27.2 C
Bhubaneswar
Monday, August 3, 2026
-Advertisement-

ରାଜଧାନୀରେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ I ସ୍ମାର୍ଟସିଟି ଭୁବନେଶ୍ୱରରେ ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ I ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଯୁବକମାନେ ଆକ୍ରମଣ କରୁଥିବା ବେଳେ ଦେଖଣାହାରୀ ସାଜିଛନ୍ତି...

ଜଗତସିଂହପୁର ଗୋଠ ମହୋତ୍ସବ

ଜଗତସିଂହପୁର : ସଲମପୁର ଗାଁର ଗୋପାଳ ସଂପ୍ରଦାୟର ନିଆରା ପରମ୍ପରା I ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଜଗତସିଂହପୁରଠାରେ ପାଳନ ହୋଇଛି ଗୋଠ ମହୋତ୍ସବ I ତିର୍ତ୍ତୋଲ ବ୍ଲକର ସଲମପୁର ଗାଁରେ ଗୋପାଳ ସଂପ୍ରଦାୟର ଲୋକମାନଙ୍କ ଦ୍ୱାରା ମହା ଆଡମ୍ବରରେ...

ହୋଲିରେ ଡ୍ୟାମରେ ବୁଡି ତିନି ଯୁବକଙ୍କ ମୃତ୍ୟୁ

ରାୟଗଡା : ଗତକାଲି ହୋଲିରେ ରାୟଗଡା ପଦ୍ମପୁରରେ ଏକ ବଡ ଧରଣର ଅଘଟଣ ଘଟିଛି I ଡ୍ୟାମକୁ ଗାଧୋଇବାକୁ ଯାଇଥିବା ସମୟରେ 3ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି I ସୂଚନାମୁତାବକ, ଗତକାଲି ହୋଲି ଖେଳିବା ପରେ ପ୍ରାୟ...

ନାମାଙ୍କନ ଦାଖଲ କଲେ ବିଜେଡିର 4 ରାଜ୍ୟସଭା ପ୍ରାର୍ଥୀ, ଲଢିବନି ବିଜେପି

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ମନୋନୀତ 4ଜଣ ପ୍ରାର୍ଥୀ ଆଜି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ବୁଧବାର ଅପରାହ୍ନରେ ସଚ୍ଚିବାଳୟ ସ୍ଥିତ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ...

ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ : ଗୃହରେ ୟେସ ବ୍ୟାଙ୍କ ତାତି

ଭୁବନେଶ୍ୱର :ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ I ଏହି ଅଧିବେଶନ ମାର୍ଚ୍ଚ 11 ତାରିଖରୁ ଏପ୍ରିଲ9 ତାରିଖ ପର୍ଯ୍ୟନ୍ତ ଚାଲିବ I ଆଜି ବିଧାନସଭା ଆରମ୍ଭରୁ ଗୃହରେ ଦେଖାଦେଇଥିଲା ହଟ୍ଟଗୋଳ I ବିଧାନସଭାରେ ପ୍ରଥମେ ମୁଖ୍ୟମନ୍ତ୍ରୀ...

ଆରପାରିରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା

ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ଆଜି ସକାଳେ ପରଲୋକ ଘଟିଛି । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୮୮ବର୍ଷ ବୟସ...

ଆଜି ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦୋଳ ପୂର୍ଣିମା I ଏହି ଅବସରରେ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ I ଫାଲଗୁନ ଶୁକ୍ଲପକ୍ଷ ଦଶମୀରୁ ପ୍ରତିପଦା ପର୍ଯ୍ୟନ୍ତ ଦୋଳ ଉତ୍ସବ ପାଳନ ହୋଇଥାଏ I ଦୋଳ ଉତ୍ସବରେ ମହାପ୍ରଭୁ...

ବର୍ଷାରେ ଭିଜିପାରେ ହୋଲି

ଭୁବନେଶ୍ୱର : ଆଜି ଆକାଶ ପରିଷ୍କାର ରହିବା ସହିତ ପାଗ ଶୁଖିଲା ରହିଛି I କିନ୍ତୁ ଆସନ୍ତା କାଲିଠାରୁ ପୁଣି ଫେରିବ ବର୍ଷା I ଆସନ୍ତା 13 ତାରିଖ ଅର୍ଥାତ ଶୁକ୍ରବାର ଯାଏଁ ଏହି ବର୍ଷା ଲାଗି ରହିବ ବୋଲି...

ବିଜୁଙ୍କୁ ପ୍ରଭାବିତ କରିଥିଲେ, ନବୀନଙ୍କ ପାଇଁ ଅଲୋଡା

ଏକଦା ଆମ୍ବଟାକୁଆ ଓ ମଦମୃତ୍ୟୁକୁ ନେଇ ଚର୍ଚ୍ଚିତ ଥିଲା ରାୟଗଡା ଜିଲ୍ଲାର କାଶିପୁର I ଅଭାବ ଅନଟନ ଭିତରେ ଲୋକଙ୍କ ଦୁର୍ଦ୍ଦଶା ଦେଖି ସହି ପାରି ନଥିଲେ ଏହି ଅଂଚଳର ଶିରିଗୁଡା ଗାଁର ସୁମନୀ ଝୋଡିଆ I ଲୋକଙ୍କୁ ଏକାଠି...

ଚତୁର୍ଥ ଆସନ ପାଇଁ ସମର୍ଥନ ଦେବ ବିଜେପି ?

ତିନିଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବା ପାଇଁ ବିଜେଡି ପାଖରେ ସଂଖ୍ୟା ଥିବା ବେଳେ ଦଳ ଚାରିଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି I ଚତୁର୍ଥ ପ୍ରାର୍ଥୀ ଭାବେ ବିଜେଡି ଦଳର ମୟୁରଭଞ୍ଜ ନେତ୍ରୀ ମମତା ମହନ୍ତଙ୍କ ନାଁ ଘୋଷଣା କରିଛି...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...