26.7 C
Bhubaneswar
Sunday, July 26, 2026
-Advertisement-

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ୫ ନିଲମ୍ବିତ

ଦଳର ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ୫ ବିଜେପି କର୍ମୀଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ୧୫ ଦିନ ମଧ୍ୟରେ ସଠିକ୍ କାରଣ ନଦର୍ଶାଇଲେ ଦଳରୁ ବହିଷ୍କାର କରାଯିବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିର୍ଦ୍ଦେଶ...

ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ‘ଜାଗା ମିଶନ’ର ଶୁଭାରମ୍ଭ

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୮ଟି ଜିଲ୍ଲାର ଭୂମିହୀନ ମାନଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ ପାଇଁ ‘ଜାଗା ମିଶନ’ର ଶୁଭାରମ୍ଭ କରିଛନ୍ତି । ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜାଗା...

୨ମାସ ପରେ ରାଜ୍ୟରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ

୭୮ ଦିନ ପରେ ସ୍ୱାଭାବିକ ହେଲା କୋର୍ଟ କାର୍ଯ୍ୟ । ବୁଧବାର ହାଇକୋର୍ଟ ବାର ଆସୋସିଏସନ ବୈଠକରେ ଆଇନଜୀବୀମାନେ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେବାପରେ ଆଜିଠାରୁ ରାଜ୍ୟର ସମସ୍ତ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି । କଟକରେ ଆଇନଜୀବୀଙ୍କୁ...

ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ: ଆଜି ବସିବ ଗୃହ କମିଟି ବୈଠକ

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରର ୫୪ ନମ୍ବର ପ୍ରକୋଷ୍ଠରେ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଅଭିଜିତ ବିବାଦୀୟ ମନ୍ତବ୍ୟ ଦେଇ ଗୃହ କମିଟି ସମ୍ମୁଖରେ...

ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦୁଇଦିନିଆ ଗସ୍ତରେ ସିଙ୍ଗାପୁରରେ ପହଁଚିଛନ୍ତି । ସେଠାରେ ସେ ପ୍ରଥମେ ସିଙ୍ଗାପୁର ଫିନଟେକ୍ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ କ୍ଷତ୍ରୀୟ ଏବଂ ଆର୍ଥିକ ସମର୍ଥନର ନେତାଙ୍କ ସହ ଆଲୋଚନା କରିଛନ୍ତି ।...

କାର୍ତ୍ତିକ ମାସ ପରେ ଧାର୍ଯ୍ୟ ହେବ ମହାପ୍ରସାଦର ମୂଲ୍ୟ

କାର୍ତ୍ତିକ ମାସ ପରେ ଧାର୍ଯ୍ୟ ହେବ ମହାପ୍ରସାଦର ମୂଲ୍ୟ. ଏହାକୁ ନେଇ ମଙ୍ଗଳବାର ଦିନ ବୈଠକ ବସିଥିଲା. ମହାପ୍ରସାଦ ପ୍ରସ୍ତୁତିରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ତାର ବିବରଣୀ ସୁଆର ଓ ମହାସୁଆର ନିଯୋଗ ଦେଲା ପରେ ମହାପ୍ରସାଦର ମୂଲ୍ୟ...

ମେକ ଇନ ଓଡିଶାର ତୃତୀୟ ଦିନ: ସ୍ୱାସ୍ଥ୍ୟ ସେବାରେ ୨୭୬୦ କୋଟିର ପ୍ରତିଶୃତି

ଓଡ଼ିଶା ସରକାର ପକ୍ଷରୁ ଆୟୋଜିତ ହୋଇଥିବା ଶିଳ୍ପ ମହାକୁମ୍ଭ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୧୮ର ଆଜି ତୃତୀୟ ଦିନ । କନ୍‌କ୍ଲେଭ୍‌ର ତୃତୀୟ ଦିନରେ ବିଭିନ୍ନ ଶିଳ୍ପ ଉଦ୍ୟୋଗୀ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।  ପ୍ରଥମ...

ଆରପାରିରେ କଣ୍ଠଶିଳ୍ପୀ ଚିତ୍ତ ଜେନା

ଆଉ ନାହାନ୍ତି କଣ୍ଠଶିଳ୍ପୀ ଚିତ୍ତ ଜେନା. ବହୁ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଆସିଥିବା ଚିତ୍ତ ଜେନା ମଙ୍ଗଳବାର ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି. ଏହି ଖବର ଆସିବା ପରେ  ଓଲିଉଡ...
video

ମହାପ୍ରଭୁଙ୍କ ଦର୍ଶନ କରି ଝିଅ ବାହାଘର ନିମନ୍ତ୍ରଣ ପତ୍ର ଦେଲେ ଅମ୍ବାନୀ

ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ମେକ୍ ଇନ ଓଡିଶା କନକ୍ଲେଭରେ ଯୋଗଦେବା ପରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଅପରାହ୍ନରେ ସିଂହଦ୍ୱାର ନିକଟରେ ପହଁଞ୍ଚିବା ପରେ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ୱାଗତ କରାଯାଇଥିଲା ।...

ଓଡିଶାରେ ଶିଳ୍ପାୟନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି: ଶିଳ୍ପପତିଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

ମେକ୍‌ ଇନ୍‌ ଓଡ଼ିଶା କନେକ୍ଲେଭର ଦ୍ଵିତୀୟ ସଂସ୍କରଣ. ବିଜନେସ୍ ଲିଡର୍ ମିଟରେ ଯୋଗଦେଇଥିଲେ ୨୫ ଜଣ ବିଶିଷ୍ଟ ଶିଳ୍ପପତି. ଓଡ଼ିଶାରେ ପୁଞ୍ଜିନିବେଶ ନେଇ ସେମାନଙ୍କର ମତ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର...
- Advertisement -

Latest article

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ ପଦକ

ନୂଆଦିଲ୍ଲୀ:ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ।୬୦ କେଜି ପୁରୁଷ ବର୍ଗରେ ମଣିପୁରର ଋଷିକାନ୍ତ ସିଂହ ଚନମ୍ବମଙ୍କୁ ମିଳିଛି ଏହି ସଫଳତା। ସେ ମୋଟ୍ ୨୬୪...

ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ...

ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା...