ପରୀ ପାଇଁ କମ୍ପିଲା ଗୃହ
ପରୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବିଧାନସଭାରେ ହଙ୍ଗାମା ହୋଇଛି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ହଙ୍ଗାମା କରିଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ପ୍ରବଳ ହୋହଲ୍ଲା କରିଥିଲେ । ବିଜେପିର ସଦସ୍ୟମାନେ...
ସ୍ମାର୍ଟ ଫୋନ୍ ପାଇଁ କ୍ଷେତରେ ମୁଲ ଲାଗୁଛନ୍ତି ଭାଇ-ଭଉଣୀ
ଅନଲାଇନ ଶିକ୍ଷାର ବିକଳ ଚିତ୍ର । କଅଁଳ ହାତରେ ଦା’ । କଅଁଳ ପାଦ କ୍ଷେତରେ । ଅନଲାଇନରେ ପାଠ ପଢିବାକୁ ହେଲେ ଦରକାର ସ୍ମାର୍ଟଫୋନ । ଆଉ ସ୍ମାର୍ଟଫୋନ ପାଇଁ ଏବେ ଭାଇ ଭଉଣୀ କ୍ଷେତରେ ମୁଲ...
ସୁଶୀଳା ଦେବୀଙ୍କ ପାଇଁ ଶୋକ ପ୍ରସ୍ତାବ
ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ । ସୁଶୀଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକପ୍ରକାଶ କରିଛନ୍ତି । ସେ ଜଣେ ପରୋପକାରୀ ମହିଳା ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି...
ପୁରୀ ବନ୍ଦ ଡାକରା ଦେବ ବିଜେପି
ପୁରୀରେ ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି । ପୁରୀ ବନ୍ଦ ଡାକରା ଦେବାକୁ ବିଜେପି...
କିଓସ୍କୋ କେନ୍ଦ୍ରରେ କରୋନା ପ୍ରତିରୋଧକ ସାମଗ୍ରୀ
ଉଦଘାଟିତ ହୋଇଛି କୋଭିଡ କିଓସ୍କୋ କେନ୍ଦ୍ର । କରୋନା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଓ କରୋନା ପ୍ରତିରୋଧକ ସାମଗ୍ରୀ ବିକ୍ରୀ କରିବା ଏହି କିଓସ୍କୋ କେନ୍ଦ୍ରର ଲକ୍ଷ୍ୟ । ଯେମିତିକି ମାସ୍କ, ହ୍ୟାଣ୍ଡୱାସ, କାଢା ପ୍ରସ୍ତୁତ ସାମଗ୍ରୀ ସହ...
ବାଚସ୍ପତିଙ୍କ ଆଗରେ ଆତ୍ମହତ୍ୟା କରିବି: ବେକ କାଟିଦେବି
ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ତାରା ପ୍ରସାଦ ବାହିନୀ ପତି ଆତ୍ମହତ୍ୟା ଧମକ ଦେଇଛନ୍ତି । ନିଷ୍ପତ୍ତି ନ ବଦଳାଇଲେ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା । ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି...
ଜଗତସିଂହପୁରରୁ ଜବତ ହୋଇଛି ଧଳା ଜହର
ଧଳା ଜହରର କଳା ସାମ୍ରାଜ୍ୟ । ଜଗତସିଂହପୁରରୁ ଜବତ ହୋଇଛି ବିପୁଳ ପରିମାଣର ଧଳା ଜହର । ଅବକାରୀ ଓ ପୋଲିସ ବିଭାଗ ହାତରେ ଲାଗିଛି ୩୦୦ ଗ୍ରାମର ବ୍ରାଉନ ସୁଗାର । ଯାହାର ଆନୁମାନିକ ମୁଲ୍ୟ ୩୦...
କଟକରେ ବଡ ଧରଣର ଡକାୟତି
କଟକରେ ବଡ ଧରଣର ଡକାୟତି । ଆଇଆଇଏଫଏଲ ବ୍ୟାଙ୍କରୁ ୧୨ କୋଟିର ଡକାୟତି । ନୟାସଡକରେ ଥିବା ବ୍ୟାଙ୍କରୁ ଏହି ଡକାୟତି ହୋଇଛି । ୪ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥିବା ସୂଚନା ମିଳିଛି । ତେବେ କମିଶନରେଟ୍...
ମୁଖ୍ୟମନ୍ତ୍ରୀ ଡକାଇଲେ ସର୍ବଦଳୀୟ ବୈଠକ
ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ । ଗୋଟିଏ ଦିନରେ ଯାଇଛି ୧୩୧ ଜଣଙ୍କର ଜୀବନ । ଗତ ୨୪ ଘଣ୍ଟାରେ ୭୪୮୬ ନୂଆ ସଙ୍କ୍ରମଣ ସାମ୍ନାକୁ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡକାଇଛନ୍ତି ସର୍ବଦଳୀୟ ବୈଠକ ।...
ମାତ୍ର ୧୫୦୦ ଟଙ୍କା ପାଇଁ ଫସିଲେ
ଟଙ୍କା ୧୫୦୦ ପାଇଁ ଫସିଲେ ପୋଲିସ ବାବୁ । ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଧଉଳି ଥାନା ଏଏସଆଇ ତୋଫାନ ଗୁରୁ । ଏକ ମାମଲାକୁ ରଫା ଦଫା...
















