ଟିଭି ସିରିଏଲ ଅଭିନେତା ଥାନାରେ ଅଟକ
ପ୍ରେମ କଲେ ପରେ ଯୁବତୀଙ୍କୁ ବିବାହ ପାଇଁ ମନା କରିଦେଲେ । ଏମିତି ଅଭିଯୋଗରେ ଥାନାରେ ଅଟକ ରହିଛନ୍ତି ଅଭିନେତା ସୁମନ । ପାହାଳ ଥାନାରେ ତାଙ୍କୁ ଅଟକ ରଖାଯାଇଛି । ଅନେକ ଓଡିଆ ସିରିଏଲରେ ଅଭିନୟର ଯାଦୁ ଦେଖାଇଥିବା...
ତିନିଦିନ ବର୍ଷିବ ନିଆଁ
ଆଜି ତାତିରେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିବା ପରେ ପାଣିପାଗ ବିଭାଗ ଆହୁରି ତିନିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଆଁ ବର୍ଷିବ ବୋଲି ସତର୍କ କରାଇ ଦେଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା 25 ରୁ 27...
ପାକିସ୍ତାନରେ ଡିଗ୍ରୀ ହାସଲ କଲେ ଚାକିରୀ ମିଳିବନି
ପାକିସ୍ଥାନରେ ଡିଗ୍ରୀ ହାସଲ କରି ଆସିଲେ ଭାରତରେ ଚାକିରୀ ମିଳିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି । ତେଣୁ ଭାରତର ଯୁବାବର୍ଗ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ପାକିସ୍ଥାନରେ ଶିକ୍ଷା ଅଧ୍ୟୟନ...
ନବୀନଙ୍କ ଇଚ୍ଛାରେ ହେବେ ପିସିସି ସଭାପତି
କିଏ ହେବେ କଂଗ୍ରେସର ପିସିସି ସଭାପତି ? ନିରଞ୍ଜନ ଆଉ କଂଗ୍ରେସର ନେତୃତ୍ବ ନେଇ ପାରୁନାହାଁନ୍ତି । ବରଂ ନିରଞ୍ଜନଙ୍କ ନେତୃତ୍ବରେ ଦଳ ଆହୁରି ତଳକୁ ତଳକୁ ଯାଉଛି । ଏଭଳି ସ୍ଥିତିରେ ନିରଞ୍ଜନଙ୍କୁ ହଟାଇ ନୂଆ ପିସିସି ସଭାପତି...
ଆଜିଠୁ ଆଦିବାସୀ ମେଳା
ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀମେଳା ଆରମ୍ଭ ହେବ । ମେଳାରେ ଆଦିବାସୀ ଲୋକକଳା, ପରମ୍ପରା, ସଂସ୍କୃତି ଦେଖିବାକୁ ମିଳିବ । ସଂଧ୍ୟାରେ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ୧୦ ଦିନ ଧରି...
ବାହାଘର ପ୍ରୋସେସନରେ ଟେଣ୍ଟ ମାଲିକକୁ ମାରିଦେଲେ
ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା । ଟେଣ୍ଟ ହାଉସ୍ ମାଲିକଙ୍କୁ ପିଟିପିଟି ହତ୍ୟା କଲେ ଡିଜେ ମାଲିକ । ଏଭଳି କିଛି ଘଟଣା ଘଟିଛି ପୁରୀ ଗୋପ୍ ଥାନା ବାଲି କନ୍ଦଳ ଗାଁରେ । ଗତକାଲି ରାତିରେ ଗୋପ...
ଶାଳୀକୁ ଦୁଷ୍କର୍ମ କରି ପୂର୍ବତନ ସରପଞ୍ଚ ଭିଣୋଇ ଗିରଫ
ସ୍ତ୍ରୀ ଦେହ ଖରାପ ହେଲା ବୋଲି ସମ୍ପର୍କୀୟ ଶାଳୀକୁ ସେବା କରିବା ପାଇଁ ଘରକୁ ଆଣିଥିଲେ ଭିଣୋଇ I ଶାଳୀ ସେବାରେ ସ୍ତ୍ରୀ ଦେହ ଭଲ ହୋଇଗଲା I କିନ୍ତୁ ଭିଣୋଇଙ୍କ ନଜର ପଡିଗଲା ନାବାଳିକା ଶାଳୀର ଦେହ ଉପରେ...
ପୂର୍ବ ଓ ପଶ୍ଚିମ ଦ୍ବାର ଦେଇ କାଳିଆ ଦର୍ଶନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୂଆ ବ୍ୟବସ୍ଥା । ଆସନ୍ତା 29 ତାରିଖରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ । ଭକ୍ତମାନେ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ...
୨ବର୍ଷ ବୟସରେ ଚିତ୍ରକଳାର ଯାଦୁ
ଆନଭି ଅଗ୍ରୱାଲ । ବୟସ ମାତ୍ର ୨ ବର୍ଷ ୫ ମାସ । ହେଲେ କୁନି ବୟସରୁ ଚିତ୍ରକଳା ପ୍ରତି ତାଙ୍କର ରହିଛି ରୁଚି । ଏଯାଏଁ ୩୭ଟି ଶୈଳିରେ ଆଙ୍କିଲେଣି ୭୨ ଟି ପେଣ୍ଟିଂ । ନିଜ ପେଣ୍ଟିଂ...
ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ
ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ । ୫ଜଣ ଲୁଟେରାକୁ କାବୁ କଲା ଖଣ୍ଡଗୀରି ଥାନା ପୋଲିସ । ସେମାନଙ୍କ ଠାରୁ ୩୩ ହଜାର ଟଙ୍କା ଏବଂ ୫ଟି ବାଇକ୍ ଜବତ କରିଛି ପୋଲିସ । ଏହାସହିତ ମାରଣାସ୍ତ୍ର ଜବତ କରାଯାଇଛି...

















