25.1 C
Bhubaneswar
Sunday, March 8, 2026
-Advertisement-

ପୁଣି ରୌପ୍ୟରେ ଚମକାଇଲେ ଦୂତି

ଏସିଆ କ୍ରୀଡାରେ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ଜିତି ଦେଶ ପାଇଁ ପୁଣି ଗୌରବ ଆଣିଛନ୍ତି ଦୂତି ଚାନ୍ଦ । ପୂର୍ବରୁ ସେ ୧୦୦ ମିଟର ଦୌଡରେ ରୌପ୍ୟ ଜିତିଥିଲେ । ଦୌଡରେ ୨୩.୨ ସେକେଣ୍ଡରେ ୨୦୦ ମିଟର...

ମୋଦିଙ୍କ ଉପହାର: ପୁଣି ବଢିଲା ୨ ପ୍ରତିଶତ ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । କ୍ୟବିନେଟ ବୈଠକରେ ଦର ଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ପୂର୍ବରୁ ୭ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ ଏହାକୁ...

‘ମାଇଁ ହାର୍ଟ ବିଟ୍ ଫର ହକି’ର ଶୁଭାରମ୍ଭ

ହକି ପୁରୁଷ ବିଶ୍ୱକପ ପାଇଁ ପ୍ରସ୍ତୁତ ହୋଇଗଲାଣି କଳିଙ୍ଗ ଷ୍ଟାଡିୟମ । ଆସନ୍ତା ନଭେମ୍ବର ୨୮ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି କ୍ରୀଡା ମୁହାକୁମ୍ଭ । ମୋଟ ୧୬ଟି ଦେଶର ଖେଳାଳୀ ୩ ସପ୍ତାହ...

ଫୁଲୁଛି ମହାନଦୀ: ନଈକୂଳିଆ ଲୋକ ଆତଙ୍କିତ

ମଙ୍ଗଳବାର ହୀରାକୁଦ ଜଳ ଭଣ୍ଡାରରେ ୨୫ଟି ଗେଟ ଖୋଲାଯିବା ପରେ ଏବେ ନଈ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହୀରାକୁଦ ଜଳଭଣ୍ଡାରରୁ ଛଡାଯାଇଥିବା ପାଣି ଏବେ ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରଭାବିତ ହେଉଛି । ଏହାସହ ଧିରେ...

36 ବର୍ଷ ପରେ ମଞ୍ଜିତ୍ ଭାରତକୁ ଭେଟି ଦେଲେ ଗୋଲ୍ଡ

ଟ୍ରାକ୍ ଉପରେ ନିଜର କମାଲ ଦେଖାଇଲେ ଆଥଲେଟ୍ ମଞ୍ଜିତ୍ ସିଂ । 800 ମିଟର ପୁରୁଷ ଦୌଡ଼ରେ ଜିନସନ୍ ଜଙ୍କସନ ଙ୍କୁ ପଛରେ ପକାଇ 1 ମିନିଟ୍ 46.15 ସେକେଣ୍ଡର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସମୟ ଦେଇ ନିଜର ପ୍ରଥମ ଅନ୍ତଃରାଷ୍ଟ୍ରୀୟ...

ବିହାରରେ ଦୁଃଶାସନ ରାଜ୍ : ସ୍କୁଲ ଯାଉଥିବା ଛାତ୍ରୀଙ୍କୁ ଟଣା ଓଟରା

ଆଜିକା ଦିନରେ କେତେ ସୁରକ୍ଷିତ ଜଣେ ନାରୀ? ଟିକେ ଭଲ କରି ଦେଖନ୍ତୁ ଏ ଭିଜୁଆଲ । ଏ ହେଉଛି ବିହାର ସହରସା ଅଞ୍ଚଳର ଦୃଶ୍ୟ । ସ୍କୁଲ ଯାଉଥିବା ଜଣେ ଛାତ୍ରୀଙ୍କୁ କିଛି ରୋଡ ସାଇଡ ରୋମିଓ ଟଣା...

ସ୍ୱାମୀଙ୍କ ପାଖରେ ରହିବା, ନରହିବା ମହିଳାଙ୍କ ଇଚ୍ଛାଧୀନ

ବିବାହିତା ମହିଳା ଚାହିଁଲେ ସ୍ୱାମୀଙ୍କ ସହିତ ରହି ନପାରନ୍ତି । ଜଣେ ପ୍ରାପ୍ତ ବୟସ୍କା ମହିଳା ଭାବେ ସେ କେଉଁଠି ରହିବେ ସେ ନେଇ ନିଷ୍ପତ୍ତି ନେବା ଅଧିକାର ସମ୍ପୃକ୍ତ ମହିଳାଙ୍କ ଉପରେ ରହିଛି ବୋଲି ସୁପ୍ରିମ କୋର୍ଟ ରାୟ...

‘ମୁଁ ହିରୋ… ମୁଁ ଓଡିଶା’ କ୍ୟାମ୍ପେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ବିରୋଧୀଙ୍କ ସମାଲୋଚନା

କଟକରେ ଆରମ୍ଭ ହୋଇଛି ବିଜୁ ଯୁବ ବାହିନୀ ଅନ୍ତର୍ଗତ ସ୍ୱତନ୍ତ୍ର ଅଭିଯାନ 'ମୁଁ ହିରୋ... ମୁଁ ଓଡିଶା' କ୍ୟାମ୍ପେନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଏହାର ଶୁଭାରମ୍ଭ କରଥିଲେ । ଏହି କ୍ୟାମ୍ପେନ ଅନ୍ତର୍ଗତ ରାଜ୍ୟର ବିଭିନ୍ନ...

ଜାଭେଲିନ୍ ରେ ଭାରତ ହାତେଇଲା ସ୍ୱର୍ଣ୍ଣ : ନିରଜ ଚୋପ୍ରା ରଚିଲେ ଇତିହାସ

ଜାଭେଲିନ୍ ଥ୍ରୋ ରେ ଭାରତର ନିରଜ ଚୋପ୍ରାଙ୍କ ଶାନଦାର ପ୍ରଦର୍ଶନ । ନବମ ଦିନରେ ଭାରତ ହାତରେ ଆସିଛି ଅଷ୍ଟମ ସ୍ୱର୍ଣ୍ଣ । ଜାକର୍ତାରେ ଇତିହାସ ରହିଛନ୍ତି ଭାରତୀୟ ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ବର୍ଚ୍ଛାକୁ...

ଦୂତିଙ୍କୁ ଦେଢକୋଟି: ଆପତ୍ତି ଉଠାଇଲେ ଦୂତି

ଏସିଆନ ଗେମ୍ସରେ ଭାରତ ପାଇଁ ୧୦୦ ମିଟର ଦୌଡରେ ରୌପ୍ୟ ପଦକ ଜିତିଥିବା ଦୂତି ଚାନ୍ଦଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ପୁରସ୍କାର ବାବଦକୁ ଦେଢ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ...
- Advertisement -

Latest article

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...

Why Traders Choose Dexscreener for Informed Decisions

Why Traders Choose Dexscreener for Informed Decisions Содержание Overview of Dexscreener Key Features of Dexscreener Benefits of Using Dexscreener How to Download and Use Dexscreener Comparison with Other DEX Scanners For...

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ରାଜ୍ୟସଭା ପାଇଁ ବିଜେଡି ଆଜି ୨ ଜଣଙ୍କ ନାଁମ ଘୋଷଣା କରିଛି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଓ କାହାକୁ ରାଜ୍ୟସଭା ପାଇଁ ଟିକେଟ୍‌ ମିଳିବ ତାକୁ ନେଇ ରାଜ୍ୟବାସୀ...