ଗୁଗୁଲ କର୍ମଚାରୀ କରୋନା ଆକ୍ରାନ୍ତ
ବାଙ୍ଗାଲୋର :ଏବେ କରୋନା ତାଲିକାରେ ଜଣେ ଗୁଗୁଲର କର୍ମଚାରୀ । ଗୁଗୁଲର ବାଙ୍ଗାଲୋର ଅଫିସରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତାଙ୍କର ରକ୍ତ ନମୁନା ପଜିଟିଭ ଆସିଛି ବୋଲି ଗୁଗୁଲ ସ୍ପଷ୍ଟ କରିଛି । ସମ୍ପୃକ୍ତ...
ଶ୍ରୀମନ୍ଦିର ପ୍ରଶାସନ ୟେସ ବ୍ୟାଙ୍କରେ ଟଙ୍କା ରଖିଥିବା କହିଲେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର : ମହାପ୍ରଭୁଙ୍କ ଟଙ୍କାକୁ ୟେସ ବ୍ୟାଙ୍କରେ ରଖିବାକୁ ନେଇ ଗତକାଲି ଗୃହରେ ଦେଖାଦେଇଥିଲା ତାତି I ଫଳରେ ଗୃହ ମୁଲତବୀ ରହିଥିଲା I କଂଗ୍ରେସ ବିଧାୟକମାନେ ଶ୍ରୀମନ୍ଦିର ଟଙ୍କାକୁ କିଏ ଘରୋଇ ୟେସ ବ୍ୟାଙ୍କରେ ରଖିଥିଲା ବୋଲି...
ବିଶ୍ୱ ମହାମାରୀ ଘୋଷିତ ହେଲା କରୋନା
ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଯାହା କି ବିଶ୍ୱବାସୀଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନଜରରେ ରଖି କରୋନାକୁ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ବିଶ୍ୱ...
କେରଳରେ କରୋନାକୁ ନେଇ ହାଇଆଲର୍ଟ ଜାରି
ତିରୁବନନ୍ତପୁରମ: କରୋନା ଭୂତାଣୁକୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି I ଏହି ଭୂତାଣୁରେ ଏବେ ସାରା ବିଶ୍ୱ କବଳିତ,ଯାହା ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଦେଇଛି I ଏହି ଭୟଙ୍କର ଭୂତାଣୁ ଏବେ 93ରୁ ଅଧିକ ରାଷ୍ଟ୍ରକୁ ବ୍ୟାପି ସାରିଲାଣି...
ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତିକୁ ସୁଧାରିବ ଏସବିଆଇ
ନୂଆଦିଲ୍ଲୀ:ୟେସ୍ ବ୍ୟାଙ୍କର 49% ଅଂଶଧନ କିଣିବ ଏସବିଆଇ I ୟେସ୍ ବ୍ୟାଙ୍କର ଦେବାଳିୟା ସ୍ଥିତିରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଶନିବାର ଏକ ଆକ୍ସନ ପ୍ଲାନ ଜାରି କରିଛି I ଏହି ପ୍ଲାନରେ ଏସବିଆଇ ଏଥିରେ ଟଙ୍କା...
ଟ୍ରାକ୍ଟରକୁ ପିଟିଲା ସ୍କର୍ପିଓ : ଚାଲିଗଲା 11 ଜୀବନ
ମୁଜାଫରପୁର : ବିହାର ମୁଜାଫରପୁର ଜିଲ୍ଲାର କାଣ୍ଟିଥାନା ଅଞ୍ଚଳରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ 11ଜଣଙ୍କର ମୃତ୍ୟୁ ହୋଇଛି I ଅନ୍ୟ 4ଜଣ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି...
ଭାରତରେ ୨୮ କରୋନା ପଜିଟିଭ
ନୂଆଦିଲ୍ଲୀ : କରୋନା ଧିରେ ଧିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି I ଭାରତରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ମଧ୍ୟ ବଢିବାରେ ଲାଗିଲାଣି I ଏଯାବତ ଭାରତରେ 28ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ଆଜି କେନ୍ଦ୍ର...
ଗିରଫ ହେଲା ଶାହରୁଖ
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ପୁଲିସ ଉପରକୁ ଗୁଳି ଚଳାଇଥିବା ଦୁର୍ବୁତ୍ତ ଶାହରୁଖ ଗିରଫ I ଉତ୍ତର ପ୍ରଦେଶର ବରେଲିରୁ ଦିଲ୍ଲୀର କ୍ରାଇମବ୍ରାଞ୍ଚ ପୋଲିସ ମହମ୍ମଦ ଶାହରୁଖକୁ ମଙ୍ଗଳବାର ଗିରଫ କରିଛି I ଗତ ସପ୍ତାହ ଦିଲ୍ଲୀ ହିଂସାକାଣ୍ଡରେ...
ସୋସିଆଲ ମିଡିଆ ଛାଡିବେନି ମୋଦୀ
ନୂଆଦିଲ୍ଲୀ : ସୋସିଆଲ ମିଡିଆ ଆକାଉଣ୍ଟ ଛାଡିବେନି ମୋଦୀ । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଛାଡିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ତେବେ ଏହି ସସପେନ୍ସ ଉପରୁ ପର୍ଦ୍ଦା ଉଠାଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦୀ ।...
ପୁଣି ଟଳିଲା ଫାଶି
ପୁଣି ଫାଶି ଦିନ ଟଳିଲା I ଆସନ୍ତାକାଲି ସକାଳେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଚାରି ଦୋଷୀଙ୍କୁ ଫାଶି ଦେବାକୁ ଦିନ ଧାର୍ଯ଼୍ୟ ହୋଇଥିବାବେଳେ ଆଜି ପୁଣିଥରେ ଦିଲ୍ଲୀ ପଟିଆଲା କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଆଦେଶକୁ ଘୁଞ୍ଚାଇଦେଇଛନ୍ତି I...


















