ପତଞ୍ଜଳି ଉତ୍ପାଦ ଉପରେ ରୋକ୍
ପତଞ୍ଜଳି ଗ୍ରୁପର ଏକ ଉତ୍ପାଦର ବିଜ୍ଞାପନ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ. ହିନ୍ଦୁସ୍ଥାନ ୟୁନିଲିବର ପତଞ୍ଜଳିର ଏକ ଉତ୍ପାଦ ଉପରେ ରୋକ୍ ଲଗାଇବା ପାଇଁ କହିଥିବା ସୂଚନା ମିଳିଛି. ଫଳରେ ସେହି ଉତ୍ପାଦ ଉପରେ ବିଜ୍ଞାପନ ନ କରିବା ପାଇଁ...
ମହାକାଶରେ ଅଗ୍ନି-4
ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପର 4 ନମ୍ବର କେନ୍ଦ୍ରରୁ ଅଗ୍ନି-4 ର ସଫଳ ଉତକ୍ଷେପଣ କରି ଆଉ ଏକ ଇତିହାସ ରଚିଛି ଇସ୍ରୋ. ରବିବାର ସକାଳ 8.30 ମିନିଟରେ ଏହାକୁ ମହାକାଶକୁ ଉତକ୍ଷେପଣ କରାଯାଇଛି. 20 ମିଟର ଲମ୍ବ ବିଶିଷ୍ଟ...
ଶସ୍ତା ହେବ ସିମେଣ୍ଟ, କଂପ୍ୟୁଟର, ଭିଡିଓ ଗେମ୍ … ଖସିଲା ଜିଏସଟି ସ୍ଲାବ୍
ଶେଷରେ ସରକାର ଚଢା ଟିକସରେ ଟିକେ କୋହଳ କରିବାକୁ ନିଷ୍ପତ୍ତି ନେଲେ. ଶନିବାର ବସିଥିବା ଜିଏସଟି କାଉନସିଲ ବୈଠକରେ 33ଟି ସାମଗ୍ରୀ ଉପରେ ଦର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି. ଯେଉଁ ସବୁ ଦ୍ରବ୍ୟ ଉପରେ ପୂର୍ବରୁ 28, 18...
ବିଳମ୍ବରେ ଆତ୍ମସମର୍ପଣ ପାଇଁ ସଜ୍ଜନଙ୍କ ଆବେଦନ ଖାରଜ
1984 ମସିହାରେ ଶିଖି ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଜ୍ଜନ କୁମାର ଆତ୍ମ ସମର୍ପଣରେ ବିଳମ୍ବ ପାଇଁ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ନାକଚ କରିଦେଇଛନ୍ତି. ଯେଉଁଥିରେ ସେ 30 ଜାନୁୟାରୀ ପର୍ଯ୍ୟନ୍ତ ସମୟ ମାଗିଥିବା ଉଲ୍ଲେଖ ରହିଥିଲା....
ଏଣିକି ସୁରକ୍ଷିତ ରହିବନି ଆପଣଙ୍କ ତଥ୍ୟ
ଏଣିକି ଆଉ ସୁରକ୍ଷିତ ରହିବନି ଆପଣ କମ୍ପ୍ୟୁଟରରେ ରଖିଥିବା ସମସ୍ତ ତଥ୍ୟ. କାରଣ ମୋଦି ସରକାର ବର୍ତ୍ତମାନ ଏଭଳି ଏକ ଆଦେଶ ଜାରି କରିଛନ୍ତି, ଯେଉଁଥିରେ ଏବେ, ଯେ କୌଣସି କମ୍ପ୍ୟୁଟର ଡାଟା ମଧ୍ୟରେ ସରକାର ଅତି ସହଜରେ ପ୍ରବେଶ...
୪୨ ଆଇଏଏସ୍ ଅଫିସରଙ୍କ ବଦଳି କଲେ କମଲ ନାଥ
ହାତକୁ ପାୱାର ଆସିବା ପରେ ଏବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଆକ୍ସନ ମୁଡ୍ରେ ଅଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟର ୨୬ ଜିଲାପାଳଙ୍କ ସମେତ ୪୨ ଆଇଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ପ୍ରଶାସନିକସ୍ତରରେ ସୁଧାର ପାଇଁ ଏପରି...
ଗର୍ଭଭଡା ନିୟମ ବିଲକୁ ମଞ୍ଜୁରୀ
ବୁଧବାର ଲୋକସଭାରେ ସେରୋଗେସି ଅର୍ଥାତ ଗର୍ଭଭଡା ନିୟମ ବିଲକୁ ମଞ୍ଜୁରୀ ମିଳିଛି. ଭାରତରେ ଏହି ଗର୍ଭଭଡାକୁ ନେଇ ହେଉଥିବା ବିଭିନ୍ନ ସମସ୍ୟା ଉପରେ ରୋକ୍ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ବିଲ୍ ଗୃହୀତ ହୋଇଛି. ଯାହାଫଳରେ ଅନେକ ଅନୈତିକ...
ଦେଶର ଦ୍ରୁତଗାମୀ ଟ୍ରେନ
ଡିସେମ୍ବର 29 ତାରିଖରୁ ଗଡିବ ଦେଶର ସବୁଠୁ ଦ୍ରୁତଗାମୀ ଏକ୍ସପ୍ରେସ ଟ୍ରେନ-18 . 29 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିବାବେଳେ ଦିଲ୍ଲୀ ଏବଂ ବାରଣାସୀ ମଧ୍ୟରେ ଏହି ଟ୍ରେନ ଚାଲିବ....
682 ଜଣଙ୍କ ଲିଙ୍ଗ ପରିବର୍ତ୍ତନ କରି ମହିଳା ଡାକ୍ତର ଗିରଫ
682 ଜଣଙ୍କ ଲିଙ୍ଗ ପରିବର୍ତ୍ତନ କରି ଚର୍ଚ୍ଚା ଘେରକୁ ଆସିଛନ୍ତି ବେଙ୍ଗାଲୁରୁର ଜଣେ ମହିଳା ଡାକ୍ତର. ତେବେ ଏତେ ଲୋକଙ୍କ ଲିଙ୍ଗ ପରିବର୍ତ୍ତନକୁ ନେଇ ପୋଲିସ ଖୋଳତାଡ କରିବା ଆରମ୍ଭ କରିଛି. ଲିଙ୍ଗ ପରିବର୍ତ୍ତନ ପଛରେ କାମ କରୁଛି ରାକେଟ୍....
GSAT-7Aର ସଫଳ ଉତକ୍ଷେପଣ
ବୁଧବାର ଅପରାହ୍ନ 4ଟା 10 ମିନିଟ୍ ସମୟରେ ଶ୍ରୀହରିକୋଟାର ସତୀଶଧୱନ ରିସର୍ଚ୍ଚ ସ୍ପେଶ କେନ୍ଦ୍ରରୁ କମ୍ୟୁନିକେସନ ସାଟେଲାଇଟ GSAT-7Aର ସଫଳ ଉତକ୍ଷେପଣ କରାଯାଇଛି. ଇସ୍ରୋ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସାଟେଲାଇଟ 8 ବର୍ଷ ପର୍ଯ୍ୟନ୍ତ ଦେଶ ପାଇଁ ସେବା...








