27.2 C
Bhubaneswar
Tuesday, August 4, 2026
-Advertisement-

ଭାରତରେ ଗୋଟିଏ ଦିନରେ 227, ଚିନ୍ତା ବଢାଇଲା ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀ

ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି କରୋନା I ମାର୍ଚ୍ଚ 31 ତାରିଖ ସକାଳ ରିପୋର୍ଟ ଅନୁସାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 1251 କୁ ବୃଦ୍ଧି ପାଇଛି I ସେହିପରି କରୋନାଜନିତ ମୃତ୍ୟୁସଂଖ୍ୟା 32କୁ ବୃଦ୍ଧି ପାଇଛି I...

‘କରୋନା’ ଆକ୍ରାନ୍ତଙ୍କୁ ମିଳିବ ମାଗଣା ଚିକିତ୍ସା

ରାଜ୍ୟର ସମସ୍ତ କରୋନା ସଂକ୍ରମିତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା। ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ...

ଭାରତକୁ ଭଗବାନ ଭରଷା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା 27 କୁ ବୃଦ୍ଧି ପାଇଛି I ମହାରାଷ୍ଟ୍ରରେ ସର୍ବାଧିକ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟରେ 5 ଓ କର୍ଣ୍ଣାଟକରେ 4 ଜଣଙ୍କ ମୃତ୍ୟୁ ହୋଇଛି...

ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି ଦେଶ, ଆକ୍ରାନ୍ତଙ୍କ ସଂଖ୍ୟା 873

ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି I ଶନିବାର ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 873କୁ ବୃଦ୍ଧି ପାଇଛି I ମହାରାଷ୍ଟ୍ରରେ ସର୍ବାଧିକ 180 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେରଳରେ 173ରେ ପହଞ୍ଚିଛି...

ତୃତୀୟ ପଜିଟିଭକୁ ନେଇ ବଢିଲା ଚିନ୍ତା

ଓଡିଶାରେ ପ୍ରଥମ ଦୁଇଟି ପଜିଟିଭକୁ ନେଇ ଯେତିକି ଚିନ୍ତା ନ ଥିଲା, ତୃତୀୟ କରୋନା ପଜିଟିଭ ବାହାରିବା ପରେ ଏବେ ଚିନ୍ତା ଭୟଙ୍କର ଭାବେ ବଢିଯାଇଛି I ଏଇଥିପାଇଁ ଚିନ୍ତା ବଢିଯାଇଛି ଯେ, ତୃତୀୟ ସଂକ୍ରମିତ ବ୍ୟକ୍ତି କେବଳ ନିଜେ...

ନବୀନଙ୍କ 22 ଶହ କୋଟିର ପ୍ୟାକେଜ

କରୋନା ପାଇଁ 2200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1 ଲକ୍ଷ 70 ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏହି...

ପନ୍ଦର ଦିନରେ ପ୍ରସ୍ତୁତ ହେବ ହଜାରେ ବେଡ୍

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛନ୍ତି I ଦୁଇଟି ହସପିଟାଲ ସମ୍ ଓ କିମ୍ସ ସହ ବୁଝାମଣାପତ୍ର ସ୍ବାକ୍ଷର କରି ପ୍ରାୟ ଏକ ହଜାର ବେଡ୍ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି I...

ବଡ ପ୍ୟାକେଜ : ମାଗଣାରେ ମିଳିବ ଚାଉଳ, ଗହମ ଓ ଡାଲି

କେନ୍ଦ୍ର ସରକାରଙ୍କ କରୋନା ପ୍ୟାକେଜ କରୋନା ପାଇଁ ବଡ ଘୋଷଣା କଲେ କେନ୍ଦ୍ର ସରକାର I ଏକ ଲକ୍ଷ ସତୁରୀ ହଜାର କୋଟି ଟଙ୍କାର ଏହି ଯୋଜନାର ନାଁ ଦିଆଯାଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା I ଯ଼ୋଜନା ସଂପର୍କରେ...

ଗୋଟିଏ ଦିନରେ ଚାଳିଶ ହଜାର

ମାର୍ଚ୍ଚ 25 ତାରିଖ ସୁଦ୍ଧା ସମଗ୍ର ବିଶ୍ବରେ 4 ଲକ୍ଷ 22 ହଜାର 829 ଜଣ ଆକ୍ରାନ୍ତ ହୋଇଥିବା ବେଳେ 2 ଲକ୍ଷ 94 ହଜାର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି. 24 ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା 3 ଲକ୍ଷ...

ବିନା ଅସ୍ତ୍ରରେ ତୃତୀୟ ବିଶ୍ବଯୁଦ୍ଧ, ଫୁସକି ଗଲା ସବୁ ବୋମା…

ଦ୍ବିତୀୟ ବିଶ୍ବଯୁଦ୍ଧର ଭୟାବହତା ଦେଖିବା ପରେ ବିଭିନ୍ନ ସମୟରେ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଆକଳନ ହୋଇଆସିଛି I ଆଣବିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରିବାରେ ସବୁ ରାଷ୍ଟ୍ର ଲାଗି ପଡିଛନ୍ତି I ଆମେରିକା ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗର୍ବ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...