ନୂଆବର୍ଷ ଦିନ ଭାରତରେ ଜନ୍ମ ନେଲେ ସର୍ବାଧିକ ଶିଶୁ
2019 ବର୍ଷ ଆରମ୍ଭରେ ୟୁନିସେଫ୍ (United Nations Children's Fund) ଯେଉଁ ତଥ୍ୟ ଦେଇଛି ଆପଣ ତାକୁ ଶୁଣିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ. ନୂଆବର୍ଷର ପ୍ରଥମ ଦିନରେ ସାରା ବିଶ୍ୱରେ ପ୍ରାୟ 395,000 ଶିଶୁ ଜନ୍ମ ନେଇଥିବା ୟୁନିସେଫ୍ ସୂଚନା...
୧୦ଟି ପ୍ରଶ୍ନର ଉତ୍ତରରେ କଣ କହିଲେ ମୋଦି ?
ରାଫେଲଠୁ ରାମ ମନ୍ଦିର, ତିନ୍ ତଲାକଠୁ ସାବରିମାଳା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.
ରାଫେଲ ଡିଲରେ ସମସ୍ୟା କଣ ?
ମୋଦି - ରାଫେଲକୁ ନେଇ ଯାହାବି ଆରୋପ ରହିଛି, ତାହା ବ୍ୟକ୍ତିଗତ ନୁହେଁ. ବିରୋଧୀ...
ଶସ୍ତାରେ ମିଳିବ ଏହି ସବୁ ସାମଗ୍ରୀ
୧୭ଟି ବ୍ୟବହାରକାରୀ ଜିନିଷ ଉପରେ ଜିଏସଟି ହ୍ରାସ କରାଯାଇଛି. ଜିଏସଟି କାଉନସିଲ ବୈଠକରେ କେତେକ ସାମଗ୍ରୀରୁ ଜିଏସଟି ହ୍ରାସ କରିବାକୁ ନିଆଯାଇଥିବା ନିଷ୍ପତ୍ତି, ଆଜି ଠାରୁ କାର୍ଯ୍ୟକାରୀ ହେବ. ସେଥାପାଇଁ ଏହି ସାମଗ୍ରୀକୁ ଲୋକମାନେ ଶସ୍ତାରେ ପାଇପାରିବେ.
ଯାହାଭିତରେ ୩୨ ଇଞ୍ଚ...
ଲୋକସଭା ନିର୍ବାଚନ ଲଢିବେ ପ୍ରକାଶ
ଆଗାମୀ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ଅଭିନେତା ପ୍ରକାଶ ରାଜ୍. ନୂଆବର୍ଷରେ ରାଜନୀତି ରାଇଜକୁ ଓହ୍ଲାଇବେ ବୋଲି ସେ ଘୋଷଣା କରିଛନ୍ତି. ଏହାଛଡା ଆଗାମୀ ଲୋକସଭା ନିର୍ବାଚନରେ ପ୍ରକାଶ ଲଢିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି. ଏ ନେଇ ପ୍ରଥମେ...
ଏଣିକି ସ୍କୁଲରେ ଚଳିବନି ‘ପ୍ରେଜେଣ୍ଟ ସାର୍’
ଗୁଜୁରାଟରେ ନୂଆ ବର୍ଷ ପାଇଁ ସ୍କୁଲରେ ଜାରି ହୋଇଛି ନୂଆ ନିୟମ. ତେବେ ନୂଆ ନିୟମଟି ହେଲା ଏଣିକି ପିଲା ସ୍କୁଲରେ ଆଟେଣ୍ଟଡାନ୍ସ ପକାଇବା ସମୟରେ ‘ୟେସ୍ ସାର୍’ କି ‘ପ୍ରେସେଣ୍ଟ ସାର୍’ ଆଉ କହିପାରିବେନି. ତା ବଦଳରେ ‘ଜୟ...
101 ବର୍ଷ ବୟସରେ ବିକୁଛନ୍ତି ଚା’
ଅଭିନେତା ଅନୁପମ୍ ଖେର୍ ନିଜ ଟ୍ୱିଟର ଆକାଉଣ୍ଟରେ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଜଣେ 101 ବର୍ଷ ବୟସର ବୃଦ୍ଧା, ଚା ବିକୁଥିବା ନଜର ଆସିଛନ୍ତି. ଅନୁପମଙ୍କ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ର ଟ୍ରେଲର...
ବିଗ ବସ-୧୨ ୱିନର
ବିବାଦୀୟ ରିଆଲିଟି ସୋ’ ବିଗ ବସ-୧୨ ଟ୍ରଫିର ବିଜୟିନୀ ହୋଇଛନ୍ତି ଦୀପିକା କକ୍କର । ୧୫ ସପ୍ତାହଧରି ଚାଲିଥିବା ଏହି ସୋ’ ରବିବାର ଶେଷ ହୋଇଛି । ଆଉ ଏଥିରେ ବାଜି ମାରିଛନ୍ତି ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର ଆକ୍ଟ୍ରେସ...
ବିଜେପିର ‘ନମୋଃ ମନ୍ତ୍ର’
ତିନୋଟି ରାଜ୍ୟରେ ପରାଜୟ ପରେ ଆଗକୁ ଥିବା ଲୋକସଭା ନିର୍ବାଚନକୁ 2014 ବର୍ଷ ଭଳି ଦୋହରାଇବାକୁ ‘ନେଶନ ବେଦ ନମୋଃ’ ଓ ‘ପ୍ରଥମ ଭୋଟ ମୋଦିଙ୍କ ନାମ’ ମାଧ୍ୟମରେ ବିଜେପି ଯୁବଗୋଷ୍ଠୀ ଓ ପ୍ରଥମଥର ପାଇଁ ଭୋଟ ଦେଉଥିବା ନାଗରିକଙ୍କୁ...
ପୁଲୱାମାରେ ଏନକାଉଣ୍ଟର, 4 ଆତଙ୍କବାଦୀ ନିହତ
ଶନିବାର ସକାଳେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ରାଜପୋରାରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଫଳରେ 4 ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ 16 ଜଣ ଆହତ ହୋଇଥିବା ସୂଚନା ମିଳିଛି. ମାତ୍ର...
ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ନେଇ ସାଂସଦଙ୍କ ଶିବ ବେଶ
ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ପାର୍ଲାମେଣ୍ଟ ସମ୍ମୁଖରେ ଟିଡିପି ସାଂସଦ ଶିବ ବେଶରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏମ୍ପି ନରମାଲ୍ଲୀ ଶିବ ପ୍ରସାଦ ଶୁକ୍ରବାର ଏଭଳି ବେଶରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନ୍ ଦେବା...










