31.7 C
Bhubaneswar
Thursday, August 6, 2026
-Advertisement-

ରେକର୍ଡ ଭାଙ୍ଗୁଛି ସଙ୍କ୍ରମଣ: ଆଜି ସର୍ବାଧିକ ଏହି ଜିଲ୍ଲାରୁ ଚିହ୍ନଟ

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଙ୍କ୍ରମଣ । ଆଜି ୪୪୪୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୫୭୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮୭୧ । ସୁନ୍ଦରଗଡରୁ ସର୍ବାଧିକ ୭୨୨ ଓ ଖୋର୍ଦ୍ଧାରୁ ୫୮୭ ସଙ୍କ୍ରମଣ...

ଚିନ୍ତା ବଢାଇଲା ଲାନସେଟର ରିପୋର୍ଟ

ବାୟୁରେ ସଙ୍କ୍ରମିତ ହେଉଛି କରୋନା । ଏନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି ବୈଜ୍ଞାନିକ । ଆଗକୁ ଆହୁରି କଲବଲ କରିବ କରୋନା । କରୋନାର ଦ୍ୱିତୀୟ ଲହର ଆଗ ଅପେକ୍ଷା ବେଶି ଭୟାନକ ହେବ । ଏଭଳି କିଛି...

ମେଡିକାଲ, ମିଡିଆ ,ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛାଡ

ଟ୍ୱିନ୍‌ସିଟିରେ ଲାଗିଲା ୧୪୪ ଧାରା । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ । ମୁତୟନ ହେବେ ବ୍ୟାପକ ପୋଲିସ । ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଯିବା ଆସିବା ପାଇଁ ମନା...

ଶ୍ମଶାନରେ ଶବର ଲମ୍ବା ଲାଇନ

ଏବେ କରୋନା ତାର ଉଗ୍ରରୂପ ଦେଖାଉଛି । ପଜିଟିଭ୍ ସଂଖ୍ୟା ଯେତିକି ବଢୁଛି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ଦେଶବ୍ୟାପୀ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ଏକ ପ୍ରକାରର ଆତଙ୍କ ସୃଷ୍ଟି କରିଥିବାବେଳେ ସାମ୍ନାକୁ ଆସିଛି...

ଫେରିଲା ହାଇଦର, ଖୋଲିବ ଫେରାର ପଛର ଗୁମର

ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଅଣାଗଲା । ବିମାନରେ ତେଲେଙ୍ଗାନାରୁ ଓଡିଶା ଆଣିଲା କମିଶନରେଟ୍ ପୋଲିସ । ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଅଣାଗଲା ପରେ ହାଇଦରକୁ କଟକ ନିଆଯାଇଛି । ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ଗତକାଲି ହାଇଦରକୁ ଗିରଫ କରାଯାଇଥିଲା ।...

କଟକ, ଭୁବନେଶ୍ୱର ସହ ସବୁ ସହରାଞ୍ଚଳରେ ଲାଗିଲା କର୍ଫ୍ୟୁ

କରୋନାକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସବୁ ସହରାଞ୍ଚଳରେ ଆସନ୍ତାକାଲିଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ । ରାତି ନ' ଟାରୁ ସକାଳ ପାଞ୍ଚଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । କଟକ ଓ ଭୁବନେଶ୍ବର...

ସବୁ ବୋର୍ଡ ପରୀକ୍ଷା ସ୍ଥଗିତ, କ୍ଲାସ ଓ ହଷ୍ଟେଲ ବନ୍ଦ

ରାଜ୍ୟରେ ସବୁ ବୋର୍ଡ ପରୀକ୍ଷା ସ୍ଥଗିତ । ସ୍ଥଗିତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଟ୍ରିକ, ପ୍ଲସ ଟୁ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ...

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ

କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଦିଲ୍ଲୀରେ ଲାଗିଲା ସପ୍ତାହାନ୍ତ କର୍ଫ୍ୟୁ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗଣମାଧ୍ୟମ ଆଗରେ ଏହି ଘୋଷଣା କରିଛନ୍ତି । ଗୋଟିଏ ଦିନରେ 17 ହଜାର ସଂକ୍ରମିତ ଚିହ୍ନଟ ହେବା ଏବଂ ଦିନକରେ 104...

ଅଜିତ ମଙ୍ଗରାଜଙ୍କ ପରଲୋକ

ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଆପୋଲୋ ହସପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ଆପୋଲୋ ହସପିଟାଲ ଲୋକ...

ସ୍ଥଗିତ ରହିଲା ସିବିଏସଇ ଦ୍ୱାଦଶ ପରୀକ୍ଷା

ସ୍ଥଗିତ ରହିଲା ସିବିଏସଇ ଦ୍ୱାଦଶ ପରୀକ୍ଷା । ଦଶମ ବୋର୍ଡ ପରୀକ୍ଷା ବାତିଲ୍ ହୋଇଛି । କରୋନା ସ୍ଥିତି ପାଇଁ ସିବିଏସଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଏବଂ...
- Advertisement -

Latest article

Règles de Cumul des Codes Bonus Rivo Casino

SommaireComprendre le Concept d'Empilement de BonusProcédure Correcte pour Utiliser un Code PromotionnelConditions de Mise et Restrictions ClésProblèmes Fréquents et leurs SolutionsStratégies pour Optimiser Votre...

Règles de mise maximale au Rivo Casino pendant l’activation du bonus

SommaireComprendre la Limitation de Mise avec un Bonus ActifOù Trouver les Règles Exactes pour Votre BonusConséquences du Non-Respect de la Règle de Mise MaxTableau...

Codici Promo Scaduti di Winnita Casino: Come Individuarli

Indice1. Controllare la Data di Scadenza sul Sito Ufficiale2. Errori di Digitazione e Messaggi di Sistema3. Termini e Condizioni Associati al Bonus4. Dove Trovare...