21.1 C
Bhubaneswar
Monday, November 16, 2026
-Advertisement-

ତୈଳ ଦର ବୃଦ୍ଧିକୁ ନେଇ ଭାଜପାକୁ ଘେରିଲା ଶିବସେନା

ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶ ଛୁଆଁ ହୋଇଛି । ରବିବାର ସୁଦ୍ଧା ତେଲ ଦର ପାଖାପାଖି ୯୦ ଟଙ୍କା ଛୁଇଁଲାଣି । ଏହାକୁ ନେଇ ସାରା ଦେଶରେ ବିରୋଧୀ ବିକ୍ଷୋଭ ଆରମ୍ଭ କରିଛନ୍ତି । ଅନ୍ୟପଟେ ତୈଳଦର...

ସୁରକ୍ଷା ଦାବିରେ ଡାକ୍ତରଙ୍କ ଅଭିନବ ପ୍ରତିବାଦ

ହାଇଦ୍ରାବାଦସ୍ଥିତ ଓସମୋନିଆ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ସୁରକ୍ଷା ଦାବିରେ ଅଭିନବ ପ୍ରତିବାଦ କରିଛନ୍ତି. ତେଲେଙ୍ଗାନାର ସବୁଠୁ ବଡ ହସ୍ପିଟାଲର ଗୃହ ଅସୁରକ୍ଷିତ ଅବସ୍ଥାରେ ଥିବାରୁ କତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଡାକ୍ତରମାନେ ରୋଗୀଙ୍କୁ ଦେଖିବା ବେଳେ ମୁଣ୍ଡରେ ହେଲମେଟ...

ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ – ସୁପ୍ରିମକୋର୍ଟ

ସମଲିଙ୍ଗୀ ସମ୍ପର୍କ ନେଇ ଗୁରୁବାର ସୁପ୍ରିମକୋର୍ଟ ଦେଇଛନ୍ତି ଐତିହାସିକ ରାୟ । ସର୍ବୋଚ୍ଚ ଅଦାଲତର ୫ ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଛନ୍ତି । ଏହାଦ୍ୱାରା ପ୍ରଚଳିତ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ର...

ସବର୍ଣ୍ଣଙ୍କ ଭାରତ ବନ୍ଦ: ରେଳ ଚଳାଚଳ ଠପ

କେନ୍ଦ୍ର ସରକାରଙ୍କ ଏସସି-ଏସଟି ଆକ୍ଟ ସଂଶୋଧନ ବିରୋଧରେ ବିଭିନ୍ନ ସବର୍ଣ୍ଣ ସଙ୍ଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ହୋଇଛି । ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାରର କେତେକ ଅଞ୍ଚଳରେ...

ସୁପ୍ରିମକୋର୍ଟରେ ରାଫେଲ୍ ଡିଲ୍ : ଆସନ୍ତା ସପ୍ତାହରେ ଶୁଣାଣି

ରାଫେଲ୍ ଡିଲ୍ ବିବାଦକୁ ନେଇ ସରଗରମ ରାଜନୀତି । ଏହି ବିବାଦ ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ । ଡିଲକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ । ଆସନ୍ତା ସପ୍ତାହରେ ଏହି ଆବେଦନର ଶୁଣାଣି ହେବ...

ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି ୩ ମୃତ

ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ଲୋକଙ୍କର କୌଣସି ସୂଚନା ମିଳିପାରିନାହିଁ । ଡଙ୍ଗାରେ ୪୫ ଜଣ ଲୋକ ଥିଲେ । କୂଳରୁ ୨୦୦ ମିଟର ଦୂରରେ...

ଗରିବ ମହିଳାଙ୍କୁ ମିଳିବ ମୋବାଇଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଆଗକୁ ବଢାଇବାକୁ ଏବେ ଏଥିରେ ସହଯୋଗ କରିଛନ୍ତି ରାଜସ୍ଥାନ ସରକାର । ସରକାର ଖୁବଶୀଘ୍ର ଗରିବ ସୀମାରେଖା ତଳେ (ବିପିଏଲ) ଶ୍ରେଣୀରେ ଥିବା ପରିବାରର ମହିଳାମାନଙ୍କୁ ମୋବାଇଲ ଫୋନ ଯୋଗାଇ ଦେବେ...

ପରବର୍ତ୍ତୀ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ!

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନାମ ସୁପାରିଶ କରିଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର । ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଅକ୍ଟୋବର ୧ ତାରିଖରେ ଅବସର ଗ୍ରହଣ କରିବେ । ତାଙ୍କ ପରେ ବିଚାରପତି...

୯ ବର୍ଷ ପରେ ମିଳିଲା ଜାହାଜ

ଏକ ନିଖୋଜ ଜାହାଜର ଖବର ମିଳିଛି । ୯ବର୍ଷ ତଳେ ପ୍ରଶାନ୍ତ ମହାସାଗରରେ ଏହି ଜାହାଜଟି ହଠାତ୍ କୁଆଡେ ଉଭେଇ ଯାଇଥିଲା । ସୈମ୍ ରତାଉଲାଙ୍ଗି ପିବି-୧୬୦୦ ନାମକ ଏହି ଜାହାଜ ଭାରତ ମହାସାଗର ମିଆଁମାର୍ ଉପକୂଳରେ କଳଙ୍କିଲଗା ଅବସ୍ଥାରେ...

୧୦ ଟଙ୍କାରେ ଯୋଗୀ ଥାଳି

ଆହ୍ଲାବାଦରେ ଏବେ ମାତ୍ର ୧୦ ଟଙ୍କାରେ ମିଳିବ ପେଟପୁରା ଖାଦ୍ୟ । ଏହି ଥାଳି ଏବେ ଆର୍ଥିକ ଦୂର୍ବଳ ଶ୍ରେଣୀର ଲୋକମାନଙ୍କୁ ଯୋଗାଇ ଦିଆଯିବ । ଏହି ଯୋଜନାକୁ ରବିବାର ଆଲ୍ଲାବାଦର ମେୟର ଅଭିଳାଷ ଗୁପ୍ତା ଶୁଭାରମ୍ଭ କରିଛନ୍ତି ।...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...