28.9 C
Bhubaneswar
Thursday, August 6, 2026
-Advertisement-

ସ୍ୱାମୀ ସହ ମାରିଦେଲେ ଶାଶୂଘର ଲୋକେ

କିଛିଟା ଟଙ୍କା ପାଇଁ କେତେ ତଳକୁ ଖସିଯାଏ ମଣିଷ । ଭୁଲିଯାଏ ମାନବିକତା । ପାଲଟିଯାଏ ସଇତାନ । ୫ମାସର ଗର୍ଭବତୀ ଥିବା ମହିଳାକୁ ହତ୍ୟା କରିଛନ୍ତି ଶାଶୂଘର ଲୋକେ । ଆଉ ହତ୍ୟା ପଛରେ ସାମିଲ ଅଛନ୍ତି...

ଆଣ୍ଟିଜେନ୍ ନୁହେଁ, ଆରଟିପିସିଆର ଟେଷ୍ଟ ଉପରେ ଗୁରୁତ୍ବ ଦିଅ

କରୋନାର ଦ୍ବିତୀୟ ଲହରକୁ କେମିତି ଅଟକାଇବାକୁ ହେବ, ସେଥିପାଇଁ ଠିକଣା ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି...

ବନ୍ଧୁକ ଦେଖାଇ ଲୁଟିନେଲେ

ବନ୍ଧୁକ ଦେଖାଇ ଲୁଟିନେଲେ ୨୧ ଲକ୍ଷ ଟଙ୍କା । ତାହା ପୁଣି ସ୍ପଷ୍ଟ ଦିବାଲୋକରେ । ଘଟଣାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଖେଳିଯାଇଛି ଭୟର ବାତାବରଣ । ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୂର ବାଘଲପୁର ଗାଁ...

ବିଧାୟକଙ୍କ ନିଃସର୍ତ୍ତ କ୍ଷମା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ନେଇ ଆଜି ବିଜେଡି ରାଜ୍ୟପାଳଙ୍କୁ ଭେଟିଛି । ଗତ ଚାରିଦିନ ଧରି ଏହି ଘଟଣାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ...

ଏପ୍ରିଲ 17 ରେ ପିପିଲି ନିର୍ବାଚନ

ଘୋଷଣା ହେଲା ତାରିଖ । ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମାର୍ଚ୍ଚ 23ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ 30 ଏବଂ ନାମାଙ୍କନ...

‘ନୂଆ ରୂପକୁ ସତର୍କ ରୁହ’

ନୂଆ ରୂପରେ କାୟା ମେଲାଉଛି କରୋନା । ସାରା ଦେଶରେ ଯେଉଁଭଳି ଭାବରେ କରୋନାର ସଙ୍କ୍ରମଣ ବଢିଚାଲିଛି । ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଙ୍କ୍ରମଣ ନିୟନ୍ତ୍ରଣରେ ରହିଛି ତଥାପି...
video

ଅପରାଧ ରୋକିବ ହ୍ୱାଟସ୍‌ଆପ୍ ନମ୍ବର

ଭୁବନେଶ୍ୱର ପାଇଁ ଜାରି ହେଲା ହ୍ୱାଟସଆପ ନମ୍ବର ୭୦୭୭୭୯୮୧୧୧ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଉତପାତ ବଢିବାରେ ଲାଗିଛି । କିଏ ବନ୍ଧୁକ ଦେଖାଇ ଲୁଟ୍ କଲାଣି ତ କିଏ ଛୁରୀ ଦେଖାଇ ସୁନା ଚେନ୍ , ଘରେ ପଶି ବି...

ଭୁବନେଶ୍ବରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ବରରେ ବିଏମସି ଲାଗୁ କରିଥିବା ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସ୍ଥଗିତ । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହା ଘୋଷଣା କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ମାମଲା ଏବେ ହାଇକୋର୍ଟଙ୍କ...

ଓଡିଶାରେ କରୋନାକୁ ବର୍ଷେ ପୁରିଗଲା

ଓଡିଶାରେ କରୋନା ସଂକ୍ରମଣର ବର୍ଷେ ପୁରିଗଲା । 2020 ମାର୍ଚ୍ଚ 15 ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଇଟାଲିରୁ ଫେରିଥିବା ଭୁବନେଶ୍ବର ବଡଗଡ ଅଞ୍ଚଳର ଜଣେ ଯୁବକ ଥିଲେ ପ୍ରଥମ କରୋନା ରୋଗୀ । କ୍ୟାପିଟାଲ...

ମନ୍ଦିର ଭିତରକୁ ପାଣି ପିଇବାକୁ ଯାଇଥିଲା ବୋଲି..

ପିଲାଟିକୁ ଭୀଷଣ ଶୋଷ ଲାଗୁଥିଲା । ଆଉ ଶୋଷ ମେଣ୍ଟାଇବା ପାଇଁ ପିଲାଟି ପାଖରେ ଥିବା ମନ୍ଦିର ପରିସରକୁ ଗଲା । ସେ ଭାବିଥିଲା ମନ୍ଦିର ପରିସରକୁ ଯାଇ ଟ୍ୟାପରୁ ପାଣି ପିଇବ । ମାତ୍ର ପାଣି ପିଇ ଶୋଷ...
- Advertisement -

Latest article

Zoccer Casino VIP Exklusive Slot-Veröffentlichungen

InhaltWie Sie VIP-Status im Zoccer casino erreichenMerkmale der exklusiven Slot-ReleasesAblauf einer neuen Slot-Veröffentlichung für VIPsBonusbedingungen und wichtige HinweiseHäufige Fragen und Lösungen (FAQ)Fazit: Lohnt sich...

Glorion Re-Verification Triggers

ContentsWhat is Re-Verification and Why It HappensEssential Documents You Will Need to ProvideStep-by-Step Guide to the Re-Verification ProcessCommon Problems and Troubleshooting SolutionsHow Re-Verification Affects...

SpinKings Forbidden Games With Active Bonus

ContentsUnderstanding the SpinKings Bonus Terms and ConditionsHow to Check Your Active Bonus StatusList of Common Forbidden Game CategoriesStep-by-Step Guide to Wagering Your BonusBonus Wagering...