୧୩ ମୃତ, ୪୨୪୧ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୪୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୫୦୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୩୯ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ ଡିସିପିଙ୍କୁ ଜଣାଇବ ପୂଜା କମିଟି
କଟକରେ କେତେ ଫୁଟର ହେବ ଦୂର୍ଗା ମୂର୍ତ୍ତି । ହାଇକୋର୍ଟ ମୂର୍ତ୍ତି ଉଚ୍ଚତାକୁ ନେଇ ତଥ୍ୟ ରଖିବାକୁ କଟକ ଡିସିପି ପ୍ରତିକ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଂଧ୍ୟା ୭ଟା ସୁଦ୍ଧା ସହରରେ ଚାଲିଥିବା ମୂର୍ତ୍ତି ନିର୍ମାଣର ଉଚ୍ଚତା...
କରୋନା କବଳରେ ୮ଦିନର ଯାଆଁଳା ଶିଶୁ
ଆଉ କେତେ ଦୁଃଖ ଦେବ କରୋନା । ସାମ୍ନାକୁ ଆସିଲା ପୁଣି ହୃଦୟ ବିଦାରକ ଖବର । ଭୟାବହ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୮ଦିନର ଯାଆଁଳା ଶିଶୁ । ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ...
୧୧ ମୃତ , ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍
ଆଜି ରାଜ୍ୟରେ କରୋନାରେ ୧୧ ଜଣଙ୍କର ଜୀବନ ଯାଇଛି । ପୁରୀ ଓ ସମ୍ବଲପୁରରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧାରୁ ୨ ଏବଂ ମୟୂରଭଞ୍ଜ , କଳାହାଣ୍ଡି , ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ...
୮ମୃତ, ୩୬୪୫ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ କରୋନା ନେଇଛି ଆଉ ୮ ଜୀବନ । କଟକ ଜିଲ୍ଲାରୁ ସର୍ବାଧିକ ୩ ଆକ୍ରାନ୍ତ ଆଖି ବୁଜିଛନ୍ତି । ବୌଦ୍ଧ , କନ୍ଧମାଳ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।...
ଛାଡି ଚାଲିଗଲେ ଆକାଶବାଣୀ ଶିଶୁ ସଂସାରର ବଡଭାଇ
ଆରପାରିକୁ ଚାଲିଗଲେ ଆକାଶବାଣୀ ଶିଶୁସଂସାରର ବଡଭାଇ ଭାବେ ପରିଚିତ ନଦୀୟା ବିହାରୀ ମହାନ୍ତି I ଆକାଶବାଣୀର ଘୋଷକ, ଉପସ୍ଥାପକ ଓ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ ନଦୀୟା ବିହାରୀ ମହାନ୍ତି ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ...
ମନ୍ତ୍ରୀ ସମୀର ଦାଶଙ୍କୁ କରୋନା
କରୋନା ଆକ୍ରାନ୍ତ ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀ I କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ନିଜେ ଟ୍ବିଟ କରି ଜଣାଇଛନ୍ତି ଏବଂ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିବେ ସେମାନେ କୋଭିଡ ପରୀକ୍ଷା...
୧୦ ମୃତ, ୩୯୧୩ ପଜିଟିଭ୍ ଚିହ୍ନଟ
ମହାମାରୀ କରୋନାକୁ ନେଇ ଲୋକମାନଙ୍କ ମଧ୍ୟରେ ଆଉ ଭୟ ନାହିଁ । କରୋନା ସହ ଲଢେଇ କରିବେ ଏବଂ ସମସ୍ତେ ଜିତିଯିବେ ବୋଲି ଆଶା । କିନ୍ତୁ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ଦେଖି ଟିକେ ଛାନିଆ ହୋଇଯାଉଛନ୍ତି...
ବଜାରରେ ମିଳିବ କରୋନା ଔଷଧ
ଏଣିକି ବଜାରରେ ମିଳିବ କରୋନା ଔଷଧ । ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଇଛି ଡିସିଜିଆଇ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ କିଣିହେବ ଔଷଧ । କେତେକ ସର୍ତ୍ତ ସହିତ ଫେଭିପିରାଭିର ଟାବଲେଟ ବିକ୍ରିକୁ ଅନୁମତି । ରେମଡେସିଭିର...
ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍
ଆଉ ଆମ ଗହଣରେ ନାହାଁନ୍ତି ଯାତ୍ରା କଳାକାର ଏବଂ ଯାତ୍ରାର ଫେମସ ଚେହେରା ଭିକୁ ସେଠ୍ । ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚୌଦାରରୁ କଟକ ହସ୍ପିଟାଲ...



















