31.1 C
Bhubaneswar
Sunday, November 1, 2026
-Advertisement-

ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁନି

କରୋନା ବିରୋଧରେ ଯୁଦ୍ଧ ପାଇଁ ଦେଶବାସୀ ଏକ ହୋଇଯାଇଛନ୍ତି । ଭାରତରେ ଦ୍ୱିତୀୟ ପର୍ଯ୍ୟାୟରେ ଥିବା କରୋନା ସଂଙ୍କ୍ରମଣ ଯେପରି ତୃତୀୟ ପର୍ଯ୍ୟାୟକୁ ନଯାଏ ସେଥିପାଇଁ ସରକାର ସଜାଗ ରହିଛନ୍ତି । ୨୨ ତାରିଖରେ ଜନତା କଫ୍ରୁ୍ୟ ପରେ...

ଜନତା କର୍ଫ୍ୟୁ.. ରାସ୍ତାଘାଟ ଶୂନଶାନ୍

ବିଶ୍ବରେ ଭୟଙ୍କର ପରିସ୍ଥିତି I କରୋନାକୁ ନେଇ ସମଗ୍ର ବିଶ୍ବ ଏବେ ଏକ ହୋଇଯାଇଛି I 195 ଦେଶ ମଧ୍ୟରୁ 186ଟି ଦେଶ କରୋନା ଦ୍ବାରା ଆକ୍ରାନ୍ତ ହୋଇସାରିଛି I ଚୀନ୍, ଇଟାଲି, ଇରାନ, କୋରିଆ, ଜର୍ମାନୀ, ଫ୍ରାନ୍ସ,...
video

୫ଜିଲ୍ଲା ୮ ସହର ଲକ୍ ଡାଉନ୍

ଭୁୁବନେଶ୍ୱର: ଆଜି କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିଛନ୍ତି । ୨୨ତାରିଖରୁ ୨୯ତାରିଖ ଯାଏଁ ୫ଟି ଜିଲ୍ଲା ସମ୍ପୂର୍ଣ୍ଣ ଲକ୍ ଡାଉନ୍ ରହିବ । ଏହି ଲକ୍ ଡାଉନ୍ ୨୨ତାରିଖ ସକାଳ ୭ରୁ...

ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ କରିପାରିବେ ହାଟ

କରୋନା ପାଇଁ ହାଟ ଉପରେ କଟକଣା ଲଗାଇଲା ବିଏମସି । ଭୁବନେଶ୍ୱର ଅଞ୍ଚଳରେ ଚାଲୁଥିବା ସମସ୍ତ ହାଟ ପାଇଁ କଟକଣା । ସକାଳ ୬ଟାରୁ ହାଟ ଖୋଲାଯାଇ ସଂଧ୍ୟା ୬ଟାରେ ବନ୍ଦ ହେବ । ୟୁନିଟ ୧ ହାଟ, ୟୁନିଟ୍...

ଆମେରିକାରୁ ଫେରି ନାଁ ରେଜିଷ୍ଟ୍ରି କଲେ ଗଜପତି

କରୋନା ମୁକାବିଲା ପାଇଁ ସରକାରଙ୍କ ନିୟମ ପାଳିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ତାଙ୍କ ପରିବାର I ଆମେରିକାରୁ ଫେରିବା ପରେ ଗଜପତି, ରାଣୀ ଓ ତାଙ୍କ ପରିବାର ରାଜ୍ୟ ସରକାରଙ୍କ ଓେବସାଇଟରେ ନାଁ ରେଜିଷ୍ଟ୍ରି କରିବା...

୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓଡିଶାର କରୋନା ରୋଗୀ

୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓଡିଶାର କରୋନା ରୋଗୀ । ଭୁବନେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଦେଇଥିବା ସୁଚନା...

ସ୍କୁଲ ବନ୍ଦ, ପରୀକ୍ଷା ଘୁଞ୍ଚିଲା

କରୋନା ପାଇଁ କଡା ପଦକ୍ଷେପ ନେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ସରକାରୀ , ବେସରକାରୀ ସ୍କୁଲ ବନ୍ଦ ନିର୍ଦ୍ଦେଶ । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପରୀକ୍ଷା ମଧ୍ୟ ଘୁଞ୍ଚିଲା । ସ୍କୁଲ...

ସରକାର ସ୍ପଷ୍ଟ କଲେ , ଭୁବନେଶ୍ୱରରେ ପ୍ରଥମ କରୋନା ପଜିଟିଭି

ଓଡିଶାରେ ଜଣେ ଯୁବକ କରୋନା ଆକ୍ରାନ୍ତ ସ୍ପଷ୍ଟ ହେଲା । ପ୍ରେସମିଟରେ ସ୍ପଷ୍ଟ କଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ । ଇଟାଲିରେ ଗବେଷଣା କରୁଥିଲେ ସଂପୃକ୍ତ ଯୁବକ ।...

ସପ୍ତାହେ ପାଇଁ କୋଣାର୍କ ବି ବନ୍ଦ

କରୋନା ଆତଙ୍କ ପାଇଁ ମନ୍ଦିରଗୁଡିକରେ ସାମୟିକ କଟକଣା ଆରମ୍ଭ ହୋଇଛି I ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଫର୍ମ ପୂରଣ କରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଣାର୍କ ମନ୍ଦିରକୁ ସପ୍ତାହେ ବନ୍ଦ ରଖିବାକୁ ଘୋଷଣା କରାଯାଇଛି I ଲୋକଙ୍କ ଏକାଠି...

ଶ୍ରୀମନ୍ଦିର ପ୍ରବେଶ କରିବା ଆଗରୁ ପୂରଣ କରିବାକୁ ପଡିବ କରୋନା ଫର୍ମ

ଛତିଶାନିଯୋଗ ବୈଠକରେ କରୋନା ମୁକାବିଲା ପାଇଁ ଆଲୋଚନା I ପ୍ରତିଦିନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ହଜାର ହଜାର ଭକ୍ତଙ୍କୁ କିଭଳି ଯାଞ୍ଚ କରାଯିବ, ସେନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଛି I ଭକ୍ତମାନେ ଗରୁଡସ୍ତମ୍ଭ, ଅରୁଣସ୍ତମ୍ଭ ଓ ଦେବାଦେବୀଙ୍କୁ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...