ଅଧିକାର ମାଗୁଛନ୍ତି ଗଜରାଜ
ନିଜ ଅଧିକାର ମାଗୁଛନ୍ତି ଗଜରାଜ । ଖାଦ୍ୟ ନିରାପତ୍ତା ସରକାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ବୈଶିଙ୍ଗାରୁ ମାଣତ୍ରୀକୁ ଯାଇଥିବା ରାସ୍ତା ମୋହନପୁର ଅଞ୍ଚଳରେ । ଖାଦ୍ୟ ଅନ୍ବେଷଣରେ ଝାଡ଼ଖଣ୍ଡ ରାଜ୍ୟର ଦଲମା...
ଜଙ୍ଗଲରେ ୪ମାସର ପୁଅକୁ କିଏ ଫିଙ୍ଗିଲା?
ଜଙ୍ଗଲ ଭିତରୁ ଉଦ୍ଧାର ହୋଇଛି ୪ ମାସର ଜୀବନ୍ତ ଶିଶୁପୁତ୍ର । ଦେବଗଡ ବାରକୋଟ ବ୍ଲକ କାଦୋପଡା ଗ୍ରାମପଂଚାୟତର ମସିନ୍ତା ଗାଁ ନିକଟ ଜଙ୍ଗଲରୁ ଏକ ୪ ମାସର ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଜଙ୍ଗଲ ଭିତରୁ...
ରଥାରୁଢ ତିନିଠାକୁର
ବିନା ଭକ୍ତରେ ପୁରୀରେ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁ ପହଣ୍ଡି ବିଜେ କରିଥିଲେ । ସେବାୟତମାନେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ପହଣ୍ଡି ବିଜେ କରାଇବା ପରେ ଗଜପତି ମହାରାଜ ତାମଯାନରେ ଆସି ପହଞ୍ଚିଥିଲେ ।...
ଦେବଗଡ ବାରକୋଟରେ ଯୁବକଙ୍କୁ ନିର୍ମମ ହତ୍ୟା
ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗଣନାଥପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ନିକଟସ୍ଥ ଭଗବତପୁର ଗ୍ରାମର ପ୍ରମୋଦ ପ୍ରଧାନଙ୍କ 33 ବର୍ଷ...
ଶ୍ରୀଜଗନ୍ନାଥ ଅଷ୍ଟକମ୍ ଭିଡିଓ ଉନ୍ମୋଚନ କଲେ ଧର୍ମେନ୍ଦ୍ର
ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କଣ୍ଠରେ ଶ୍ରୀଜଗନ୍ନାଥ ଅଷ୍ଟକମ୍ । ସମ୍ବିତଙ୍କ ସହ ଗାୟକ କୈଳାସ ଖେର୍ ମଧ୍ଂ ଏଥିରେ କଣ୍ଠଦାନ କରିଛନ୍ତି । ଶ୍ରୀଜଗନ୍ନାଥ ଅଷ୍ଟକମର ଏହି ଅଡିଓଭିଡିଓକୁ ରିଲିଜ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା...
ଦେବଦାସୀ ପରଶମଣୀଙ୍କ ଦେହାନ୍ତ
ଦେବଦାସୀ ପରଶମଣୀଙ୍କ ପରଲୋକ । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଦେବଦାସୀ ଦୀର୍ଘବର୍ଷ ଧରି ମାଜଣା ମଣ୍ଡପରେ ଗୀତ ଗାଉଥିଲେ । ଶ୍ରୀମନ୍ଦିର ପରଂପରାରେ ଦେବଦାସୀ ଗୀତ ଗାଇ ମହାପ୍ରଭୁଙ୍କୁ ଶୁଆଇଥାନ୍ତି । ପରଶମଣୀଙ୍କ ଦେହାନ୍ତ ସହ ଶ୍ରୀମନ୍ଦିରରେ ଦେବଦାସୀ ପରଂପରାର...
ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ
ଜୁଲାଇ ୧୫ ତାରିଖରେ ଓଡିଶା ବନ୍ଦ । ବାମଦଳ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । କରୋନା ମହାମାରୀ ଯୋଗୁଁ...
ବର୍ଷା କରୁଛନ୍ତି ଷଡଯନ୍ତ୍ର:ଅନୁଭବ
ଅନୁଭବ-ବର୍ଷାଙ୍କ ବିବାଦ ନୂଆ ନୂଆ ମୋଡ ନେଉଛି । ଅନୁଭବ କଟକ ପୁରୀଘାଟ ଥାନାରେ ବର୍ଷାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ବର୍ଷା ଷଡଯନ୍ତ୍ର କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ।...
ପଖାଳକୁ ନେଇ ଡାକ୍ତର ଦେଲେ ଏମିତି ତଥ୍ୟ
ପଖାଳ ଖାଇବା କଥା କହିଲେ ଲୋକେ ହସି ଉଡାଇ ଦେଉଥିଲେ । ଧନୀ ଲୋକେ ନାକ ଟେକନ୍ତି, କିନ୍ତୁ ଗରିବ ଲୋକ ପାଇଁ ପଖାଳ ଭରସା । ତେବେ ଓଡିଆ ଘରର ପଖାଳ ଏବେ ପହଞ୍ଚିଛି ମେଡିକାଲ ସାଇନ୍ସ ଗବେଷଣାଗାରରେ...
ଢେଙ୍କାନାଳରେ ବନ ମହୋତ୍ସବ ପାଳିତ
ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକରେ ପାଳିତ ହୋଇଯାଇଛି ବନ ମହୋତ୍ସବ । ମଙ୍ଗଳବାର ମକୁଆ କାଟେଣୀ ପଂଚାୟତରେ ୮ ହେକ୍ଟର ଜଙ୍ଗଲ ଜାତୀୟ ଜମିରେ ପ୍ରାୟ ୧୭୦୦୦ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ପ୍ରଜାତିର ଗଛ ତଥା ବାହାଡା,କଇଥ,ମେହଗାନି, ଫାଶୀ,ଶିଶୁ ଇତ୍ୟାଦି...



















