ପତ୍ନୀସୁଖ ପାଇଁ ପୁଅକୁ ମାରିଦେଲା ବାପା
ସାତବର୍ଷର ପୁଅ ସବୁଦିନ ତା ଜେଜେବାପା ଜେଜେମା ପାଖରେ ଶୋଉଥିଲା । ମାତ୍ର ସେଦିନ ପୁଅକୁ ପାଖରେ ଶୁଆଇବା ଡାକିଲେ ବାପା । ଲୋଭ ଦେଖାଇଲେ ରୁମରେ କୁଲର୍ ଅଛି, ଆରାମ ଲାଗିବ ଶୋଇବାକୁ । କୁଲର ଥିବା ରୁମରେ...
ସୁପ୍ରିମକୋର୍ଟଙ୍କ ରାୟ ପରେ ବରିଷ୍ଠ ସଚିବଙ୍କୁ ହଟେଇଲେ କେଜ୍ରିଓ୍ୱାଲ
ସୁପ୍ରିମକୋର୍ଟଙ୍କ ରାୟ ଦିଲ୍ଲୀ ଆପ୍ ସରକାର ପାଇଁ ବଡ ବିଜୟ । ଅମଲାମାନଙ୍କ ବଦଳି ଆଦେଶ କ୍ଷମତା ଦିଲ୍ଲୀ ସରକାରଙ୍କ ହାତରେ ରହିବ ଏବଂ କେନ୍ଦ୍ର ସରକାରଙ୍କ ହାତରେ ଆଇନ ଶୃଙ୍ଖଳା ଦାୟିତ୍ବ ରହିବ । ସୁପ୍ରିମକୋର୍ଟଙ୍କ ଏହି ରାୟ...
ଇମ୍ରାନଙ୍କୁ ଘଣ୍ଟାକ ମଧ୍ୟରେ ହାଜର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମବାଦ ହାଇକୋର୍ଟ ପରିସରରୁ ପାକିସ୍ତାନୀ ରେଞ୍ଜର୍ସ ଯେଉଁଭଳି ଢଙ୍ଗରେ ଉଠାଇ ନେଲେ, ତାକୁ ନାପସନ୍ଦ କରିଛନ୍ତି ପାକ୍ ସୁପ୍ରିମକୋର୍ଟ । ଇମ୍ରାନଙ୍କୁ ଘଣ୍ଟାକ ଭିତରେ କୋର୍ଟରେ ହାଜର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି...
ଜେଲ୍ ଭିତରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟରକୁ ପିଟି ପିଟି ମାରିଦେଲେ
ଜେଲ୍ ଭିତରେ ଥିବା ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିୟାକୁ ପିଟି ପିଟି ମାରିଦେଲେ । ଜେଲ୍ ଭିତରେ ଥିବା ତିଲୁର ବିରୋଧୀ ଗୋଷ୍ଠୀର କଏଦୀମାନେ ଲୁହାରଡରେ ତିଲୁକୁ ପିଟି ପିଟି ମାରିଛନ୍ତି । ଜେଲ୍ କର୍ତ୍ତୃପକ୍ଷ ଗୁରୁ ଅବସ୍ଥାରେ ତିଲୁକୁ...
ମାଫିଆ ଡନ୍ ହତ୍ୟା ପାଇଁ ସୁପାରୀ
ମାଫିଆ ଡନ୍ ଅତିକ ଅହମ୍ମଦକୁ ମାରିବାକୁ ଦିଆଯାଇଥିଲା କି ସୁପାରୀ । ଅତିକକୁ ହତ୍ୟା କରିବାକୁ ଗ୍ୟାଙ୍ଗଷ୍ଟାର ସୁନ୍ଦରଭାଟି ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି । ତେବେ ଅତିକ ଅହମ୍ମଦ ଏବଂ ତାଙ୍କ ତା ଭାଇ ହତ୍ୟାର ମୁଖ୍ୟ...
ଜି-୨୦ ଜନ ଭାଗିଦାରୀ : ସୋଆରେ ଫୁଡ ମିନି ମାରାଥନ ଆୟୋଜିତ
ଭୁବନେଶ୍ୱର, 16/04: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ରବିବାର ଦିନ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି ।
ସୋଆର ବିଭିନ୍ନ ଅନୁଷ୍ଠାନର ସହ...
ମୋଦିଙ୍କ ଉପରେ ବର୍ଷିଲେ କେଜ୍ରିୱାଲ
ଦିଲ୍ଲୀ ମଦ ନୀତି ମାମଲା । ସିବିଆଇ ସମନ ନେଇ କଡା ପ୍ରତୀକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯାଞ୍ଚ ନାଁରେ ଲୋକଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲୋକଙ୍କୁ...
ପଞ୍ଜାବ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ, 4 ମୃତ
ପଞ୍ଜାବର ବାଥିଣ୍ଡାସ୍ଥିତ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ ଘଟି 4 ଜଣଙ୍କ ମୃତ୍ୟୁ ହୋଇଛି । ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିକାଣ୍ଡ ପରେ କ୍ୟୁଇକ ଆକ୍ସନ ଟିମ୍ ଘଟଣାସ୍ଥଳକୁ ସିଲ୍ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି...
ବିଜେପିରେ ମିଶିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ
ପୁଣି କଂଗ୍ରେସକୁ ଝଟକା । କେରଳର ଭେଟେରାନ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀ ଦଳ ଛାଡି ବିଜେପିରେ ମିଶିବାର ଦିନକ ପରେ ପୁଣି କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ...
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ବିଜେପିରେ ମିଶିଲେ
କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର ସମସ୍ତ...

















