ଭାରତ-ନ୍ୟୁଜିଲାଣ୍ଡ ଖେଳ ଆରମ୍ଭ
ଭାରତ-ନ୍ୟୁଜିଲାଣ୍ଡ ଖେଳ ଆରମ୍ଭ । ମାଞ୍ଚେଷ୍ଟରରେ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ ସେମିଫାଇନାଲ । କାଲିର ବାକିଆ ଖେଳଠାରୁ ଆରମ୍ଭ ହେଲା ଆଜିର ମ୍ୟାଚ୍ । ୪୬.୧ ଓଭରରେ ୨୧୧/୫ରୁ ଖେଳ ଆରମ୍ଭ କଲା ନ୍ୟୁଜିଲାଣ୍ଡ । ବର୍ଷା ପାଇଁ...
ଦୁର୍ଭାଗ୍ୟଜନକ!
କୋଣାର୍କର ସୂର୍ଯ୍ୟ ମନ୍ଦିର । କଳାକାରିଗରିରେ ଉକôର୍ଷତାର ଅନ୍ୟ ନାଁ । ବିଶ୍ୱ ଐତିହ୍ୟ ମାନଚିତ୍ରରେ ବି ସ୍ଥାନ ପାଇଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ହେଲେ ଭାରତର ପ୍ରିତିଷ୍ଠିତ ପର୍ଯ୍ୟଟନସ୍ଥଳୀ ତାଲିକାରେ ନାହିଁ କୋଣାର୍କର ନା । ପୁଣି...
ଦୂତୀଙ୍କୁ ସୁନା
ଇଟାଲୀର ନାପୋଲିରେ ଚାଲିଥିବା ବିଶ୍ୱ ୟୁନିଭରସିଟି ଗେମ୍ସରେ ଓଡିଆ ଆଥଲେଟ ଦୂତି ଚାନ୍ଦଙ୍କ ସଫଳତା । ୧୦୦ ମିଟର ଦୌଡ ଇଭେଣ୍ଟରେ ସ୍ୱର୍ଣ୍ଣ ଜିିତିଛନ୍ତି ଦୂତୀ । ଗତକାଲି ଦୂତୀ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ। ଏହି...
ଅଷ୍ଟ୍ରେଲିଆରେ ଚମକିଲେ ଲାଲଗଡର ଭକ୍ତରାମ
ଅଷ୍ଟ୍ରେଲିଆରେ ଚମକିଲେ ଲାଲ ଗଡର ଯୁବକ । ଜୁନିଅର ୱେଟ ଲିଫ୍ଟିଙ୍ଗରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ଚିତ୍ରକୋଣ୍ଡାର ଭକ୍ତରାମ ଦେସ୍ତି । ଶତର ବର୍ଷରୁ କମ ୪୯ କେଜି ବର୍ଗରେ ଭକ୍ତରାମ ପ୍ରଭାବୀ ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛନ୍ତି...
ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ
ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି ବିଶ୍ୱକପ ୨୦୧୯ରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ମଞ୍ଚେଷ୍ଟର ସ୍ଥିତ ଓଲ୍ଟ ଟ୍ରାଫେଡ ଷ୍ଟାଡିଅମରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ...
ଆହତଙ୍କୁ୫୦ ହଜାର, ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦିଆଯିବ
ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ସଡକ ଦୁର୍ଘଟଣା । ପ୍ରତିଦିନ ବହୁ ଲୋକଙ୍କର ପ୍ରାଣହାନି ଘଟୁଛି । ରାଜ୍ୟ ରାଜପଥ ହେଉ ଅବା ଜାତୀୟ ରାଜପଥ ପ୍ରତିଦିନ ଅଜଣା ଗାଡି ଧକ୍କାରେ ଚାଲିଯାଉଛି ମୂଲ୍ୟବାନ ଜୀବନ । ଦୁର୍ଘଟଣା ଉପରେ...
ବିଜେଡିର ମାନସ ମନ୍ଥନ
ନବୀନ ନିବାସରେ ପାଟକୁରା ପଲିଟିକ୍ସ । ପାଟକୁରାରେ ହେବାକୁ ଥିବା ନିର୍ବାଚନକୁ ନେଇ ନବୀନ ନିବାସରେ ଉଚ୍ଚ ସ୍ତରୀୟ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷ୍ୟତାରେ ବସିଥିବା ଏହି ବୈଠକରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ମଧ୍ୟ...
ଚର୍ଚ୍ଚାରେ ଷଡଙ୍ଗୀ
ବିନମ୍ରତାର ଆଉ ଏକ ନମୂନା । କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସାଧାରଣ ଜୀବନଚର୍ଯ୍ୟାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ପ୍ରତାପ ଷଡଙ୍ଗୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥରକ ପୋଖରୀରେ ଗାଧେଇବା କି ଗାଁ ମନ୍ଦିର...
ମକରନ୍ଦଙ୍କ ନାଁରେ ମାମଲା
ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ. ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ମକରନ୍ଦ ନିର୍ବାଚନ ଲଢିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜଣେ ଭୋଟର. ମକରନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଆର. ହରିଶ ପଟ୍ଟନାୟକ ଏ ସଂପର୍କରେ ହାଇକୋର୍ଟଙ୍କ...


















