୧୧ ମୃତ, ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩,୭୭୭ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୯୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧,୫୮୬ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୬...
ଜେଇଇ ମେନ୍ ରେଜଲ୍ଟ:ଓଡିଶା ଟପ୍ପର ସୌରଭ ସୌମ୍ୟକାନ୍ତ
ପ୍ରକାଶ ପାଇଛି ଜେଇଇ ମେନ୍ ପରୀକ୍ଷା ଫଳ । ୨୪ ଜଣ ପରୀକ୍ଷାର୍ଥୀ ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି । ଟପ୍ପର ତାଲିକାରେ ତେଲେଙ୍ଗାନାର ୮ ଜଣ ପରୀକ୍ଷାର୍ଥୀ ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି...
ବର୍ଷାଙ୍କୁ କୌଣସି ଜନ୍ମରେ ଗ୍ରହଣ କରିବୁନି
କାଲି ଲାଗୁଥିଲା ପୁଣି ସଂପର୍କ ଯୋଡି ହୋଇଯିବ । ମାନବାଧିକାର କର୍ମୀଙ୍କ ବୟାନ ପୁଣି ନୂଆ ଆଶା ସଂଚାର କରିିଥିଲା । ଗତ କିଛି ଦିନ ଧରି ଚାଲିଥିବା ଦୁଇ ଓଲିଉଡ ଯୋଡି ବର୍ଷା ଓ ଅନୁଭବଙ୍କ ବୟାନ ଯୁଦ୍ଧରେ...
୧୧ ମୃତ, ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ
ଆଜି ରାଜ୍ୟରେ ଆଉ ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୯୬ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୩୫୯ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧,୬୩୭ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩...
ଏକାଠି ହେବେ ବର୍ଷା-ଅନୁଭବ
ବର୍ଷା-ଅନୁଭବଙ୍କ ମିଳାମିଶା ପାଇଁ ତାଙ୍କ ଘରେ ପହଁଞ୍ଚିଛନ୍ତି ମାନବଧିକାରୀକର୍ମୀ । ଦୁହିଁଙ୍କ ସହିତ ଆଲୋଚନା କରିଛନ୍ତି ମାନବଧିକାରୀକର୍ମୀ । ଉଭୟଙ୍କ ଭିତରେ ମିଳାମିଶା ପାଇଁ ଉଦ୍ୟମ କରିଛନ୍ତି । ଉଭୟଙ୍କ ସହିତ ଆଲୋଚନା ପରେ ମାନବଧିକାରକର୍ମୀ କହିଛନ୍ତି, ଅନୁଭବଙ୍କ ବ୍ୟତୀତ...
ପୂଜା ଗାଇଡଲାଇନ୍, ନିୟମ ନମାନିଲେ ଏପିଡେମିକ ଆକ୍ଟ ଅନୁସାରେ ଦଣ୍ଡ
ଦୂର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଳନ ନେଇ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରରେ ହେବାକୁ ଥିବା ପର୍ବପର୍ବାଣୀ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ମଣ୍ଡପରେ ପୂଜା...
୩୦ ଜିଲ୍ଲାରୁ ୩୯୯୧ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ଆଉ ୩୯୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୯୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୩୧୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୬୭୬ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୯ ହଜାର ୧୨୧...
ଛାଡପତ୍ର ନୁହେଁ ମୁଁ ଚାହେଁ ସ୍ୱାମୀଙ୍କ ପରିବର୍ତ୍ତନ
ମହାପ୍ରଭୁ ଜଗନ୍ନାଥ ଓ ମୋର ଓଡିଶାର ବାହାରେ ଥିବା ସମସ୍ତ ପ୍ରିୟଜନ ଓ ମୋର ଶୁଭକାଂକ୍ଷୀ, ଗୁରୁଜନଙ୍କର ଆର୍ଶୀବାଦ ନେଇ ମୁଁ ତାରିଖ,୦୮.୦୨.୨୦୧୪ରେ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲି । ଦୁର୍ଭାଗ୍ୟବଶତଃ ଚାରିକାନ୍ଥ ଭିତରେ ଥିବା ସ୍ୱାମୀ ସ୍ତ୍ରୀଙ୍କ...
୧୧ ମୃତ, ୩୭୪୮ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ଆଉ ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୭୪୮ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୨୧୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୫୩୮ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୩୫...
ଗିରଫ ହେଲେ ସୁଶାନ୍ତଙ୍କ ପ୍ରେମିକା
ବଲିଉଡ ଅଭିନେତା ସୁଶାନ୍ତ ସିଂ ହତ୍ୟା ମାମଲା । ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ଏନସିବି । ୩ ଦିନ ଜେରା ପରେ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି । ପୂର୍ବରୁ ରିୟାଙ୍କ...



















