ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ ,ଏମବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର
ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ । ଏମବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର । ଏମସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର । ଏମ.ଟେକରେ ପ୍ରଦୀପ କୁମାର ବାରିକ ଟପ୍ପର । ଏମ. ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ ଟପ୍ପର । ବି,ଫାର୍ମରେ...
ଓମ୍ ବିର୍ଲା ବାଚସ୍ପତି
ସପ୍ତଦଶ ଲୋକସଭାର ନୂଆ ବାଚସ୍ପତି ହେଲେ ବିଜେପିର ରାଜସ୍ଥାନ କୋଟା ସାଂସଦ ଓମ୍ ବିର୍ଲା । ଦଳର ବରିଷ୍ଠ ନେତୃବୃନ୍ଦ ଓମ୍ ବିର୍ଲାଙ୍କ ଉପରେ ଆସ୍ଥାପ୍ରକଟ କରିଥିଲେ । କଂଗ୍ରେସ ,ଟିଏମସି ସମେତ ସମସ୍ତ ଦଳ ବିର୍ଲାଙ୍କୁ ସମର୍ଥନ କରିଥିଲେ...
ମାଛରେ ସପ୍ଲାଏ ହେଉଛି ଧଳା ଜହର!
ବାଲେଶ୍ୱରରେ ଧଳା ଜହର । ଦେଢ କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ । ବ୍ରାଉନସୁଗାର କାରବାର ପଛରେ ବଡ ପ୍ଲାନିଂ । ୪ ମାଛ ବ୍ୟବସାୟୀ ଗିରଫ । ମାଛରେ ସପ୍ଲାଏ ହେଉଛି କି ଧଳା ଜହର! ।...
ବଦଳୁଛି ମାଲକାନଗିରିର ଚିତ୍ର
ବଦଳୁଛି ମାଲକାନଗିରିର ଚିତ୍ର । ବଦଳୁଛି ଲୋକଙ୍କ ମାନସିକତା । ପରିବର୍ତ୍ତନର ଆଭାସ ସ୍ପଷ୍ଟ ବାରିହେଉଛି ସ୍ୱାଭିମାନ ଅଚଂଳ ମାଲକାନାଗିରିରେ । ଦିନେ ଗଞେଇ ଚାଷ ଓ ମାଓବାଦୀଙ୍କ ଭୟ ଲୋକଙ୍କୁ ଆଚ୍ଛନ୍ନ କରି ରଖିଥିଲା । ଏବେ କିନ୍ତୁ...
ସୁରକ୍ଷା ବ୍ୟବସ୍ଥା କଡାକଡି
ସୁରକ୍ଷା ବ୍ୟବସ୍ଥା ପୂରା କଡାକଡି । ରାସ୍ତାର ଦୁଇ ପାଶ୍ୱର୍ରେ ଚାଲୁଥିବା ଗାଡି ମଟରକୁ ଜଗି ରହିଛନ୍ତି ପୋଲିସ । ହେଇ ଦେଖନ୍ତୁ କିଛି ବାଇକ୍ ଚାଳକଙ୍କୁ ପୋଲିସ ବାବୁ ମାନେ ଧରି ପଚରାଉଚରା କରୁଛନ୍ତି । ଏଇ ଭାଇମାନଙ୍କୁ...
ମହାପ୍ରଭୁଙ୍କୁ ଭୀଷଣ ଜ୍ୱର, ଚାଲିଛି ଗୁପ୍ତ ଉପଚାର
ଅଲାରନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ରଥଯାତ୍ରା ପର୍ଯ୍ୟନ୍ତ ଅଲାରନାଥ ବେଶରେ ମହାପ୍ରଭୁଙ୍କୁ ଦେଖିପାରିବେ ଭକ୍ତ । ଭଗବାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଲମ୍ବା ଧାଡି । ଅନ୍ୟପଟେ ୧୦୮ ଗରା ଜଳରେ ମହାସ୍ନାନ...
ଦ୍ୱିତୀୟ ଓ ଶାବର ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା
ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରୁ ବାହାରି ସ୍ନାନ ମଣ୍ଡପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧା ମୂର୍ତ୍ତି । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ହରିବଳଦେବ ଜିଉଙ୍କର ଦେବସ୍ନାନ ପୂର୍ଣ୍ଣମା ସମ୍ପର୍ଣ୍ଣ ହେବାପରେ ତିନି ଠାକୁର...
ସାରାଦେଶରେ ଡାକ୍ତରଙ୍କ ଆନ୍ଦୋଳନ, ହନ୍ତସନ୍ତ ରୋଗୀ
କୋଲକାତାର ନୀଲରତନ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ତୀବ୍ରରୂପ ଧାରଣ କରିଛି । ଆଜି ସାରାଦେଶରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଆଜି ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦେଇଛି । ସମସ୍ତ ମେଡିକାଲର...
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୁରତି
ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧା ମୁରତି । ଜଗତର ନାଥ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଓ ଭଉଣୀଙ୍କ ସହ ବଡ଼ଦେଉଳର ରତ୍ନବେଦୀରୁ ବାହାରି ସ୍ନାନ ମଣ୍ଡପରେ ବିରାଜମାନ କରିଛନ୍ତି । ।...
ପାତ୍ରପଡାରେ ରଜର ଆସର
ବରଷକ ପରେ ପୁଣି ଆସିଛି ରଜ । କୁଆଁରୀ ଝିଅ ମନରେ ଭରି ଦେଇଛି ନୂଆ ପୁଲକ । ଓଡିଆ ଘରର ଏହି ନିଆରା ପର୍ବର ସ୍ୱତନ୍ତ୍ରତା ରହିଛି । ସଜବାଜ ଠାରୁ ଆରମ୍ଭ ହୋଇଥାଏ ରଜର ମାହୋଲ ।...


















