31.1 C
Bhubaneswar
Monday, November 16, 2026
-Advertisement-

ଇସ୍ରୋର ଆଉ ଏକ ରେକର୍ଡ

ଶ୍ରୀହରିକୋଟା : ମହାକାଶ ବିଜ୍ଞାନ କ୍ଷେତ୍ରରେ ଇସ୍ରୋର ଆଉ ଏକ ରେକର୍ଡ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ୱନ ମହାକାଶ ଗବେଷଣା କେନ୍ଦ୍ରରୁ ମହାକାଶରୁ ସଫଳତାର ସହ ଉତକ୍ଷେପିତ ହୋଇଛି ରିସାଟ୍-2BR1 । ଇସ୍ରୋ ଦ୍ୱାରା ପ୍ରସ୍ତୁତ ଏହି...

ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀର ରାଣୀ ଝାନସି ରୋଡରେ ଥିବା ବ୍ୟାଗ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣଙ୍କ ମୃତ୍ୟୁ ହୋଇଛି | ତେବେ ଆଗକୁ ମଧ୍ୟ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି | ସେପଟେ ଏହି...

ଦେଶ ପାଇଁ ଅତି ଭୟାନକ

ଯାହା ହେଲା, ଦେଶ ପାଇଁ ଅତି ଭୟାନକ. ନ୍ୟାୟିକ ପ୍ରକ୍ରିୟାରେ ଦୋଷୀକୁ ଦଣ୍ଡ ମିଳିବା ଦରକାର. ଆଇନକୁ ହାତକୁ ନେବା ଠିକ୍ ନୁହେଁ. ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟର କରିବା ପରେ ଏମିତି ପ୍ରତିକ୍ରିୟା...

ଦଶଦିନରେ ନ୍ୟାୟ

ଅତି ଭୟଙ୍କର ଭାବେ ଡାକ୍ତର ରେଡ୍ଡୀଙ୍କୁ ଗଣଦୁଷ୍କର୍ମ କରିବା ପରେ ନିଆଁ ଲଗାଇ ପୋଡି ମାରିଦେଇଥିଲେ ଚାରିଜଣ ଅପରାଧୀ. ସମଗ୍ର ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା. ତେଲେଙ୍ଗାନା ପୋଲିସ ସେମାନଙ୍କୁ ଗିରଫ କଲା ଏବଂ ଏନକାଉଣ୍ଟର...

ଶୁଣାଣୀ ପାଇଁ କୋର୍ଟକୁ ଯାଉଥିବା ବେଳେ ପୀଡିତାଙ୍କୁ ନିଆଁ ଲଗାଇଦେଲେ

ଗଣଦୁଷ୍କର୍ମକୁ ନେଇ ପୁଣି ବର୍ବରତା. ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗତ ମାର୍ଚ୍ଚମାସରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପୀଡିତାଙ୍କୁ ଆଜି ପାଞ୍ଚଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି. ପୀଡିତାଙ୍କ ଶରୀରର ଷାଠିଏ ସତୁରୀ ଭାଗ ପୋଡି ଯାଇଥିବା...

ବିକ୍ରମ ଲ୍ୟାଣ୍ଡରର ସନ୍ଧାନ ମିଳିଲା

ଚଦ୍ରାଂୟନ ୨ ବିକ୍ରମ୍ ଲ୍ୟାଣ୍ଡରର ସଂଧାନ ମିଳିିଛି । ଜୁଲାଇ ୨୨ରେ ଇସ୍ରୋ ପକ୍ଷରୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରାୟନ ୨ କୁ ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରାଯାଇଥିଲା । ମାତ୍ର ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିବା ପାଇଁ ନିର୍ଦ୍ଧାରିତ ସମୟର...
video

ଆକାଶରୁ ବର୍ଷା ହେଲା ଟଙ୍କା

ହଠାତ ଆକାଶରୁ ଟଙ୍କା ବର୍ଷା । ବଣ୍ଡଲ ବଣ୍ଡଲ ୨୦୦୦ , ୫୦୦ ଓ ୧୦୦ ଟଙ୍କିଆ ନୋଟକୁ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ । ଘଟଣାଟି ହେଉଛି କଲିକତାର କେନ୍ଦ୍ରିୟ ବ୍ୟାପାର ଜିଲ୍ଲାର ଏକ ବିଲ୍ଡିଂର ।...
video

ପ୍ରକୃତ ଜୀବନ ସାଥୀ

ଦୁଇ ଜଣଙ୍କ ଭିତରେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ । ସାତ ଜନ୍ମ ଏକାଠି ରହିବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ । ଆଉ ଏହାକୁ ସତ ଭାବେ ପ୍ରମାଣ ବି କରିଛନ୍ତି କେରଳ ସାନ ଇବ୍ରାହିମ ବାଦଶାହା...

ମିଗ୍-29k ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଗୋଆରେ ବାୟୁସେନାର ମିଗ୍-29k ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିବା ଦୁଇ ପାଇଳଟକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରଶିକ୍ଷଣ ବେଳେ ମିଗ୍-29k ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ।

ବଢିଲା ଅଯୋଧ୍ୟା ମାମଲାରେ ଶୁଣାଣି କରୁଥିବା ୫ ଜଷ୍ଟିସଙ୍କ ସୁରକ୍ଷା ବ୍ୟବସ୍ଥା

ବହୁ ଚର୍ଚ୍ଚିତ ଅତି ସମ୍ଵେଦନଶୀଳ ଅଯୋଧ୍ୟା ମାମଲାର ପ୍ରକାଶ ପାଇଛି ଐତିହାସିକ ରାୟ | ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି | ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ.ଏ.ବୋବଡେ, ଜଷ୍ଟିସ୍ ଏସ୍...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...