ଆମେ ଫସିଛୁ, ଆମକୁ ଉଦ୍ଧାର କର
ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ଭୁଲିଗଲେ କି ସରକାର । ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ଓଡିଆ ଛାତ୍ରଛାତ୍ରୀ । କୋଟାରେ ଫସି ରହିଛନ୍ତି ପ୍ରାୟ ୧୨ ଶହରୁ ଅଧିକ ଓଡିଆ...
ଆରପାରିରେ ବିଜୟ ମିଶ୍ର
ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ । ୮୩ ବର୍ଷ ବୟସରେ ନାଟ୍ୟକାର ବିଜୟ ମିଶ୍ରଙ୍କ ଦେହାନ୍ତ । ରାଜଧାନୀର ଏକ ଘରୋଇ ନର୍ସିଂ ହୋମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅନେକ ଓଡିଆ ଚଳଚ୍ଚିତ୍ର ,...
ହଟିଲା ୬୦ ଘଣ୍ଟିଆ ସଟ୍ ଡାଉନ୍
କରୋନା ମୁକାବିଲା ପାଇଁ ବାଲେଶ୍ବର, ଭଦ୍ରକ ଓ ଯାଜପୁରକୁ ଲାଗୁ କରାଯାଇଥିବା ୬୦ ଘଣ୍ଟିଆ ସଟ୍ ଡାଉନ୍ ହଟିଲା । ୩ ଟି ଜିଲ୍ଲାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପ୍ରିଲ୍ ୨୩ ରାତି ୧୦ଟାରୁ ୨୬...
ଓଡିଶା ପାଇଁ ବାତ୍ୟା ଭୟ !
ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି।...
କରୋନା କଟକଣା ଭିତରେ ହେବ ରଥଯାତ୍ରା !
ବନ୍ଦ ହେବନି ମହାପ୍ରଭୁଙ୍କ ରୀତିନୀତି I କରୋନା କଟକଣା ଭିତରେ ହେବ ମହାପ୍ରଭୁଙ୍କ ରଥଯାତ୍ରା I କମ୍ ସେବାୟତଙ୍କୁ ନେଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦେଇଛି ଛତିଶା ନିଯୋଗ I କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନକୁ ନଜରରେ...
୮ମାସ ଗର୍ଭବତୀ ଥାଇ ମଧ୍ୟ କରୁଛନ୍ତି ଡ୍ୟୁଟି
କର୍ତ୍ତବ୍ୟ ଆଗରେ ହାର ମାନିଛି ଜୀବନର ସବୁ ବାଧା ବିଘ୍ନ । ୮ ମାସର ଛୁଆ ପେଟରେ ଥାଇ ବି ଡ୍ୟୁଟିକୁ ଆସୁଛନ୍ତି ମୟୂରଭଞ୍ଜ ବେତନଟୀ ପୋଲିସ ଷ୍ଟେସନର ଏସଆଇ ମମତା ମିଶ୍ର । କରୋନା ଯୁଦ୍ଧରେ ନିଜକୁ ସାମିଲ...
ଲକ୍ ଡାଉନ୍ରେ କିଭଳି ପାଳନ ହେବ ରମଜାନ୍
ଲକ୍ ଡାଉନ୍ କଟକଣା ସମୟରେ କିଭଳି ପାଳନ ହେବ ରମଜାନ୍ । ଏଥିପାଇଁ ଅଧକ୍ଷ୍ୟତାରେ କ୍ୟାପିଟାଲ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଲକ୍ଡାଉନ୍ ଯୋଗୁଁୂ ଏଥର ସଂଘରୋଧ ଭାବେ ପାଳନ ହେବ ନମାଜ ପାଠ ଇଫତାର...
କରୋନା ମୁକାବିଲା ପାଇଁ ଦାନ କଲେ ସହିଦଙ୍କ ପତ୍ନୀ
ପୁଲଓାମା ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ସହିଦ ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମୀନା ସାହୁ ଓ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 35 ହଜାର ଟଙ୍କା ଦାନ କରିଛନ୍ତି. କରୋନା ମୁକାବିଲା...
ଗୋଟିଏ ମାସର ପେନସନ ଦାନ କଲେ ସହିଦଙ୍କ ପତ୍ନୀ
ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାରଙ୍କ ବଡ ପ୍ରସ୍ତୁତି । ହଜାର ହଜାର କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଏଭଳି ସ୍ଥିତିରେ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଓ...
ପିଜା ବୟଙ୍କୁ କରୋନା
ଦିଲ୍ଲୀର ଜଣେ ପିଜା ଡେଲିଭରି ବୟଙ୍କୁ କରୋନା । ସାଉଥ୍ ଦିଲ୍ଲୀର ଜଣେ ୧୯ ବର୍ଷୀୟ ପିଜା ବୟ କରୋନାରେ ଆକ୍ରାନ୍ତ । ସଂସ୍ପର୍ଶରେ ଆସିଥିବା ୭୨ ପରିବାର ହୋମ କ୍ୱାରେଣ୍ଟିନ୍ ରେ ରଖାଯାଇଛି । ୧୭ ଜଣ ଅନ୍ୟ...


















