28.5 C
Bhubaneswar
Saturday, August 1, 2026
-Advertisement-
video

ମୁଖାଗ୍ନି ଦେଲେ ଦୁଇ ଝିଅ

ଲୁହ ଭିଝା ଆଖି । ଛାତିରେ କୋହ । ପୁତ୍ର ସନ୍ତାନ ନଥିବାରୁ ଶବକୁ କିଏ କାନ୍ଧ ଦେବ ତାକୁ ନେଇ ଗାଁ ଲୋକଙ୍କ ମନରେ ଥିଲା ଅନେକ ପ୍ରଶ୍ନ । ହଠାତ୍ ବାପାଙ୍କ ଶବକୁ କାନ୍ଧ ଦେବାକୁ ସାମ୍ନାକୁ...

ପ୍ରଥମେ ଚାପୁଡା ପରେ କ୍ଷମା ପ୍ରାର୍ଥନା

ପଦାରେ ପଡିଲା କେନ୍ଦ୍ରାପଡା ପୋଲିସର ଗୁଣ୍ଡା ଚେହେରା । କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ପୋଲିସ ମୁଖିଆଙ୍କ ଦୁର୍ବ୍ୟବହାର । ହାତ ଉଠାଇ ମାରିବାକୁ ବି ପଛାଇଲେନି କେନ୍ଦ୍ରାପଡା ଏସପି ନିତି ଶେଖର । ପାଟକୁରା ନିର୍ବାଚନ ସମ୍ପର୍କରେ ଖବର...
video

ପ୍ରଚାର ଶେଷ: ବିଜୟ ,ସାବିତ୍ରୀଙ୍କ ଭାଗ୍ୟ ପରୀକ୍ଷା

ମିଶନ ପାଟକୁରାର ଆଜିଥିଲା ଶେଷ ଦିନ । ଦିନକ ପରେ ଅର୍ଥାତ୍ ୨୦ରେ ପାଟକୁରାରେ ପଡିବ ଭୋଟ୍ । ଆଜି ଶେଷ ହୋଇଛି ପ୍ରଚାର । ଶେଷ ଦିନରେ ତିନି ପ୍ରମୁଖ ଦଳ ତାଙ୍କର କଳ ,ବଳ ଓ କୌଶଳ...

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତ ଦିଆଯାଇଛି । ରାଷ୍ଟ୍ରପତିଭବନରୁ ଏ ସମ୍ପର୍କରେ ବିଗ୍ୟପ୍ତି ପ୍ରକାଶ ପାଇଛି । ବିଶ୍ୱଭୂଷଣ ରାଜ୍ୟ ରାଜନୀତିର ଜଣେ ଟାଣୁଆ ନେତା ଓ ସେ ବିଧାନସଭାକୁ ୫ ଥର...
video

ରାଜଧାନୀକୁ ବ୍ୟାପିଲା ବଲାଙ୍ଗିର ଓକିଲ ଆନ୍ଦୋଳନ

ବଲାଙ୍ଗିରର ଓକିଲ ବିକ୍ଷୋଭ  ରାଜଧାନୀକୁ ବ୍ୟାପିଲା । ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଭୁବନେଶ୍ୱରରେ ବିକ୍ଷୋଭ । ବଲାଙ୍ଗିର ଓକିଲ ସଂଘ ପକ୍ଷରୁ ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରା କରାଯାଇଛି । ଜିଲ୍ଲାର ଓକିଲ ସଂଘ ସହ...

ପିପିଲି ଟ୍ରିପଲ ମର୍ଡର ଘଟଣା: ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ

ଗତ ରବିବାର ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳାଇ ଦେଇଥିଲା । ଦିନ ଦ୍ୱିପହରେ ଜାତୀୟ ରାଜପଥ ପୋଲିସ ଚେକ ପୋଷ୍ଟ ନିକଟରେ ୩ ଜଣଙ୍କୁ ବର୍ବୋରଚିତ ଭାବେ...

ପିପିଲି ପଟ୍ଟନାଇକିଆ ଟ୍ରିପଲ ମର୍ଡର :୬ ଗିରଫ

ପିପିଲି ପଟ୍ଟନାଇକିଆ ଛକରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ବିଚ୍ ରାସ୍ତାରେ ତିନି ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ହତ୍ୟାକରୀ । ଦିନ ଦ୍ୱିପହରେ ଗୋଟିଏ ପରିବାରର ୩ ଭାଇଙ୍କୁ ବର୍ବୋରଚିତ...

ଚନ୍ଦ୍ର ଗ୍ରହଣ: କେଉଁ ରାଶି ପାଇଁ ଶୁଭଫଳ ଦେବ

ଜୁଲାଇ ୧୬ରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏହା ଚଳିତ ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସହ ବିଶ୍ୱର ଅଧିକାଶଂ ଅଞ୍ଚଳରେ ଦୃଶ୍ୟମାନ ହେବ । ଏହିଦିନ ମଙ୍ଗଳଗ୍ରହ ଦୀର୍ଘ ୧୫ ବର୍ଷ...
video

ତିନିଜଣଙ୍କୁ ବିଭସô ହତ୍ୟା । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁବୃତ୍ତ । ଗୋଟିଏ ପରିବାରର ତିନିଜଣଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୁରୀ ସତ୍ୟବାଦୀ ପଟ୍ଟନାୟକିଆ ଛକରେ ଟି୍ରପଲ...

ସ୍ୱରରେ ଚିତ୍ରରେ ଜଗନ୍ନାଥ

ଓଡିଆ ଡିଜିଟାଲ ନ୍ୟୁଜ୍ ଚ୍ୟାନେଲ ତକ୍ଷକ ଟିଭି ଓ ସଂଭାବନାର ମିଳିତ ଆନୁକୁଲ୍ୟରେ ଜଗନ୍ନାଥେ ହୋ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବିଭାଗର ପିଲାମାନଙ୍କୁ ନେଇ ଜଗନ୍ନାଥ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...