ଅଫିସ ଆସିବାକୁ ଡରୁଛନ୍ତି ବାବୁ
ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ଅଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ସମସ୍ତ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଥିବାବେଳେ ରାଜଧାନୀରେ ଆରମ୍ଭ ହୋଇଛି ଗହଳ ଚହଳ । ଲୋକସେବା ଭବନ , ରାଜୀବ ଭବନ ଓ ଖାରବେଳ...
୧୪ ଦିନରୁ ୨୧ ଦିନକୁ ବଢିପାରେ କ୍ୱାରେଣ୍ଟିନ୍ ଅବଧି
ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ଏବେ ଚିନ୍ତା ବଢାଇଛନ୍ତି। ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ନିୟମ କଡାକଡି କରାଯାଇଛି। ସେମାନଙ୍କ ପାଇଁ କ୍ୱାରେଣ୍ଟିନ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏପରିକି କ୍ୱାରେଣ୍ଟିନ ଅବଧି ବୃଦ୍ଧି କରିବାକୁ...
ରେଡ୍ ଜୋନ୍ କନ୍ୟାକୁ ଗ୍ରୀନ୍ ଜୋନ୍ ବର
ଲକ୍ ଡାଉନ୍ କଟକଣା ଭିତରେ ବାହାଘର I ସେ ପୁଣି ରେଡ୍ ଜୋନ୍ ଝିଅ ସାଙ୍ଗେ ଗ୍ରୀନ୍ ଜୋନ୍ ପୁଅର ବାହାଘର I ବାହାଘର ପାଇଁ ରେଡ ଜୋନ ଘୋଷିତ ଯାଜପୁର ଜିଲ୍ଲାର ବରୀ ଅଂଚଳର ଝିଅକୁ ନେଇ କନ୍ୟାଯାତ୍ରୀ...
ରଥ ପାଇଁ ଦ୍ବନ୍ଦ୍ବରେ ସରକାର
ରଥଯାତ୍ରାକୁ ନେଇ ଅନିଶ୍ଚିତତା । ଅକ୍ଷି ତୃତୀୟାରୁ ରଥ ନିର୍ମାଣ ଅନୁକୁଳ ହେବା କଥା । ମାତ୍ର କରୋନା ପାଇଁ ଏଥର ରଥ ଅନୁକୁଳ ବାଧାପ୍ରାପ୍ତ ହେଲା । ରଥ ହେବ କି ନାହିଁ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ...
ନିଲମ୍ୱିତ ହେଲେ ୨ ବନ କର୍ମଚାରୀ
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୨ ବନ କର୍ମଚାରୀ ନିଲମ୍ବିତ କରାଯାଇଛି। ଆକ୍ରମଣ କରିଥିବା ୨ ବନ କର୍ମଚାରୀ ହେଲେ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ର । ମେ‘ ୩ ତାରିଖ ଓଡ଼ିଶାରେ ତାଣ୍ଡବ...
ନିୟମ ଭାଙ୍ଗିଲେ ଗିରଫ ହେବେ
ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ। ଓଡ଼ିଶା ଫେରୁଥିବା ପ୍ରବାସୀ ଅମାନିଆଙ୍କ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ନିୟମ ନମାନିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଘୋଷଣା...
ଦୋକାନ ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ ପୋଲିସ
ଦୋକାନ ପାଇଁ ଗାଇଡଲାଇନ୍
ଗାଇଡ୍ଲାଇନ ଜାରି କଲା କମିଶନରେଟ ପୋଲିସ
କେବଳ ଅନୁମତିପ୍ରାପ୍ତ ଦୋକାନ ଖୋଲା ରହିବ
ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବେ
ଦୁଇ ଗ୍ରାହକଙ୍କ ମଧ୍ୟରେ ଦୂରତା ୬ ଫୁଟ
ମାସ୍କ ପିନ୍ଧି ନ ଥିଲେ ଦୋକାନ ଭିତରକୁ ନିଷେଧ
ଗ୍ରାହକ ନିୟମ ନ...
କଣ୍ଟେନମେଣ୍ଟ ଜୋନରେ ଚଢା ଦର
କଣ୍ଟେନମେଣ୍ଟ ଜୋନରେ ଚଢା ଦରରେ ବିକ୍ରି ହେଉଛି ପରିବା I ପ୍ରଶାସନିକ ଅବ୍ୟବସ୍ଥା ବିରୋଧରେ ତାତିଲେ ଲୋକେ I ପରିବା କିଣିବା ପାଇଁ ଭୁଲିଗଲେ ସାମାଜିକ ଦୂରତ୍ବ I ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକର...
ଆଗଧାଡିର ଯୋଦ୍ଧାଙ୍କ ପାଇଁ ଫେସ୍ ସିଲ୍ଡ
କରୋନାକୁ ହରାଇବେ ଏବଂ ଓଡିଶାକୁ ଜିତାଇବେ । କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଭାବନ ହୋଇଛି କରୋନା ଫେସ୍ ସେଫ୍ଟି ସିଲ୍ଡ । ଏସଟିପିଆଇ ସହଯୋଗରେ ନୋଭୋମେଶ୍ ପ୍ରସାର ଫାଉଣ୍ଡେସନ ପକ୍ଷରୁ ଯୁବ ଇଂଜିନିୟର ଅନିଲ ପ୍ରଧାନ ଓ ତାଙ୍କ ସହଯୋଗୀ...
କ୍ୱାରେଣ୍ଟିନ୍ ରୁମ୍ରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କଲେ
ଭଲ ଲାଗୁନି କ୍ୱାରେଣ୍ଟିନ୍ । ସରକାରୀ କ୍ୱାରେଣ୍ଟିନ୍ ହୋମ୍ରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଅନ୍ତେବାସୀ । କରିଥିବା ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ଜିଲ୍ଲା ଅଶୋକ କଲ୍ୟାଣ ମଣ୍ଡପ ସ୍ଥିତ ସରକାରୀ କ୍ୱାରେଣ୍ଟିନ୍...


















