ଏଥର ଦିଲ୍ଲୀରେ ପ୍ରତିବାଦ
ଆଉ ଭୁବନେଶ୍ୱର ନୁହେଁ, ଏଥର କେନ୍ଦ୍ର ଅବହେଳା ପ୍ରତିବାଦରେ ଦିଲ୍ଲୀ ଯିବ ବିଜେଡି । ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି ଦାବିରେ ଦିଲ୍ଲୀରେ ଧାରଣା ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି । ଆସନ୍ତା ୮ ତାରିଖରେ ଦିଲ୍ଲୀର...
କେନ୍ଦ୍ର ଅବହେଳା ପ୍ରତିବାଦରେ ଦସ୍ତଖତ ଅଭିଯାନ
ଓଡିଶାର ଅନୂସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କୁଠାରଘାତ ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜି ନିକଟରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ୫...
ସୂର୍ଯ୍ୟ ପାତ୍ରଙ୍କ ଘର ଘେରାଉ କଲା ବିଜେପି କୃଷକ ମୋର୍ଚ୍ଚା
ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ବିଜେପି କୃଷକ ମୋର୍ଚ୍ଚାର ଆନ୍ଦୋଳନ । ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି କୃଷକ ମୋର୍ଚ୍ଚା । ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ପ୍ରତିବାଦ କରିବା ସହିତ ଆନ୍ଦୋଳନ କରିଥିଲେ...
ଜୁଇରେ ଜଳିଲା ହସିଣା ଗାଁର ଖୁସି
କାନ୍ଦ ବୋବାଳିରେ କମ୍ପୁଛି ହସିଣା ଗାଁ . ନୂଆବର୍ଷ ପାଳନର ସବୁ ଖୁସି ଧୋଇ ଯାଇଛି ଦୁଃଖଦ ଡଙ୍ଗାବୁଡିରେ. ବୁଧବାର ରାତି ତମାମ ମହାନଦୀରେ ଉଦ୍ଧାର ପରେ ଗୁରୁବାର ୯ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା. ବ୍ୟବଚ୍ଛେଦ ପରେ...
କାନ୍ଦ ବୋବାଳିରେ କମ୍ପୁଛି ହସିଣା ଗାଁ
କାନ୍ଦ ବୋବାଳିରେ କମ୍ପୁଛି ହସିଣା ଗାଁ . ନୂଆବର୍ଷ ପାଳନର ସବୁ ଖୁସି ଧୋଇ ଯାଇଛି ଦୁଃଖଦ ଡଙ୍ଗାବୁଡିରେ. ବୁଧବାର ରାତି ତମାମ ମହାନଦୀରେ ଉଦ୍ଧାର ପରେ ଗୁରୁବାର ୯ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା. ବ୍ୟବଚ୍ଛେଦ ପରେ...
ପୁଣି ଆସୁଛି ବାତ୍ୟା ‘ପାବୁକ’
ପୁଣି ଆସୁଛି ବାତ୍ୟା ‘ପାବୁକ’. ଦକ୍ଷିଣ ଚୀନ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ ବର୍ତ୍ତମାନ ଭୟଙ୍କର ରୂପ ନେଉଛି. ତେବେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡର ନା ରଖାଯାଇଛି ‘ପାବୁକ’. ଜାନୁୟାରୀ 5 ତାରିଖ ବେଳକୁ ଏହା ଆଣ୍ଡାମାନ...
କାଲି ବିଜେପି, ଆଜି କଂଗ୍ରେସ
ପିପିଲି ପୀଡିତା ବେବିନା ପ୍ରସଙ୍ଗକୁ ଆଧାର କରି ଦୁଇ ବିରୋଧି ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ଏହି ପ୍ରସଙ୍ଗରୁ କେଉଁ ଦଳ କେତେ ରାଜନୀତିକ ଫାଇଦା ଉଠାଇପାରିବ, ତାକୁ ନେଇ ଦୁଇ ଦଳ...
ନୂଆବର୍ଷ ଆରମ୍ଭରୁ ଚାଲିଗଲା ୯ ନୀରିହ ଜୀବନ
ବର୍ଷ ଆରମ୍ଭ ହେଉଣୁ ଘଟିଯାଇଛି ଏକ ଦୁଃଖଦ ଦୁର୍ଘଟଣା. ଘଟଣାଟି ହେଲା ମହାନଦୀ ମୁହାଣରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ଚାଲିଯାଇଛି 9ଟି ମୂଲ୍ୟବାନ ଜୀବନ. ତେବେ ସୂଚନା ଅନୁସାରେ, କୁଜଙ୍ଗ ନିକଟସ୍ଥ ହସିଣା ଗ୍ରାମର ପ୍ରାୟ 55 ଜଣ...
ନାକେଦମ କଲେ ମହିଳା ମୋର୍ଚ୍ଚା
ବେବିନା ପ୍ରସଙ୍ଗକୁ କୌଣସିମତେ ହାତଛଡା କରିବାକୁ ଚାହୁଁନାହିଁ ବିଜେପି । ଆଗକୁ ନିର୍ବାଚନ ଆସୁଥିବାରୁ ଏଥିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପି ଯୋଜନା କରିଛି । ଆଉ ବିଜେପି ଏହି ଯୋଜନାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଶିକାର କରିବା...
ବିକେକେୱାଇ ଯୋଜନାରେ ସାମିଲ ହେବେ ଆରଏସବିୱାଇ
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ହିତାଧିକାରୀଙ୍କୁ ବି ମିଳିବ ମାଗଣା ସେବା । ଜାନୁୟାରୀ ପହିଲାରୁ ରାଜ୍ୟରେ ଥିବା ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବିମା ଯୋଜନା (ଆରଏସବିୱାଇ) ଯୋଜନାରେ ସମସ୍ତ ୪୪ ଲକ୍ଷ ୮ ହଜାର ୭୦ ହତାଧିକାରୀ ବିଜୁ କୃଷକ...
















