ଦାମଙ୍କୁ ଶକ୍ତି ଯୋଗାଇବେ ବିରୋଧୀ !
ଆସନ୍ତା ନିର୍ବାଚନରେ ଦାମ ବାଣ ବିଜେଡି ପାଇଁ ସବୁଠୁ ମାରାତ୍ମକ . ଏମିତିକି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପିଠୁ ବି ଅଧିକ ଭୟଙ୍କର ସାବ୍ୟସ୍ତ ହେବ ଦାମ ବାଣ. ଏଥିପାଇଁ ଚିନ୍ତାରେ ଅଛନ୍ତି ବିଜେଡିର ଷ୍ଟ୍ରାଟେଜୀ ଟିମ୍....
ଇଣ୍ଡୋନେସିଆରେ ଭୂକମ୍ପ ଓ ସୁନାମିର ତାଣ୍ଡବ: 832 ଛୁଇଁଲା ମୃତ୍ୟୁ ସଂଖ୍ୟା
ଶୁକ୍ରବାର ଇଣ୍ଡୋନେସିଆରେ ସୁଲାେଓସି ଦ୍ୱୀପରେ ଅନୁଭୂତ ଶକ୍ତିଶାଳୀ ଭୂକମ୍ପ ଓ ସୁନାମୀ ପରେ ରବିବାର ଦିନ ଏହାର ମୃତ୍ୟୁସଂଖ୍ୟା 832 ଅତିକ୍ରମ କରିଥିବା, ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । 7.5 ତୀବ୍ରତାର ଭୂକମ୍ପରେ ଶତାଧିକ ଘରବାଡି...
ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ?
ଓଡିଶାରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରାୟ 59 ପ୍ରତିଶତ ଲୋକ ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି. ଇଣ୍ଡିଆ ଟୁ ଡେ ସର୍ଭେରୁ ଏହି ତଥ୍ୟ ଜଣାପଡିଛି. ତେବେ ଏହି ରିପୋର୍ଟରେ 59 ପ୍ରତିଶତ...
ଅକ୍ଟୋବର ୨ରୁ ଆନ୍ନାଙ୍କ ଅନଶନ
ଗାନ୍ଧିବାଦୀ ତଥା ସାମାଜିକ କର୍ମୀ ଆନ୍ନା ହଜାରେ ପୁଣିଥରେ ତେଜିଛନ୍ତି । ସେ ଲୋକପାଳ ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହିତ ଆଗାମୀ ଅକ୍ଟୋବର ୨ରୁ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । କେନ୍ଦ୍ର...
ଇଣ୍ଡୋନେସିଆରେ ଭୂକମ୍ପ ପରେ ସୁନାମିର ତାଣ୍ଡବ, ମୃତ୍ୟୁ ସଂଖ୍ୟା 400 ଟପିଲା
ଶୁକ୍ରବାର ଇଣ୍ଡୋନେସିଆରେ ଭୂକମ୍ପର ଝଟକା ପରେ ସୁଲାବେସି ଦ୍ୱୀପରେ ସ୍ଥିତ ପାଲୁ ସହରରେ ସୁନାମିର ତାଣ୍ଡବ । କରାଳ ରୂପ ଧାରଣ କରି ପାଣି କୂଳ ମାଡି ବଡ଼ ବଡ଼ କୋଠା ଘର ସବୁକୁ ଧରାଶାୟୀ କରିଦେଇଛି । ଏହି...
ରୋଷେଇ ହଣ୍ଡା ପାଲଟିଛି ଡଙ୍ଗା !
କଣ ଏମିତି ବି ହୁଅନ୍ତି ନଦୀ ପାର । ଏ କୌଣସି ମଜାଦାର କି ଖେଳର ଦୃଶ୍ୟ ନୁହେଁ । ସ୍କୁଲ ଯିବା ପାଇଁ କୁନିକୁନି ପିଲାଙ୍କ ପାଇଁ ଏହି ହଣ୍ଡା ପାଲିଟିଛି ମାଧ୍ୟମ । ଏହି କଥାଟି ଆପଣଙ୍କୁ...
89 ବର୍ଷରେ ସୁର ସାମ୍ରାଜ୍ଞୀ ଲତା
89 ବର୍ଷ ବୟସରେ ପାଦ ଥାପିଛନ୍ତି ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର । ନିଜ କଣ୍ଠରେ ସାରା ଦୁନିଆକୁ ବାନ୍ଧି ରଖିଥିବା ଲତା ନିଜ ଜନ୍ମଦିନକୁ ଆଜି ପାଳନ କରିଛନ୍ତି । ୧୩ ବର୍ଷ ବୟସରେ ମରାଠି ଫିଲ୍ମ ‘କିଟି...
ସାବରିମାଳା ମନ୍ଦିରରେ ମହିଳା କରିବେ ପ୍ରବେଶ: ସୁପ୍ରିମକୋର୍ଟ
କେରଳର ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ସବୁଜ ସଙ୍କେତ ଦେଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହାର ବିଚାର କରି ଏହି ଐତିହାସିକ ରାୟ ଦେଇଛନ୍ତି । ଏହାଦ୍ୱାରା ଦେଶର ନାଗରିକଙ୍କ...
ମୁଖ୍ୟମନ୍ତ୍ରୀ ଅସୁସ୍ଥ: ଦୁଇଦିନ ପାଇଁ ସମସ୍ତ କାର୍ଯ୍ୟକ୍ରମ ବାତିଲ
ଆସନ୍ତା ଦୁଇ ଦିନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦିଆଯାଇଛି । ସାମୟିକ ଅସୁସ୍ଥତା ହେତୁ ମୁଖ୍ୟମନ୍ତ୍ରୀ ବିଶ୍ରାମ କରିବେ ବୋଲି ଜଣାପଡିଛି ।
ସୁଚନା ଅନୁସାରେ ଜ୍ୱର ଏବଂ ଥଣ୍ଡାରେ ଆକ୍ରାନ୍ତ ହୋଇ ମୁଖ୍ୟମନ୍ତ୍ରୀ ନବୀନ...
ପତ୍ନୀଙ୍କ ମାଲିକ ପତି ହୋଇପାରିବେ ନାହିଁ
ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାହ ପରେ ଥିବା ସମ୍ପର୍କ ସହ ଜଡିତ ଆଇପିସି ଧାରା ୪୯୭କୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି । କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏନେଇ ଐତିହାସିକ ରାୟ ଶୁଣାଇଛନ୍ତି । ଦୀପକ...











