନ୍ ...
ସବୁ ଭୋଟରଙ୍କୁ ମିଳିବ ଗ୍ଲୋଭସ
ମେ 13 ତାରିଖ ନୁହେଁ, 16ରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ନିର୍ବାଚନ କମିଶନ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ତାରିଖ ପୁଣିଥରେ ଘୁଞ୍ଚାଇଛନ୍ତି । 13 ତାରିଖରେ ଇଦ ଉଲ ଫିତର ପଡୁଥିବାରୁ କମିଶନ...


















