25.1 C
Bhubaneswar
Tuesday, October 27, 2026
-Advertisement-
video

ବିଜେଡିରେ ମିଶିଲେ ପ୍ରଣୟ

ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା କଂଗ୍ରେସ ନେତା ପ୍ରଣୟ ସାହୁ ବିଜେଡିରେ ଯୋଗ ଦେଇଛନ୍ତି. ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଣୟଙ୍କ ସହ ବହୁ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି. ପୂର୍ବ ବର୍ଷ ବିଜେପୁର ଉପ-ନିର୍ବାଚନରେ...
video

ଗର୍ଜିଲା ମହିଳା ମୋର୍ଚ୍ଚା

ରାଜ୍ୟରେ ମହିଳା ଅସୁରକ୍ଷିତ ନେଇ ରାଜଧାନୀରେ ବିଜେପି ମହିଳା ମୋର୍ଚ୍ଚାର ବିଶାଳ ବିକ୍ଷୋଭ । ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା କରିଛି ଲାଲଚୁଡି ରାଲି । ସଚିବାଳୟ ଘେରାଉ ଉଦ୍ୟମ କରିଛି ବିଜେପି ମହିଳା ମୋର୍ଚ୍ଚା । ସଚିବାଳୟରେ ଗେଟରେ...

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଜଳେଶ୍ୱରରୁ ଦିଘା ମଧ୍ୟରେ ରେଳ ଲାଇନ ପ୍ରକଳ୍ପକୁ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ନିକଟକୁ ଚିଠି ଲେଖିଛନ୍ତି. ପଶ୍ଚିମବଙ୍ଗରେ ଭୂମି ଅଧିଗ୍ରହଣରେ ବାଧା ଉପୁଜିବା କାରଣରୁ ସାତ ବର୍ଷ ଧରି ଏହି ପ୍ରକଳ୍ପ...

ହାତ ମିଳାଇଲେ ବ୍ରଜ-ଖାରବେଳ

ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି. ବିଭିନ୍ନ ଦଳରେ ଯୋଗ ଓ ବିୟୋଗ ରାଜନୀତି ଚାଲିଥିବା ବେଳେ ଦୁଇ ପୁରୁଖା ନେତା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏକାଠି ହୋଇ...

ଦୁର୍ବଳ ହେଉଛି କଂଗ୍ରେସ

କଂଗ୍ରେସରୁ ଇସ୍ତଫା ଦେଲେ ବିଜେପୁର କଂଗ୍ରେସ ନେତା ପ୍ରଣୟ ସାହୁ । ଗତବର୍ଷ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ-ନିର୍ବାଚନରେ ସେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ।  । ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ...
video

ଚାରିବର୍ଷ ହେଲାଣି କୋଉଠି ଥିଲେ ଶ୍ରୀକାନ୍ତ

ବିଜେଡି ଦୁଇଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରିଆସୁଛି ଏବଂ ଦଳର ସୁପ୍ରିମୋ ଏକଥା ବାରମ୍ବାର କହିସାରିଛନ୍ତି. ତେଣୁ କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନାଙ୍କ ଅଭିଯ଼ୋଗର କୌଣସି ଆଧାର ନାହିଁ ବୋଲି ବିଜେଡି ସାଂସଦ ତଥା...
video

କୁମ୍ଭମେଳାରେ ଆଶୀର୍ବାଦ ଦେଉଛନ୍ତି ମୀରା କିନ୍ନର

ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭମେଳା ଆରମ୍ଭ ହୋଇସାରିଛି. ଜାନୁୟାରୀ 15 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା 45 ଦିନ ଧରି ଚାଲିବ. ଦୀର୍ଘ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସାଧୁସନ୍ଥମାନଙ୍କ ଭିଡ...
video

ଦଳରୁ ବହିଷ୍କୃତ ହେବା ପରେ ଶ୍ରୀକାନ୍ତଙ୍କ ବିଷୋଦଗାର

ଦଳବିରୋଧୀ ଓ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ ହେବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା. ଆଜି ଏକ ପ୍ରେସମିଟରେ କଂଗ୍ରେସ ବିରୋଧରେ ସେ ବିଷୋଦଗାରଣ କରିଛନ୍ତି. ଖଣି ମାଫିଆଙ୍କ ହାତରେ...
video

କେବେ ଚେତିବ ରେଳ ବିଭାଗ ?

ଶନିବାର ସକାଳ ପ୍ରାୟ ୭.୩୦ ସମୟରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଶହ ଶହ ଲୋକଙ୍କ ଜୀବନ . ପୁରୀ ମାଳତିପଡା ଲେବୁଲ କ୍ରସିଂ ପାଖରେ ପୁରୀ-ତପସ୍ୱିନୀ ଏକ୍ସପ୍ରେସ ଯିବା ସମୟରେ ରେଳ ଫାଟକ ସଂପୂର୍ଣ୍ଣରୂପେ ଖୋଲାଥିବା ନଜର ଆସିଛି....

ବଢିଲା ବାର୍ଦ୍ଧକ୍ୟ ଭତ୍ତା

ବଢିଲା ବାର୍ଦ୍ଧକ୍ୟ ଭତ୍ତା । ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ପାଇବେ ୫୦୦ ଟଙ୍କା । ୫୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ୭୦୦ ଟଙ୍କା ପାଇବେ ।...
- Advertisement -

Latest article

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...

How Daytonaspin Protects Against Account Hacks

Contents1. Mandatory Two-Factor Authentication (2FA)2. Advanced Encryption and Data Handling Protocols3. Proactive Account Monitoring and Alerts4. The KYC Verification Process: A Protective Barrier5. Your...

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ...