10 ବର୍ଷ ପରେ ବ୍ରିଟିଶ ଏୟାରୱେଜ୍ ର ପାକିସ୍ତାନକୁ ଉଡାଣ
ଦୀର୍ଘ ଦଶ ବର୍ଷ ପରେ ବ୍ରିଟିଶ୍ ଏୟାରୱେଜ ପାକିସ୍ତାନକୁ ଉଡାଣ ଭରିବାକୁ ଯାଉଛି. ତେବେ ପାକିସ୍ତାନକୁ ବ୍ରିଟିଶ ଏୟାରୱେଜର ଏହି ସେବା ଆସନ୍ତା ଜୁନ 15 ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି. ତେବେ ଏହି ସେବାରେ ବୋଇିଂ...
ବିନା ଏଲପିଜିରେ ଜଳିବ ଚୁଲ୍ଲା
ଏଣିକି ବିନା ଏଲପିଜିରେ ମଧ୍ୟ ଜଳିବ ଚୁଲ୍ଲା. ହଁ, ଆଗକୁ ଆସୁଥିବା ଦିନରେ ରୋଷେଇ କରିବା ପାଇଁ ଆଉ ଦରକାର ହେବନି ଏଲପିଜି ଗ୍ୟାସ ସିଲିଣ୍ଡର. ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏକ ବିଶେଷ ଧରଣର ବ୍ୟବସ୍ଥା କରାଯାଉଛି. ନୀତି...
ଇସ୍ତଫା ଦେଲେ ସଜ୍ଜନ
ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର କଂଗ୍ରେସ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି । ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ଓ ୫ ଜଣଙ୍କୁ ହତ୍ୟା ପାଇଁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ...
ବରିଷ୍ଠ ନେତାଙ୍କୁ ଆଜୀବନ କାରାଦଣ୍ଡ
ସଜ୍ଜନ କୁମାରଙ୍କୁ ଆଜୀବନ କାରଦଣ୍ଡ । ଆଇନ ଆଖିରେ ଦୀର୍ଘ ଦିନ ହେଲା ଧୂଳି ଦେଇ ଆସୁଥିବା କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାର ଶେଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୮୪ ମସିହାରେ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟରେ ୫ ଜଣ...
13 ବର୍ଷ ବୟସରେ ସଫ୍ଟୱେୟାର କମ୍ପାନୀର ମାଲିକ !
ହଁ, 13 ବର୍ଷ ବୟସରେ ନିଜେ ଏକ ସଫ୍ଟୱେୟାର କମ୍ପାନୀର ମାଲିକ. ଏହି କଥା ଶୁଣି ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହେଉଥିବେ. ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଏହା ସଂପୂର୍ଣ୍ଣରୂପେ ସତ. କେରଳର ଆଦିଥ୍ୟାନ ରାଜେଶ, ଯିଏ ଦୁବାଇରେ ନିଜର...
କଂଗ୍ରେସ ଗଡରେ କଂଗ୍ରେସ ଉପରେ ବର୍ଷିଲେ ମୋଦି
କଂଗ୍ରେସର ଗଡ କୁହାଯାଉଥିବା ଉତ୍ତରପ୍ରଦେଶ ରାୟବରେଲିରେ ଦିନିକିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ଗର୍ଜିଛନ୍ତି । ୧୧୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ଅବସରରେ ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା...
ସୋସିଆଲ ମେସେଜ ଦେବ ‘ଦିଲ୍ଲୀ ବସ୍’
ନିର୍ଦ୍ଦେଶକ ଶରୀକ ମିନହାଜ ଦିଲ୍ଲୀର ନିର୍ଭୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରୁଛନ୍ତି । ଏହି ଫିଲ୍ମର ନାଁ ରଖିଛନ୍ତି ‘ଦିଲ୍ଲୀ ବସ୍’ । ଶରୀକ କହିଛନ୍ତି ଯେ, ତାଙ୍କର ଏହି ଅପକମିଂ ଫିଲ୍ମ ଦିଲ୍ଲୀର ଗଣବଳାତ୍କାରର ଶିକାର ହୋଇଥିବା...
ସିନ୍ଧୁଙ୍କୁ ପ୍ରଥମ ୱାର୍ଲ୍ଡ ଟୁର୍ ଟାଇଟଲ
ଭାରତୀୟ ମହିଳା ବ୍ୟାଡମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ ନିଜ କ୍ୟାରିୟରର ପ୍ରଥମ ପାହାଚ ଚଢି ବିଡବ୍ଲୁଏଫ୍ ୱାର୍ଲ୍ଡ ଟାଇଟଲ ହାସଲ କରିଛନ୍ତି. ଚାଇନାର ଗୋଆଙ୍ଗଝଠାରେ ଅନୁଷ୍ଠିତ ହୋଇଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜାପାନର ନୋଜାମି ଓକାହାରାଙ୍କୁ 1 ଘଣ୍ଟା 2ମିନିଟରେ...
ଟ୍ରେନ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା
ଦିଲ୍ଲୀ ମୁଗଲକାବାଦ ଓ ହରିୟାଣା ପଲବଲ ମଧ୍ୟରେ ନିର୍ମାଣ ହେଉଛି ଚତୁର୍ଥ ରେଳ ଲାଇନ. ଏଥିପାଇଁ ନ୍ୟୁ ଫରିଦାବାଦରେ ନନ୍ ଇଣ୍ଟରଲକିଂର କାମ କରିବା ପାଇଁ ଡିସେମ୍ବର 22 ଓ 23 ତାରିଖରେ ସେହି ମାର୍ଗରେ ସମସ୍ତ ରେଳ ଚଲାଚଳକୁ...
ସୋନିଆଙ୍କ ଗଡରେ ଦମ୍ ଦେଖାଇବେ ମୋଦି
ରାଫେଲ ଯୁକ୍ତି ମାମଲାରେ ସୁପ୍ରିମକୋର୍ଟରୁ କ୍ଲିନଚିଟ୍ ମିଳିବା ପରେ ବିଜେପି ଏବେ ଅଧିକ ସକ୍ରିୟ ହୋଇଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ରାଜନୈତିକ ଗଡ ରାଏବରେଲି ଗସ୍ତ କରି ୧୧୦୦ କୋଟି...








