କ୍ୟାବିନେଟ ମଂଜୁରୀ : ଏଏସବିଏମ ହେବ ବିଶ୍ବବିଦ୍ୟାଳୟ
ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି. ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟକୁ ବିଶ୍ବବିଦ୍ୟାଳୟ କରିବାକୁ ସ୍ଥିର କରାଯାଇଛି. ସେହିପରି ସଚ୍ଚିବାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କ କ୍ୟାଡର ରୁଲରେ ସଂଶୋଧନ କରିବାକୁ ବୈଠକରେ...
ବର୍ଷିଲେ ଶାହା
ସାଲେପୁର କୁଳିଆ ପଡିଆରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଜଗନ୍ନାଥଙ୍କୁ ପ୍ରଣାମ କରି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ପରେ ପ୍ରଶ୍ନ ଆରମ୍ଭ କରିଛନ୍ତି ଶ୍ରୀ ଶାହା । ସେ...
ନମ୍ବର ପଛରେ ନଗୋଡାଇ ଜ୍ଞାନ ପଛରେ ଦୌଡ
ପରୀକ୍ଷା ପୂର୍ବରୁ ପିଲାମାନଙ୍କୁ କିପରି ପ୍ରସ୍ତୁତ ରହିବା ଦରକାର, ସେଥିପାଇଁ ଦିଲ୍ଲୀ ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହୋଇଛି ‘ପରୀକ୍ଷା ପେ ଚର୍ଚ୍ଚା’. ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ କିଛି ଟିପ୍ସ ଦେଇଛନ୍ତି. ମୋଦୀ କହିଛନ୍ତି, ସେ ...
ଓଡିଶାରେ ଶାହା
ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମଙ୍ଗଳବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଛନ୍ତି ଶାହ । ସେଠାରେ ତାଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି । ବିଜେପି ରାଜ୍ୟ ସଭାପତି...
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ପରଲୋକ
ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ସୋମବାର ସକାଳ 6 ଟା ସମୟରେ ପରଲୋକ ହୋଇଛି. ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ 89 ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ଫର୍ଣ୍ଣାଣ୍ଡେଜ ଲମ୍ବା ସମୟ ଧରି...
କେତେ ନିଷ୍ଠୁର ମା !
କେତେ ନିଷ୍ଠୁର ହୋଇପାରେ ମା । ମା କଣ ନିଜ ସଦ୍ୟଜାତ ଶିଶୁକୁ ଜିଅନ୍ତା ପୋତି ଦେଇପାରେ । ଏମିତି ଘଟଣା କୋରାପୁଟ ଜିଲା ଜୟପୁର ବୋରିଗୁମ୍ମା ଥାନା ଅନ୍ତର୍ଗତ କେବିଡ଼ି ଗ୍ରାମ ନିକଟସ୍ଥ ବ୍ରିଜ ନିକଟରେ । ବ୍ରିଜତଳେ...
ନୂଆଦିଲ୍ଲୀରେ ସମୀକ୍ଷା କଲେ ନବୀନ
ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ କେନ୍ଦ୍ର ସରକାର ଓଡିଶାର ପ୍ରାପ୍ୟ ଦେଉନାହାନ୍ତି । ହଜାର ହଜାର କୋଟି ଟଙ୍କା କେନ୍ଦ୍ର ଉପରେ ବାକି ପଡିଛି । ନୂଆଦିଲ୍ଳୀସ୍ଥିତ ଓଡ଼ିଶା ଭବନରେ ବିଭିନ୍ନ ଯୋଜନାର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି...
ଓଡିଶା ଆସୁଛନ୍ତି ଶାହା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ଫେବ୍ରୁଆରୀ ୩ରେ ଓଡିଶା ଗସ୍ତରେ ଆସିବେ । ସେ ପୁରୀରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାସହ ବିଜେପି ଅଧ୍ୟକ୍ଷ ଦଳର ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧବେଶନରେ ମଧ୍ୟ ଯୋଗ...
ପରଲୋକରେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆଦିବାସୀ ନେତା ଡକ୍ଟର ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ ହୋଇଛି. ସୋମବାର ସକାଳେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ମୃତ୍ୟୁବେଳକୁ ଚୈତନ୍ୟଙ୍କୁ 90 ବର୍ଷ ହୋଇଥିଲା. ଦୀର୍ଘଦିନ ଧରି ସେ...
କମଳା ପୂଜାରୀ ଅସୁସ୍ଥ
ପାଠ ନ ପଢିଥିଲେ ବି ସେ ପାଠୁଆଙ୍କଠାରୁ କିଛି କମ୍ ନୁହନ୍ତି. କୌଣସି ବିଷୟରେ ପିଏଚଡି କରି ନଥିଲେ ବି ତାଙ୍କର ଗବେଷଣା ଆଗରେ ପାଠୁଆ କୃଷି ବିଜ୍ଞାନୀ ବି କମ୍ ହୋଇଯିବେ. ଏମିତି ଜଣେ ମହିୟସୀ ମହିଳା ହେଉଛନ୍ତି...






