21.1 C
Bhubaneswar
Monday, November 16, 2026
-Advertisement-

ଜେଡିୟୁରେ ସାମିଲ ହେଲେ ପ୍ରଶାନ୍ତ କିଶୋର

ଜେଡିୟୁରେ ସାମିଲ ହେଲେ ପ୍ରଶାନ୍ତ କିଶୋର । ଏନେଇ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା ଯେ, ଆଗାମୀ ଲୋକସଭା ନିର୍ବାଚନ ନେଇ...

କୋଲକାତା ବାଗ୍ରି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର କେନିଙ୍ଗ ଷ୍ଟ୍ରିଟସ୍ଥିତ ବାଗ୍ରି ମାର୍କେଟରେ ଏକ ବଡ ଧରଣର ନିଆଁ ଲାଗିଛି । ଏଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସୁଚନାଅନୁସାରେ ବିଳମ୍ବିତ ରାତି ୨ଟା ୪୫ରେ ପାଞ୍ଚ ମହଲା ବିଶିଷ୍ଟ...

୧୦୨ ବର୍ଷିୟ ମହିଳା ଜିତିଲେ ସ୍ୱର୍ଣ୍ଣ ପଦକ

ଦୃଢ ଇଛା ଶକ୍ତି ଆଗରେ ହାର ମାନେନା ବୟସ । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଭାରତର ୧୦୨ ବର୍ଷୀୟ ବୟୋଜ୍ୟେଷ୍ଠ ମହିଳା ଆଥଲେଟ ମନକୌର । ସେ ୨୦୦ ମିଟର ଦୌଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।...

ସୋସିଆଲ ମିଡିଆ ପାଇଁ ବିମାନ ଦୁର୍ଘଟଣା : ଧନୱା

ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁ ବିମାନ ଦୁର୍ଘଟଣା ହେଉଛି ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ବିଏସ ଧନୱା । ୨୦୧୩ରେ ରାଜସ୍ଥାନରେ ହୋଇଥିବା ଯୁଦ୍ଧ ବିମାନ ଦୁର୍ଘଟଣାର ଏହା ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ତାଙ୍କ...

ଦିଲ୍ଲୀ ଏମସକୁ ସ୍ତାନାନ୍ତର ହେଲେ ଗୋଆ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ଏମସରେ ହେବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚିକିତ୍ସା । କିଛି ମାସ ହେବ ଅସୁସ୍ଥ ଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଚିକିତ୍ସା ପାଇଁ ଅଖିଳ ଭାରତୀୟ ଆୟୁର୍ବିଗ୍ୟାନ ସଂସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଚାର୍ଟଡ...

ଲଜ୍ଜା ! ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

ନାବାଳିକା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ମିଳିବ . ନିକଟରେ କେନ୍ଦ୍ର ସରକାର ଆଇନରେ ସଂଶୋଧନ ଆଣିଛନ୍ତି . ସଂଶୋଧିତ ଆଇନ ଆସିବାର ଦିନ କେଇଟା ହୋଇନି, ହରିଆଣରେ ଏମିତି ଘଟଣାକୁ ନେଇ  ସାରା ଦେଶରେ ଚର୍ଚ୍ଚା . ସିବିଏସଇ ଟପ୍ପର...

ମନ୍ଦିର ଦର୍ଶନ ଥିଲା ଶେଷ ଦର୍ଶନ: ତେଲେଙ୍ଗାନା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 57କୁ ବୃଦ୍ଧି

ମର୍ମନ୍ତୁଦ ଦୁର୍ଘଟଣା । ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ରାଜ୍ୟ ସଡକ ପରିବହନର ଏକ ବସ ଖାତ ଭିତରକୁ ଖସି ପଡିଛି । ବସରେ ଥିବା 57 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ  ହୋଇଛି । ଖବରଅନୁସାରେ ଜିଲ୍ଲାର କୋଣ୍ଡାଗାଟ୍ଟୁ ପର୍ବତ ଉପରେ...

ହାଇଦ୍ରାବାଦ ବମ ବ୍ଲାଷ୍ଟ ମାମଲା : ଦୁଇ ଆତଙ୍କବାଦୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ

ହାଇଦ୍ରାବାଦ ବିସ୍ଫାରଣ ମାମଲାରେ ସୋମବାର ଦୋଷୀଙ୍କୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।  2007 ମସିହାରେ ଭୟଙ୍କର ବିସ୍ଫୋରଣରେ ସଂଶ୍ଳିଷ୍ଟ ଦୁଇ ଜଣ ଅାତଙ୍କବାଦୀଙ୍କୁ ମେଟ୍ରୋପଲିଟାନ୍ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ କୋର୍ଟ ଅନ୍ୟ ଏକ ଆତଙ୍କବାଦୀକୁ ଆଜୀବନ କାରାଦଣ୍ଡ...

ସ୍କୁଲରେ ପାଳନ ହେବ ‘ହାପି ସଟର ଡେ’

ଶନିବାର ବିନା ବ୍ୟାଗରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ହାପି ସଟର ଡେ ଭାବେ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏହି ଦୁଇ ଦିନ ପିଲାମାନଙ୍କୁ କିଛି ସୃଜନାତ୍ମକ ଶିକ୍ଷା ପ୍ରଦାନ...

ବୈବାହିକ ଜୀବନରେ ଅଶାନ୍ତି: ଲିଭିଗଲା ଆଇପିଏସ ଅଧିକାରୀଙ୍କ ଜୀବନ ଦୀପ

୫ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ହାରି ଯାଇଛନ୍ତି ଆଇପିଏସ ଅଧିକାରୀ ସୁରେନ୍ଦ୍ର ଦାସ । ୫ଦିନ ତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁରେନ୍ଦ୍ର । ଗତକାଲି କାନପୁରରେ ଏକ ନର୍ସିଂ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...