ପିପିଲି ପାଇଁ ଆଜିଠୁ ନାମାଙ୍କନ ଦାଖଲ
ପିପିଲିରେ କିଏ ମାରିବ ବାଜି । କିଏ ହେବ ପିପିଲି ମୁଖିଆ । ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି...
କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ୍ ହେଲା..
ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ସିଲ୍ କଲା ବିଏମସି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରିଛି । ଏବଂ ବହୁ ସଂଖ୍ୟାରେ (23) କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ବିଏମସି ପକ୍ଷରୁ ଶିକ୍ଷାନୁଷ୍ଠାନକୁ...
କାଳିଆ ଦର୍ଶନ କଲେ କୋବିନ୍ଦ
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପରିବାର, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ସକାଳ ପ୍ରାୟ ୯ଟାରେ ଗଜପତି ମହାରାଜ ସିଂହଦ୍ୱାର...
କଟକରେ ନୂଆ ଷ୍ଟ୍ରେନ୍ ଆଶଙ୍କା
କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ 17 ଜଣ କୋଭିଡ୍ ପଜିଟିଭ୍ । ଅନ୍ୟ ରାଜ୍ୟରୁ ଏହି ଘରୋଇ ଶିକ୍ଷାନୁଷ୍ଠାନକୁ ଯିବା ଆସିବା ରହିଥିବାରୁ କୋଭିଡ ପଜିଟିଭ୍ ଭିତରେ ନୂଆ ଷ୍ଟ୍ରେନ୍ ଥିବା ଆଶଙ୍କା କରାଯାଉଛି । 17 ଜଣ କର୍ମଚାରୀଙ୍କ...
ବିଜେପିର ମାହାଙ୍ଗା ରାଲି
ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗରେ ବିଜେପି ପକ୍ଷରୁ ଆଜି ସଦଭାବନା ଯାତ୍ରା କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସି ଦଳୀୟ ନେତା ଓ କର୍ମୀମାନେ ବିଧାନସଭା ଘେରାଉ କରିଥିଲେ...
ଡାଏଲ କରନ୍ତୁ 112, ମିଳିବ ଏହି ସବୁ ଜରୁରୀକାଳିନ ସେବା
ଏଣିକି 112 ଡାଏଲ କଲେ ତିନୋଟି ସେବା ଉପଲବ୍ଧ ହୋଇପାରିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ 112 ସେବାର ଉଦଘାଟନ କରିଛନ୍ତି । ଅଗ୍ନିଶମ, ପୋଲିସ ଓ ଆମ୍ବୁଲାନ୍ସ ସେବା ପାଇବା ପାଇଁ ଆଉ...
ସୁରାକ୍ ଦେବ କଙ୍କାଳର ସ୍କେଚ୍
ଯାଆଁଳା ଫାଣ୍ଡି ପରିସରରୁ ଜବତ ଗାଡି ଭିତରୁ ମିଳିଥିବା ନର କଙ୍କାଳର ସ୍କେଚ ଜାରି କରିଛି ପୋଲିସ । ବେଙ୍ଗାଲୁରର ଏକ କଂପାନୀ ଏହି ସ୍କେଚ୍ ପ୍ରସ୍ତୁତ କରିଛି । ଯଦିଓ ସ୍କେଚ୍ ମହିଳାଙ୍କ ଚେହେରା ସହ ସଂପୂର୍ଣ୍ଣ ମ୍ୟାଚ...
ନବୀନ ବାବୁ ଆମକୁ ଠକିଦେଲେ : ବିଜେପି
ନବୀନ ବାବୁ ଆମକୁ ଠକିଦେଲେ । ଆଜି ବିଧାନସଭାରେ ଚାଷୀଙ୍କ ଧାନକିଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖିବା ପରେ ଏହା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ...
ନବୀନ ନିବାସରୁ ବାହାରିଲେ ନବୀନ
ମୁଖ୍ୟମନ୍ତ୍ରୀ ବିଧାନସଭା ଯାଉନାହାଁନ୍ତି । ବିଧାନସଭା ଅଚଳ ହୋଇ ରହିଛି । ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଛି । ଶେଷରେ ଆଜି ବିଧାନସଭାରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ନବୀନ ନିବାସ ଗଲେ । ବିଜେପି ବିଧାୟକଙ୍କ ପଛେ ପଛେ...
ବିଧାନସଭା ବାହାରେ ହାଇଡ୍ରାମା : ନବୀନ ନିବାସ ଗଲେ ବିଜେପି ନେତା
ପାଞ୍ଚଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି । ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି । କିନ୍ତୁ ବାହାରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏମିତି ଆରୋପ ଲଗାଇ ଆଜି ବିଜେପି ବିଧାୟକ ଓ ନେତାମାନେ ବିଧାନସଭାରୁ...















