ମନ୍ତ୍ରୀ ହେବା ପରେ ବି..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ବି ବଦଳିନି ବେଶଭୂଷା । ବଦଳିନି ନିଜ ଦୈନନ୍ଦିନ ଜୀବନର ଚାଲିଚଳଣ । ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଥିବା ଏମଏସଏମଇ ଏବଂ ମତ୍ସ୍୍ୟ ଓ...
ଜୁନ୍ ୨୮ରେ ରାଜ୍ୟ ବଜେଟ୍
ଆସନ୍ତା ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଆସନ୍ତା ୨୮ ତାରିଖ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ...
କଠୁଆ ଗଣଦୁଷ୍କର୍ମ ମାମଲା: ୬ ଦୋଷୀ ସାବ୍ୟସ୍ତ, ଆଜି ଦଣ୍ଡବିଧାନର ଶୁଣାଣୀ
୧୦ଜାନୁଆରୀ ୨୦୧୮ । ୮ବର୍ଷର ନାବାଳିକାଙ୍କୁ ଅପହରଣ କରି ଏକ ମନ୍ଦିରରେ ନେଇ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ଏହାପରେ ତାକୁ ଠେଙ୍ଗାରେ ପଟିପିଟି ହତ୍ୟା କରାଯାଇଥିଲା । ଆପଣଙ୍କର ମନେଥିବ ନିଶ୍ଚିତ । ହଁ ଆଜ୍ଞା ଆମେ କହୁଛୁ ଗତ...
ଲଣ୍ଡନରେ ନୂଆ ଇତିହାସ ଆଶା
ପ୍ରଥମ ମ୍ୟାଚରେ ଜବରଦସ୍ତ ବିଜୟ ପରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ ଅପେକ୍ଷା ଏହି ମ୍ୟାଚ ବିରାଟ ବାହୀନିଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଙ୍ଗ ରହିବ । ଉଭୟ ଦଳ ଶକ୍ତିଶାଳୀ ହୋଇଥିବାରୁ ଆଜିର ମ୍ୟାଚ...
ମୃତ ପରିବାର ପାଇଁ ସହାୟତା ଘୋଷଣା
ଢେଙ୍କାନାଳରେ ଭୁଷୁଡିଲା ରାଇସ ମିଲ କାନ୍ଥ । ରାଇସ ମିଲ କାନ୍ଥ ତଳେ ଯାନବାହନ ସହିତ ବହୁ ଲୋକେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ । । କାନ୍ଥ ଭୁଷୁଡ଼ି ୪...
ଦୁଇ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଏସିଡ୍ ଢାଳି ଜାଳିଦେଲେ
ଦୁନିଆ,ସମାଜ କଣ ବୁଝିବା ଆଗରୁ ଆଖି ବୁଜି ଦେଇଛି ଦୁଇବର୍ଷର ଶିଶୁ ଟ୍ୱିଙ୍କଲ । ଖବର ଣୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ । ଟ୍ୱିଙ୍କଲର ବାପା ଦୁଇଜଣଙ୍କ ପାଖରୁ ୪୦ ହଜାର ଟଙ୍କା କରଜ ଆଣିଥିଲେ ।...
ଆଜି ଯୁଗଳ ଦର୍ଶନ
ମହାଆଡମ୍ବରରେ ଶେଷ ହୋଇଛି ଶିବ ପାର୍ବତୀଙ୍କ ବିବାହତ୍ସୋବ । ବାଜା, ରୋଷଣୀ ସହିତ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବର ବେଶରେ ଦେବୀ ପାର୍ବତୀଙ୍କ ଘରକୁ ବିଜେ କରିଥିଲେ ଦେବ ଦେବ ମହାଦେବ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଥିଲା ରାଜ୍ୟର ବିଭିନ୍ନ...
ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପ୍ରତାପଙ୍କୁ ସ୍ୱାଗତ
ମନ୍ତ୍ରୀ ହେବା ପରେ ଦୁଇ ଓଡିଆ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ । ଏଥିପାଇଁ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଉଲ୍ଲାସର ମାହୋଲ । ଆଜି ସକାଳ ୯ ଟାରେ ଭୁବନେଶ୍ୱର ଆର୍ନ୍ତଜାତିକ ବିମାନ ବନ୍ଦରରେ ପହଞ୍ଚିବା...
ସରକାରୀ ବାବୁଙ୍କ ପ୍ରଶଂସନୀୟ କାମ
ଲାଲ କରିଡରରେ ପହଁଞ୍ଚିବ ବିକାସର ଧାରା । ସେଥିପାଇଁ ୮ରୁ ୧୦ କିଲୋମିଟର ନଦୀ ନାଳ ଓ ଘାଟି ପାହାଡ ରାସ୍ତା ପାର ହୋଇ ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳ ଧୂଳିପୁଟ ପଞ୍ଚାୟତରେ ପହଞ୍ଚିଛନ୍ତି ଚିତ୍ରକୋଣ୍ଡା ବିଡିଓ ଲରେମୋହନ କରସେଲ ।...
ସୁପ୍ରିମୋ ଚାହିଁଲେ ବିଜେଡିକୁ ଫେରିବେ ବାପା
ବାପାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପୁଅ । ବାପା ବିଜେପିକୁ ଯାଇ ଖୁସି ନାହାଁନ୍ତି ବୋଲି ତାଙ୍କ ପୁଅ ତଥା ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଅନୁମାନ କରିଛନ୍ତି । ଯଦି ସୁପ୍ରିମୋ ଚାହିଁବେ ତାହା ହେଲେ ବାପା ନିଶ୍ଚିତ...


















