ଭିଲିଆନଙ୍କ ଗାଲରେ ଶକ୍ତ ଚାପୁଡା ଦେଲେ ନିର୍ଦ୍ଦେଶକ
ସୁଟିଂ ସେଟରେ ଭିଲିୟାନଙ୍କ ଗାଲରେ ଶକ୍ତ ଚାପୁଡା । ସିନେମାର ହିରୋ ନୁହେଁ, ଖୋଦ ନିର୍ଦ୍ଦେଶକ ଏମିତି ଶକ୍ତ ଚାପୁଡା ମାରିଛନ୍ତି । ଏମିତି ଦୃଶ୍ୟ ଦେଖି ସମସ୍ତେ ତାଜୁବ୍ । ହଠାତ୍ କଣ ହେଲା ଯେ, ନିର୍ଦ୍ଦେଶକ ଏମିତି...
ପୁତ୍ର ସନ୍ତାନର ମା’ ହେଲେ କମେଡିଆନ ଭାରତୀ
ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି କମେଡିଆନ ଭାରତୀ । ତାଙ୍କ ସ୍ୱାମୀ ହର୍ଷ ଲିମ୍ବୋଚିୟା ଏହି ଖବର ସୋସିଆଲ ସାଇଟରେ ସେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି...
ଅନଲାଇନ୍ରେ ଲିକ୍ ହେଉଛି ‘କାଶ୍ମୀର ଫାଇଲ୍ସ’
ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଦେଶରେ ବିବାଦ ଚାଲିଛି । ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ଏହି ଫିଲ୍ମ । କିନ୍ତୁ ଏବେ ଏହି ଫିଲ୍ମ ଅନଲାଇନରେ ଲିକ୍ ହେବାରେ ଲାଗିଛି । ଦର୍ଶକ ଏହାକୁ ଖୁବ୍...
ପ୍ରଥମ ଦିନରୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ
କରୋନା ପାଇଁ ବନ୍ଦ ହୋଇପଡିଥିବା ହଲକୁ ଛୁଟୁଛି ଦର୍ଶକଙ୍କ ସୁଅ । ରିଲିଜ ହୋଇଛି ଫିଲ୍ମ ‘କାଶ୍ମୀର ଫାଇଲସ’ । କେମିତି କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜର ଜନ୍ମମାଟି ଛାଡିବାକୁ ପଡିଥିଲା । ଆଖି ସାମ୍ନାରେ ପରିବାର ଲୋକଙ୍କୁ କେମିତି...
ଅର୍ଜୁନ କପୁର କରୋନା ପଜିଟିଭ୍ ଚିହ୍ନଟ
ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବାପରେ ଦୁଇ ଜଣ ଏବେ କ୍ୱାରେଣ୍ଟିନରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ...
ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ସମନ
ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ । ପାନାମା ପେପର୍ସ ଲିକ୍ ମାମଲାରେ ସମନ କରିଛି ଇଡି । ପୂର୍ବରୁ ମଧ୍ୟ ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ଦୁଇ ଥର ଡାକିଥିଲା ଇଡି । ଦୁଇଥର ନୋଟିସକୁ ସ୍ଥଗିତ କରିବା...
ସେଲିବ୍ରିଟିଙ୍କ ସହ ଫଟୋ ଦେଖାଇ ଠକୁଥିଲା
ଠକ ସୁକେଶ ଚନ୍ଦ୍ରଶେଖର ଜାଲରେ ଅନେକ ବଲିଉଡ ସୁନ୍ଦରୀ ପଡିଛନ୍ତି । ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସମେତ ସୁକେଶ ଚନ୍ଦ୍ରଶେଖରଙ୍କ ଫଟୋ ଭାଇରାଲ ହେବା ପରେ ଜ୍ୟାକଲିନଙ୍କୁ ଇଡି ପଚରାଉଚରା କରିଛି । ତେବେ କେବଳ ଜ୍ୟାକଲିନ୍ ନୁହେଁ ନୋରା ଫତେହୀଙ୍କ...
୯ରେ ବିବାହ, ମଣ୍ଡପକୁ ହେଲିକପ୍ଟରରେ ଆସିବେ ବର-କନ୍ୟା
ହାତକୁ ଦି ହାତ ହେବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ । ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଏହି ଚର୍ଚ୍ଚିତ ଯୋଡି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...
କୋଭିଡ ପରେ ବକ୍ସ ଅଫିସରେ ବଡ ହିଟ୍ ଫିଲ୍ମ
ଅକ୍ଷୟ-କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ ଧମାଲ ମଚାଉଛି । ଭାରତରେ ୧୫୦ କୋଟି ବକ୍ସ ଅଫିସ କଲେକ୍ସନ କରିଛି ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଗତକାଲି ରବିବାର ୧୦ କୋଟି ଟଙ୍କା ରୋଜଗାର କରିବା ପରେ...
ସ୍ବାମୀ କଣ କରୁଥିଲେ. କିଛି ଜାଣିନି
ସ୍ବାମୀ କଣ କରୁଥିଲେ, ମୁଁ କିଛି ଜାଣିନି । ମୁମ୍ବାଇ ପୋଲିସକୁ ଏମିତି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଅଶ୍ଳୀଳ ଓ ନଗ୍ନ ଚଳଚ୍ଚିତ୍ର ନିର୍ମାଣ କରି ମୋବାଇଲ ଆପରେ ଛାଡୁଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟବସାୟୀ...



















