24.1 C
Bhubaneswar
Tuesday, March 10, 2026
-Advertisement-

ଧରାପଡିଲା ସୁନ୍ଦରୀ

ଶେଷରେ କାବୁ ହେଲା ମଣିଷଖିଆ ସୁନ୍ଦରୀ । ଦୀର୍ଘ ପ୍ରଚେଷ୍ଟା ପରେ ସୁନ୍ଦରୀକୁ ଟ୍ରାଙ୍ଗୁଲାଇଜ କରାଯାଇଛି । କୁମକୀ ହାତୀ ଯଶୋଦା ସହାୟତାରେ ଅପରେସନ ସଫଳ ହୋଇଛି । ସୁନ୍ଦରୀକୁ ଧରିବା ପାଇଁ ବିଶେଷଜ୍ଞ ଦଳଙ୍କ ଅଳ୍କାନ୍ତ ପରିଶ୍ରମ ପରେ...

ଇସ୍ତଫା ଦେଲେ ସଗରିଆ

ଇସ୍ତଫା ଦେଲେ କୋରାପୁଟ ବିଧାୟକ କୃଷ୍ଣ ସଗରିଆ । ଭୁବନେଶ୍ୱର ଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।  କଂଗ୍ରେସ ସହ ଅଛି ଏବଂ କଂଗ୍ରେସ ସହ ରହିବି ବୋଲି କହିଛନ୍ତି...

‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  

ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ ମୋ ବସ୍’ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁପଟ୍ଟନାୟକ ବିମାନବନ୍ଦର ଠାରେ ‘ ମୋ ବସ୍‌’ସେବାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ...

ରାଜ୍ୟ ସରକାରଙ୍କ ଦିପାବଳୀ ଭେଟି: ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାରୀ ଉଦ୍ୟୋଗ(ପିଏସୟୁ) କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ସେମାନଙ୍କ ପାଇଁ ଅତିରିକ୍ତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି ସରକାର। ଏହାଦ୍ୱାରା ମହଙ୍ଗା ଭତ୍ତା ୭ରୁ ୮...
video

୧୪୪ ଧାରାକୁ ଫୁ : ରାଜଧାନୀକୁ ଧସେଇ ପଶିଲେ ଚାଷୀ,ନେତାଙ୍କ ଶହ ଶତାଧିକ ଚାଷୀ ଗିରଫ

ଉଗ୍ର ରୂପ ନେଇଛି ଚାଷୀ ଆନ୍ଦୋଳନ । ୧୪୪ ଧାରା ଜାରି ସତ୍ତ୍ୱେ ତମାଣ୍ଡୋରୁ ରାଜଧାନୀକୁ ମାଡି ଆସିଛନ୍ତି ଚାଷୀ । ପୋଲିସ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ଧସେଇ ପଶିଛନ୍ତି ଚାଷୀ । ନବନିର୍ମାଣ କୃଷକ ସଂଘର ଆନ୍ଦୋଳନ...

ଆଜିଠୁ ରାଜଧାନୀ ୱାଇ ଫାଇ ସହର

ସୋମବାର ଠାରୁ ସ୍ମାର୍ଟ ସିଟି ଭୁବନେଶ୍ୱର  ୱାଇଫାଇ ସହର ପାଲଟିଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଦେଶର ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ ଏବଂ ଯୁବପିଢ଼ୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବ ବୋଲି...

ମାଲକାନଗିରି ପୋଲିସକୁ ବଡ ସଫଳତା: ୫ ମାଓବାଦୀ ନିହତ

ପୁଣି ଓଡିଶା ପୋଲିସକୁ ମିଳିଛି ବଡ ଧରଣର ସଫଳତା । ଚିତ୍ରକୋଣ୍ଡା ପପଲୁରୁ ଅଂଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳାଙ୍କ ସମେତ ୪ ଜଣ କ୍ୟାଡର ପ୍ରାଣ ହରାଇଛନ୍ତି । ମାଲକାନଗିରି ଜିଲ୍ଲା କାଲିମଳା...

ଉଦ୍ଧାର ହେଲେ ତୀର୍ଥଯାତ୍ରୀ

ବଦ୍ରିନାଥକୁ ତୀର୍ଥ ପାଇଁ ଯାଇ ଫସିଥିବା 42 ଜଣ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ଫେରୁଛନ୍ତି. ରିପୋର୍ଟ ଅନୁସାରେ, ଭଞ୍ଜନଗର ଗଞ୍ଜାମ ଜିଲ୍ଲାର 42 ଜଣ ଯାତ୍ରୀ ତୀର୍ଥଯାତ୍ରାରେ ଅକ୍ଟୋବର 26 ତାରିଖରେ ବାହାରିଥିଲେ. ମାତ୍ର ଗତ ଶନିବାରଦିନ ରାସ୍ତାରେ ଅତ୍ୟଥିକ...

ପୁଣି ସୋସିଆଲ ମିଡିଆରେ ଘୁରି ବୁଲିଲା ଶ୍ରୀମନ୍ଦିର ଭିତର ଫଟୋ

କଡ଼ା କଟକଣା ଏବଂ ପ୍ରଶାସନର କଡ଼ା ସୁରକ୍ଷା ସତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି । ରବିବାର ପୁଣି ଥରେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଛି । ବେଙ୍ଗଲୁରୁର ମେଘା ଲୁଥ୍ରା...
video

ଦୁର୍ନୀତି ବିରୋଧରେ ନବୀନଙ୍କ ମନ୍ତ୍ର

ଦୁର୍ନୀତିକୁ ରୋକିବାକୁ ହେଲେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ବିଶେଷକରି ଯୁବକମାନେ ଦୁର୍ନୀତି ବିରୋଧରେ ସଂଘର୍ଷ କରିବା ଆବଶ୍ୟକ। ଦୁର୍ନୀତି ନିରାକରଣ ହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଶନିବାର ଦୁର୍ନୀତି ନିବାରଣ କାର୍ୟ୍ୟକ୍ରମରେ ଯୋଗ ଦେଇ...
- Advertisement -

Latest article

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Boost Your Trading Game with Dexscreener’s Advanced Features

Boost Your Trading Game with Dexscreener's Advanced Features Содержание Introduction to Dexscreener Key Features of Dexscreener How to Download and Install Dexscreener User Experience and Reviews Comparing Dexscreener with Other...

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...