ସୁନାବେଶରେ ଭାବ ବିନୋଦିଆ କାଳିଆ ସାଆନ୍ତ
ଶ୍ରୀ ମନ୍ଦିରର ରତ୍ନ ସିଂହାସନକୁ ଛାଡି ମାଉସୀ ଘରୁ ନବଦିନାତ୍ମକ ଯାତ୍ରା ଶେଷ ପରେ ବଡ ଭାଇ ବଳଭଦ୍ର ଏବଂ ଅଲିଅଳି ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ସିଂହଦ୍ୱାର ନିକଟରେ ପହଞ୍ଚିଛନ୍ତି ବଡ ଦେଉଳର ବଡ ଠାକୁର ଜଗନ୍ନାଥ ।...
ସନ୍ଧ୍ୟା ପୂର୍ବରୁ ବଡ଼ଦାଣ୍ଡରେ ଲାଗିଲା ତିନି ରଥ
ଚଳିତ ବର୍ଷ ଉଭୟ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବହୁତ ସଅଳ ଅନୁଷ୍ଠିତ ହୋଇଛି । ପୁଣି ଥରେ ବଡ଼ଦାଣ୍ଡକୁ ଫେରିଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ଶ୍ରୀମନ୍ଦିର ସମ୍ମୁଖକୁ ପହଁଚିଛନ୍ତି ତିନି ଠାକୁର । ନଅ ଦିନ...
ବାହୁଡା ଯାତ୍ରାରେ ଭାବବିହ୍ୱଳ ହେଲେ ମୁସଲିମ ଭକ୍ତ
ଜଗନ୍ନାଥ କେବଳ ଓଡିଆ କି ହିନ୍ଦୁଙ୍କ ଦେବତା ନୁହଁନ୍ତି ? ଜଗନ୍ନାଥ ସାରା ବିଶ୍ୱର ଦେବତା, ସେ ଜଗତର ବିଶ୍ୱକର୍ତ୍ତା ଜଗତରନାଥ ଜଗନ୍ନାଥ । ସେ ଜାତି, ଧର୍ମ, ବର୍ଣ୍ଣ ଠାରୁ ବି ଉର୍ଦ୍ଦ୍ବରେ I ଦାସିଆ ବାଉରି ଠାରୁ...
ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧା ମୂର୍ତ୍ତି
ଆଜି ପବିତ୍ର ବାହୁଡା ଯାତ୍ରା । ବଡ ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ସାଙ୍ଗରେ ଧରି ମାଉସୀ ଘରୁ ବଡ ଦେଉଳକୁ ଫେରୁଛନ୍ତି ଜଗତର ନାଥ ଜଗନ୍ନାଥ । ୯ ଦିନ ଧରି ଫାଙ୍କା ପଡିଥିବା ଶ୍ରୀ ମନ୍ଦୀରର ରତ୍ନ...
ନନ୍ଦିନୀ ମୃତ୍ୟୁ ପାଇଁ ଦାୟୀ କିଏ?
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନୀରିହ ଜୀବନ । ସବୁଦିନ ଭଳି ନନ୍ଦିନୀ ସ୍କୁଲ ଯାଏ ଏବଂ ସାଙ୍ଗମାନଙ୍କ ସହ ଖେଳାବୁଲା କରେ । ହେଲେ ଗତକାଲି ରାତିରେ ଖାଇ ସାରିବା ପରେ ହଷ୍ଟେଲକୁ ଫେରିବା ବାଟରେ କାନ୍ଥକୁ...
ମନ୍ତ୍ରୀଙ୍କୁ ୫ ମନ୍ତ୍ର
ପଞ୍ଚମପାଳି ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଆଜି ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ...
କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା
ପାଟକୁରା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ତାଲିକାରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ସହ ପ୍ରଭାରୀ ଟି.ଏସ୍. ସିଂହଦେଓ,ପିସିସି...
ସହି ପାରିଲେନି ଭାରତର ପରାଜୟ
ଗତକାଲି ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦା ହୋଇଛି ଟିମ୍ ଇଣ୍ଡିଆ । ଭାରତର ପରାଜୟରେ ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗିଯାଇଛି କହିଲେ ଭୁଲ ହେବ ନାହିଁ...
ବିଜେଡି-ବିଜେପି ଜାରି କଲେ ଷ୍ଟାର ପ୍ରଚାରକ ତାଲିକା
ଜମୁଛି ପାଟକୁରା ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିୱେଟ । ଆସନ୍ତା ୨୦ ତାରିଖରେ ନିର୍ବାଚନ । ହାତରେ ସମୟ କମ । ଏବେ ଶାସକ ବିଜେଡି ଏବଂ ବିଜେପି ଜାରି କରିଛନ୍ତି ୪୦ ଜଣିଆ...
ବିଧାୟକଙ୍କ ବଲିଉଡର ରାଣାଜୀ ରୂପ
ହାତରେ ପିସ୍ତଲ ପାଟିରେ ବନ୍ଧୁକ । ଫିଲ୍ମ ଗିତରେ ଜୋରଦାର ଠୁମକା । ସହଯୋଗୀଙ୍କ ଗହଣରେ ଦୁଇ ହାତରେ ପିସ୍ତଲ ଏବଂ ବନ୍ଧୁକ ଧରି ନାଚରେ ପୁରା ମସଗୁଲ । ହେଇ ଦେଖନ୍ତୁ ପୁରା ବିନ୍ଦାସରେ ନାଚୁଛନ୍ତି । ଆପଣଙ୍କୁ...


















