କରୋନାର ନୂଆ ଚିକିତ୍ସା ପ୍ଲାଜମା ଥେରାପି
କରୋନା ଭାଇରସକୁ ରୋକିବା ପାଇଁ ପ୍ଲାଜମା ଥେରାପି । ଦିଲ୍ଲୀରେ ୪ ଜଣ ରୋଗୀଙ୍କ ଉପରେ ଏହି ଥେରାପି ପ୍ରୟୋଗ କରାଯାଇଛି । ରୋଗୀମାନଙ୍କ ଉପରେ ଏହି ଥେରାପି ଭଲ ପ୍ରଭାବ ପଡୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା...
୬୦ ଘଣ୍ଟା ପାଇଁ ଏହି ୩ ଜିଲ୍ଲା ସଟ୍ଡାଉନ୍
କୋରୋନା ମୁକାବିଲା ପାଇଁ ବାଲେଶ୍ବର, ଭଦ୍ରକ ଓ ଯାଜପୁର ୬୦ ଘଣ୍ଟା ପାଇଁ ସଟ୍ଡାଉନ୍ ଲାଗୁ କଲେ ରାଜ୍ୟସରକାର । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ସମ୍ପୂର୍ଣ୍ଣ ବନ୍ଦ ରହିବ ଏହି 3ଟି ଜିଲ୍ଲା...
ବାଲେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରେ ଚିହ୍ନଟ ହେଲେ ଆଉ ୨ କରୋନା ଆକ୍ରାନ୍ତ । ଆଜି ଗୋଟିଏ ଦିନରେ ୬ ପଜିଟିଭ ଚିହ୍ନଟ । ପଜିଟିଭଙ୍କ ସଂଖ୍ୟା ୮୯ ଏହି ଦୁଇ ଜଣଙ୍କୁ...
ଆଉ ୪ଟି ପଜିଟିଭ୍ ଚିହ୍ନଟ
ଆଉ ୪ଟି ପିଜିଟିଭ୍ ଚିହ୍ନଟ । ୪ ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ।
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଯାବତ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଭୁବନେଶ୍ୱରର ମୋଟ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୨...
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁରର ୩୮ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ । ପଶ୍ଚିମବଙ୍ଗରୁ ଫେରିଥିଲେ ସମ୍ପୃକ୍ତ ଯୁବକ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩
ଡାକ୍ତରଙ୍କୁ ଆକ୍ରମଣ କଲେ ୭ ବର୍ଷ ଜେଲ୍ ଦଣ୍ଡ
କରୋନା ଯୋଦ୍ଧା ଡାକ୍ତର , ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା । କରୋନା ଯୋଦ୍ଧାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । କରୋନା ଯୋଦ୍ଧାଙ୍କ ସୁରକ୍ଷା ପାଇଁ ଅଧ୍ୟାଦେଶ ଆଣିବାକୁ ନିଷ୍ପତ୍ତି । କ୍ୟାବିନେଟ ମିଟିଂ ପରେ...
ହ୍ୱାଟସ ଆପରେ କୋଭିଡ୍ ସୂଚନା
ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ହ୍ୱାଟ୍ସ ଆପ୍ କୋଭିଡ୍ ହେଲପ୍ ଡେସ୍କ। ଯେଉଁଥିରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କୀତ ସମସ୍ତ ତଥ୍ୟ ମିଳିପାରିବ। ଏହାବ୍ୟତୀତ ଏଥିରେ ଦେଶର ଅନ୍ୟ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବି ତଥ୍ୟ...
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା ଭାଇରସ୍
ଓଡ଼ିଶାରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ୪୪ ନମ୍ବର ରୋଗୀ। ମୃତକ ଜଣକ ପଶ୍ଚିମବଙ୍ଗ ମେଦିନାପୁରରୁ ଆସି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ଦୁଇରେ ପହଞ୍ଚିଛି।
ପୂର୍ବରୁ ମଧ୍ୟ...
ଚିକିତ୍ସା କଲାବେଳେ ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ
ଡାକ୍ତର, ସ୍ୱାସ୍ଥକର୍ମୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଯୁଦ୍ଧର ପ୍ରକୃତ ସୈନିକ ହେଉଛନ୍ତି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ । କରୋନା ରୋଗୀଙ୍କ ଚିକିତ୍ସା ବେଳେ ଯଦି କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କର...



















