ପିଲା ମରିଗଲେ, ମା ବଞ୍ଚିଗଲା
ପାରିବାରିକ କଳହର ଭୟଙ୍କର ପରିଣତି । ନିଜର ପାଞ୍ଚବର୍ଷର ପୁଅ ଓ ନ ବର୍ଷର ଝିଅକୁ କୂଅକୁ ଠେଲି ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲା ମାଆ । କିନ୍ତୁ ବଞ୍ଚିଗଲା ମା । ଦୁଇଛୁଆଙ୍କୁ କୂଅରୁ ଉଦ୍ଧାର କରି...
ଅକ୍ଟୋବର ପହିଲାରୁ ପାଠପଢା
ଦେଶରେ କୋଭିଡ ସ୍ଥିତିକୁ ଦେଖି ପରୀକ୍ଷା ଏବଂ ନାମଲେଖା ନେଇ ୟୁଜିସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ପହିଲାରୁ...
ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ
ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଗର୍ଭବତୀଙ୍କୁ ଟିକାକରଣ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । କୋୱିନ୍ ଆପରେ ସ୍ୱତନ୍ତ୍ର ସାଇଟରେ ପଞ୍ଜିକରଣ କରିପାରିବେ ଗର୍ଭବତୀ । ରାଜ୍ୟରେ ବର୍ଷକୁ ପ୍ରାୟ୯...
ଅଭିମାନିନୀ ମା’ ଲକ୍ଷ୍ମୀ ଭାଙ୍ଗିବେ ମହାବାହୁଙ୍କ ରଥ
ଆଜି ପବିତ୍ର ହେରା ପଞ୍ଚମୀ । ବିଧି ପରମ୍ପରା ଅନୁସାରେ , ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ...
ଭୁବନେଶ୍ୱରର ଏହି ଅଞ୍ଚଳ ଏବେ ମାଇକ୍ରୋ କଣ୍ଟେନମେଣ୍ଟ
ଖଣ୍ଡଗିରୀ ସତ୍ୟସାଇ ଏନକ୍ଲେଭର ଏଚଆଇଜି-୧୧ରୁ ୬୧କୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି । କିଛି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମସି ଏହି ପଦକ୍ଷେପ ନେଇଛି । ସମ୍ପୃକ୍ତ ଅଞ୍ଚଳରେ ଯିବା ଆସିବା ପରେ କଟକଣା ଜାରି କରାଯାଇଛି...
ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ
ପୁରୀରେ ରଥଯାତ୍ରାବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ ଆରମ୍ଭ ହୋଇଛି ଆଇନଗତ କାର୍ଯ୍ୟାନୁଷ୍ଠାନ । ହରିୟାଣାର ଗୋବିନ୍ଦ କ୍ରିଷ୍ଣା ଦାସ, ଅତୁଲ କ୍ରିଷ୍ଣା ଦାସଙ୍କ ସହ ୧୦ ଜଣ...
ଖୋଲିବ ସ୍ପା, ଜିମ୍, ପରିବହନ ସେବାକୁ ମିଳିଲା ଅନୁମତି
ଘୋଷଣା ହେଲା ଲକ୍ ଡାଉନ ନୂଆ ନିୟମ । ଅଗଷ୍ଟ 1 ତାରିଖ ଯାଏଁ ବଳବତ୍ତର ରହିବ ଆଂଶିକ ଲକଡାଉନ୍ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ, ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିନାହିଁ...
୭ଦିନ ଯାଏଁ ଆନ୍ଦୋଳନ କରିବ ବିଜେପି
ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ନେଇ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ଆଜିଠୁ ୨୦ ତାରିଖ ପର୍ୟ୍ୟନ୍ତ ସପ୍ତାହେ ବ୍ୟାପୀ ସବୁ ବିଦ୍ୟୁତ ଅଫିସ ଆଗରେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।...
ଓ୍ବାସିମ ଜାଫର୍ ଓଡିଶା କ୍ରିକେଟ୍ କୋଚ୍
ଓ୍ବାସିମ ଜାଫରଙ୍କୁ ଓଡିଶା ସିନିଅର କ୍ରିକେଟ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । 43 ବର୍ଷିୀୟ ଓ୍ବାସିମ 31 ଟି ଟେଷ୍ଟ ଓ ଦୁଇଟି ଓ୍ବାନ ଡେ...
ବଜ୍ରପାତରେ 3 ମୃତ
ବଜ୍ରପାତରେ ତିନିଜଣଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗ୍ରାମରେ । ସ୍ଥାନୀୟ ୩ ଜଣପିଲା ଛେଳି ନେଇ ଚରାଇବାକୁ ପଦାକୁ ନେଇଥିଲେ । ତେବେ ମଧ୍ୟାହ୍ନ ସମୟରେ ଆରମ୍ଭ...



















